• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Live Updates : From The News Room

ବାତ୍ୟା ‘ଜୱାଦ୍‌’ LIVE ଅପଡେଟ: ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ !

Odisha

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ ! ଆସନ୍ତାକାଲି ପୁରୀ ଛୁଇଁବା ବେଳକୁ ବାତ୍ୟା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି।

07:54 AM(2 years ago )

ଆଜି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

Posted by:

ଅବପାତ ପ୍ରଭାବରେ ଉପକୂଳବର୍ତ୍ତୀ କିଛି ଜିଲ୍ଲାମାନଙ୍କରେ ଆଜି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ଅନୁମାନ ରହିଛି।

13:34 PM(2 years ago )

ମହାପ୍ରଭୁଙ୍କ ଦୟାରୁ ଟଳୁଛି ବିପଦ

Posted by:

13:17 PM(2 years ago )

ଆଜି ରାତିରେ ଗଭୀର ଅବପାତ !

Posted by:

13:14 PM(2 years ago )

ସମୁଦ୍ରକୁ ପର୍ଯ୍ୟଟକ ମନା

Posted by:

12:59 PM(2 years ago )

ବାତ୍ୟା ଭୟଠୁ ଅଧିକ ସମୁଦ୍ର ପ୍ରେମ

Posted by:

12:51 PM(2 years ago )

‘ଏମିତି ଭୟ ଲାଗୁଛି.. ଯେମିତି ଭାସି ଯାଉଛୁ..‘

Posted by:

12:44 PM(2 years ago )

ଜଗତସିଂହପୁରରେ ଅଜାଡ଼ୁଛି

Posted by:

12:40 PM(2 years ago )

କାଲି ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳରେ ପହଞ୍ଚିବ ଜୱାଦ୍‌

Posted by:

12:39 PM(2 years ago )

ସମୁଦ୍ର କୂଳରେ ଗାଧୋଇବା ପାଇଁ ଭିଡ

Posted by:

12:36 PM(2 years ago )

ବାତ୍ୟା ପାଇଁ ନୀଳଗିରିରେ ଚାଷୀ କରୁଛି ଧାନ ଅମଳ

Posted by:

12:34 PM(2 years ago )

ଏ ଦିଗ ଆଡକୁ ଯିବ ବାତ୍ୟା

Posted by:

12:32 PM(2 years ago )

ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବାତ୍ୟା ସମ୍ମୁଖୀନ ପାଇଁ ଆମେ ରେଡି

Posted by:

12:20 PM(2 years ago )

ଆଜି ରାତିରେ ଗଭୀର ଅବପାତ ! ୩ ଜିଲ୍ଲାରେ ପ୍ରବଳ ବର୍ଷିବ !

Posted by:

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ ! ଆଜି ରାତିରେ ଏହା ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟାହ୍ନରେ ଗଭୀର ଅବପାତ ହୋଇ ପୁରୀରେ ପହଞ୍ଚିବ।

ଅଧିକ ପଢ଼ନ୍ତୁ...

12:11 PM(2 years ago )

ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକ ଭିଡ

Posted by:

12:09 PM(2 years ago )

କଟକ ପ୍ରଶାସନ ବାତ୍ୟା ସମ୍ମୁଖୀନ ପାଇଁ ପୂରା ପ୍ରସ୍ତୁତ

Posted by:

11:36 AM(2 years ago )

ବାତ୍ୟା ପୂର୍ବରୁ ଅଶାନ୍ତ ସମୁଦ୍ର ! ପାରାଦୀପରେ କେମିତି ରହିଛି ସ୍ଥିତି ? ଦେଖନ୍ତୁ...

Posted by:

11:18 AM(2 years ago )

ପାରଦ୍ୱୀପ ବନ୍ଦରକୁ ପ୍ରବେଶ ନିଷେଧ

Posted by:

11:17 AM(2 years ago )

ବାତ୍ୟା ଅଶ୍ରାୟସ୍ଥଳୀ ଯିବାକୁ ଅମଙ୍ଗ ହେଉଛନ୍ତି ଲୋକେ

Posted by:

11:09 AM(2 years ago )

ବାତ୍ୟା ପୂର୍ବରୁ କୋଣାର୍କରେ କେମିତି ରହିଛି ସ୍ଥିତି ?

Posted by:

11:00 AM(2 years ago )

ପାରାଦୀପରେ ସର୍ବାଧିକ ୬୨ ମିମି ବର୍ଷା

Posted by:

10:04 AM(2 years ago )

ବାତ୍ୟା ପୂର୍ବରୁ ଗର୍ଭବତୀଙ୍କୁ ସ୍ଥାନାନ୍ତର

Posted by:

10:03 AM(2 years ago )

ପୁରୀ ଛୁଇଁବା ପୂର୍ବରୁ ହେବ ଜୱାଦ

Posted by:

09:59 AM(2 years ago )

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ !

Posted by:

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ ! ଆସନ୍ତାକାଲି ପୁରୀ ଛୁଇଁବା ବେଳକୁ ବାତ୍ୟା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି।

ଅଧକ ପଢ଼ନ୍ତୁ...

09:50 AM(2 years ago )

ଦୁର୍ବଳ ହେବ ବାତ୍ୟା ଜଓ୍ୱାଦ୍ !

Posted by:

09:28 AM(2 years ago )

ଦୁର୍ବଳ ହୋଇଯିବ ବାତ୍ୟା

Posted by:

09:21 AM(2 years ago )

ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍

Posted by:

09:21 AM(2 years ago )

ବାତ୍ୟା ‘ଜୱାଦ୍‌’କୁ ଦୃଷ୍ଟିରେ ରଖି ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି

Posted by:

09:14 AM(2 years ago )

ମହାକାଳପଡାରେ ପ୍ରବଳ ଛେଚୁଛି

Posted by:

09:14 AM(2 years ago )

ଆଶା ଆଶଙ୍କାରେ ପୁରୀବାସୀ

Posted by:

09:04 AM(2 years ago )

ପାଖେଇ ଆସୁଛି ବାତ୍ୟା: ପ୍ରବଳ ବର୍ଷା ସାଙ୍ଗକୁ ସର୍ବାଧିକ ୯୫ କି.ମି. ବେଗରେ ବହିପାରେ ପବନ

Posted by:

ବାତ୍ୟା ‘ଜୱାଦ୍‌’ ଦିଗ ପରିବର୍ତ୍ତନ କରିବା ପରେ ବର୍ଷା ଓ ପବନ ଧୀରେ ଧୀରେ ବଢ଼ିବ। ସର୍ବାଧିକ ୯୫ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ...

08:49 AM(2 years ago )

ବାତ୍ୟା ପାଇଁ ପାରାଦୀପ ବନ୍ଦରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ଓପନ

Posted by:

08:42 AM(2 years ago )

ବାତ୍ୟା ପାଇଁ ୯୫ଟି ଟ୍ରେନ ବାତିଲ

Posted by:

08:41 AM(2 years ago )

'ଜିରୋ କାଜୁଆଲିଟି ଆମର ଲକ୍ଷ' : ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ

Posted by:

08:32 AM(2 years ago )

ସ୍ଥଳଭାଗ ମୁହାଁ ବାତ୍ୟା, ବାତିଲ୍‌ ହେଲା ୯୫ରୁ ଅଧିକ ଟ୍ରେନ୍

Posted by:

ବାତ୍ୟା ପାଇଁ ୯୫ରୁ ଅଧିକ ଟ୍ରେନ୍ ବାତିଲ୍‌ କରାଯାଇଛି। ଏହା ବ୍ୟତୀତ ଜୀବନ ଯେପରି ହାନୀ ହେବନି ସେ ଦିଗରେ ଧ୍ୟାନ ରଖାଯାଇଛି।

ଅଧିକ ପଢ଼ନ୍ତୁ...

08:09 AM(2 years ago )

ପୁରା ପ୍ରସ୍ତୁତ ଅଛି ପ୍ରଶାସନ

Posted by:

08:04 AM(2 years ago )

ଗୋପାଳପୁରଠାରୁ ୩୬୦କିମି ଦୂରରେ ରହିଛି ବାତ୍ୟା

Posted by:

07:47 AM(2 years ago )

ରାଜ୍ୟରରେ ବର୍ଷୁଛି ଝିପି ଝିପି ବର୍ଷା

Posted by:

07:42 AM(2 years ago )

'ବଳ ଗୋଟାଇ ସ୍ଥଳଭାଗ ମୁହାଁ ବାତ୍ୟା'

Posted by:

07:39 AM(2 years ago )

୬ କି.ମି. ବେଗରେ ମାଡ଼ି ଆସୁଛି ବାତ୍ୟା, କାଲି ମଧ୍ୟାହ୍ନରେ ପୁରୀ ଛୁଇଁବ !

Posted by:

ଆସନ୍ତାକାଲି ମଧ୍ୟାହ୍ନରେ ବାତ୍ୟା ‘ଜୱାଦ୍‌’ ପୁରୀ ଉପକୂଳ ଛୁଇଁବା ସମ୍ଭାବନା ରହିଛି।  ବାତ୍ୟା ‘ଜୱାଦ୍‌’ ଏବେ ଗୋପାଳପୁରଠୁ ୩୬୦ କି.ମି. ଦୂରରେ ଥିବାବେଳେ ବିଶାଖାପାଟଣା ଠାରୁ ୨୫୦ କି.ମି. ଦୂରରେ ରହିଛି। 

ଅଧିକ ପଢ଼ନ୍ତୁ...

07:18 AM(2 years ago )

କାଲି ମଧ୍ୟାହ୍ନରେ ପୁରୀ ଛୁଇଁବ ବାତ୍ୟା ’ଜୱାଦ୍‌’

Posted by:

21:17 PM(2 years ago )

ବାତ୍ୟା ଜୱାଦ ପାଇଁ କାଲି ୧୯ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା

Posted by:

ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, ମୟୂରଭଞ୍ଜ ପାଇଁ ସ୍କୁଲ୍ ଛୁଟି ଘୋଷଣା

21:16 PM(2 years ago )

ଓଡିଶା ଉପକୂଳରେ ପ୍ରାୟ ୨ ରୁ ୪ ମିଟର ଉଚ୍ଚର ଜୁଆର ଆସିବାର ସମ୍ଭାବନା

Posted by:

18:34 PM(2 years ago )

ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ବାତ୍ୟା

Posted by:

ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଜୱାଦ । ବର୍ତ୍ତମାନ ସୁଦ୍ଧା ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ରହିଛି ବାତ୍ୟା । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୨ କିମି ବେଗରେ ଆସୁଛି ବାତ୍ୟା । ଆସନ୍ତାକାଲି ରି-କର୍ଭ କରି ୫ ଟା ସୁଦ୍ଧା ପୁରୀ ଉପକୂଳ ପାଖାପାଖି ହେବ ବୋଲି କୁହାଯାଉଛି ।

18:21 PM(2 years ago )

ଗୋପାଳପୁରରୁ ୪୭୦ କିମି ଦୂରରେ ବାତ୍ୟା

Posted by:

 

 

18:15 PM(2 years ago )

ଆସନ୍ତାକାଲି ଏହି ଜିଲ୍ଲାରେ ସ୍କୁଲ୍‌ ଛୁଟି

Posted by:

ବାତ୍ୟା ‘ଜୱାଦ୍‌’ ପାଇଁ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ ସ୍କୁଲ୍‌ ଛୁଟି ନେଇ ଘୋଷଣା ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ନେଇ ଡିଇଓ ଘୋଷଣା କରିଛନ୍ତି।

18:13 PM(2 years ago )

ମାଡ଼ି ଆସୁଛି ବାତ୍ୟା ! ଫେରି ଆସିଲାଣି ଡଙ୍ଗା

Posted by:

ପୁରୀରେ ଲ୍ୟାଣ୍ଡଫଲ ହେବା ପରେ ଆତଙ୍କିତ ସମୁଦ୍ରକୂଳିଆ ଲୋକେ...ଦେଖନ୍ତୁ ପେଣ୍ଠକଟାରେ କେମିତି ଗର୍ଜନ କରୁଛି ସମୁଦ୍ର...
 

16:46 PM(2 years ago )

ବିଶାଖାପାଟଣାରୁ ୪୨୦ କିମି ଦୂରରେ ବାତ୍ୟା

Posted by:

ବାତ୍ୟା ଜୱାଦ୍ ଗୁଲାବ ଠାରୁ ଅଧିକ ଶକ୍ତିଶାଳୀ ହେବ ବୋଲି କୁହାଯାଉଛି । ବିଶାଖାପାଟଣାରୁ ଠାରୁ ବର୍ତ୍ତମାନ ୪୨୦ କିମି ଦୂରରେ ରହିଛି ବାତ୍ୟା । ଆସନ୍ତା ୪ ତାରିଖ ସଂଧ୍ୟା ପରେ ବାତ୍ୟାର ଦିଗ ପରିବର୍ତ୍ତନ ହେବ । ୪ ସଂଧ୍ୟାରୁ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ମୁହାଁଇବ ।

ଅଧିକ ପଢ଼ନ୍ତୁ...

16:31 PM(2 years ago )

ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ସମେତ ୩ ରାଜ୍ୟରେ ୪୬ଟି NDRF ଟିମ୍ ମୁତୟନ, ଷ୍ଟାଣ୍ଡବାଏରେ ଅଧିକ ୧୮ଟି ଟିମ୍

Posted by:

ପୁରୀ ଜିଲ୍ଲାରେ ଉପକୂଳ ଛୁଇଁବ ବାତ୍ୟା ! IMDର ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା । ୪ ତାରିଖ ସଂଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ତେବେ ବାତ୍ୟା ପାଇଁ ଓଡ଼ିଶା ସମେତ ୩ ରାଜ୍ୟକୁ ୪୬ଟି NDRF ଟିମ୍ ପଠାଯାଇଛି । ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରରେ ସମସ୍ତ ଟିମ୍ ମୁତୟନ ଅଛନ୍ତି ।

ଅଧିକ ପଢନ୍ତୁ... 

16:31 PM(2 years ago )

ଆସିବ ବଡ଼ ଜୁଆର ! ‘ଗୁଲାବ’ ଠାରୁ ଅଧିକ ରହିବ ବାତ୍ୟା ‘ଜୱାଦ୍‌’

Posted by:

ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ। ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ରହିଛି। ନିୟମିତ ପ୍ରାୟ ୪ ମିଟର ଯାଏ ସମୁଦ୍ରରେ ଜୁଆର ଆସିଥାଏ, ଆଉ ୧ ମିଟର ବଢ଼ିବ। 

ଅଧିକ ପଢ଼ନ୍ତୁ...

16:21 PM(2 years ago )

ସୃଷ୍ଟି ହେଲା ବାତ୍ୟା ‘ଜୱାଦ୍‌’, ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ

Posted by:

ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇ ଥିବାବେଳେ ଆଜି ପୂର୍ବାହ୍ନରେ ଏହା ବାତ୍ୟାରେ ପରିଣତ ହୋଇଛି।

ଅଧିକ ପଢ଼ନ୍ତୁ... 

Load more...