• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

topper falls victim to trollers
ନିଶ ଦାଢ଼ି ପାଇଁ ଟପ୍ପରଙ୍କୁ ଟ୍ରୋଲ

ସଫଳତା ଦେଖାଗଲାନି...ହେଲେ ସାମାନ୍ୟ ଶାରିରୀକ ପରିବର୍ତ୍ତନ ପାଇଁ ଲୋକେ ତାଙ୍କୁ ଜଜ୍ କରିବାକୁ ଲାଗିଲେ । ସେ ଥିଲେ ୟୁପି ବୋର୍ଡ ପରୀକ୍ଷାର ଟପ୍ପର ହେଲେ ନିଶ ଦାଢ଼ି ଥିବାରୁ କୃତୀ ଛାତ୍ରୀଙ୍କୁ ବି ଲୋକେ ଟ୍ରୋଲ୍ କରିବାକୁ ପଛାଇଲେନି ।

WhatsApp
ଭାରତରେ ବନ୍ଦ ହେବ କି ହ୍ୱାଟସ୍ଆପ୍?

ହ୍ୱାଟସ୍ଆପ୍ ୟୁଜର୍ସ ସାବଧାନ ! ଭାରତରେ ବନ୍ଦ ହେବ ହ୍ୱାଟସ୍ଆପ୍ ! କେତେବେଳେ ବି ହ୍ୱାଟସ୍ଆପ୍କୁ ନେଇ ଆସିପାରେ ବଡ଼ ନିଷ୍ପତ୍ତି । ଆଜିକାଲି ସମସ୍ତେ ସେମାନଙ୍କ ସ୍ମାର୍ଟଫୋନ୍ରେ ହ୍ୱାଟସ୍ଆପ୍ବ୍ୟବହାର କରୁଛନ୍ତି ।

new method to make chapatis
ନୂଆ ଉପାୟ; ଫଟାଫଟ ବନାନ୍ତୁ ରୁଟି

ସ୍ମାର୍ଟ ଘରଣୀଙ୍କ ସ୍ମାର୍ଟ ରୋଷେଇ । ଫଟାଫଟ ବନାଉଛନ୍ତି ରୁଟି । ଗରମରୁ ମୁକ୍ତି ପାଇଁ ପାଞ୍ଚିଛନ୍ତି ନୂଆ ଉପାୟ । ମହିଳା ଜଣକ କିପରି ଶୀଘ୍ର ଶୀଘ୍ର ରୁଟି କରୁଛନ୍ତି ଥରେ ଦେଖିନିଅନ୍ତୁ...

Free beer and food
ଭୋଟରଙ୍କ ପାଇଁ ମାଗଣା ବିୟର !

ଭୋଟରଙ୍କ ପାଇଁ ମାଗଣା ବିୟର ! ଡିସ୍କାଉଣ୍ଟରେ ଖାଇବେ ଦୋସା ! କଫି ଫ୍ରୀକୁ ଖାଦ୍ୟ ଜିନିଷ ବି ମିଳିବ ମାଗଣା ।

beats after quitting toxic job
ଚାକିରି ଛାଡ଼ିଲେ; ଖୁସିରେ ନାଚିଲେ

ଚାକିରି ଛାଡ଼ିଲେ... ଖୁସିରେ ନାଚିଲେ... ବସକୁ ସାମ୍ନାରେ ଢ଼ୋଲ ବାଡ଼ାଇ କମ୍ପାନୀରୁ ନେଲେ ବିଦାୟ । ଦେଖନ୍ତୁ ଏ ଦୃଶ୍ୟକୁ... ଯୁବକ ଜଣକ କିପରି ଖୁସିରେ ମସଗୁଲ ଅଛନ୍ତି । ଯେମିତି ତାଙ୍କୁ କିଛି ବଡ଼ ଖୁସି ମିଳିଯାଇଛି ।

Man who lived more than 110 years lives on his own and drives daily
ବୟସ ୧୧୦; ନିଜେ କାର୍ ଚଳାନ୍ତି… ଘର ସଫା କରନ୍ତି… ରୋଷେଇ କରନ୍ତି; କହିଲେ ସୁସ୍ଥ ରହିବାର ମନ୍ତ୍ର

ସେ ୧୧୦ ବର୍ଷର ବୃଦ୍ଧ। ଏହି ବୟସରେ ସେ ଏତେ ଫିଟ୍ ଯେ ବଜାରକୁ ଯିବା ପାଇଁ ସେ ନିଜେ କାର୍ ନେଇ ଯାଆନ୍ତି। କେବଳ ଏତିକି ନୁହେଁ, ସେ ଘରେ ମଧ୍ୟ ଏକୁଟିଆ ରୁହନ୍ତି। ସମସ୍ତ କାମ ନିଜେ କରନ୍ତି। କହିଲେ ଏମିତି ଫିଟ୍ ରହିବାର ମନ୍ତ୍ର।

potato
ଆଳୁ ଦେଶୀ ନା ବିଦେଶୀ, ଜାଣନ୍ତୁ କେବେ ଭାରତରେ ଆରମ୍ଭ ହୋଇଥିଲା ଏହି ଚାଷ....

ଆଜିର ଆମ ପ୍ରଶ୍ନ ଆଉ ପ୍ରସଙ୍ଗର ମୁଖ୍ୟ ନାୟକ ଆଳୁ, ଆଉ ତା’ର ପରିଚୟ । କହିଲେ ଦେଖି ଆଳୁ ଦେଶୀ ନା ବିଦେଶୀ ।

Angry passenger
ଟ୍ରେନରେ ଭିଡ଼, ବର୍ଷିଲେ ଯୁବତୀ

ଟ୍ରେନରେ ଯିବାକୁ ବାହାରିଥିଲେ । ହେଲେ ଟିକେଟ୍ କରିଥିବା ଟ୍ରେନ୍ ବଗିରେ ଏତେ ଭିଡ଼ ଯେ, ଖୁଦଟିଏ ପଡ଼ିବାକୁ ବି ଜାଗା ନାହିଁ । ଏପରି ସ୍ଥଳେ ଯୁବତୀ ଜଣକ କେମିତି ଯିବେ ଚିନ୍ତାରେ ପଡ଼ିଗଲେ । ଆଉ ଟିକେଟ୍ ନିରୀକ୍ଷକଙ୍କ ଉପରେ ପ୍ରବଳ ବର୍ଷିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

PM Modi
ମୋଦିଙ୍କ ପାଇଁ ସାଢେ ୪ ଘଣ୍ଟା ଟଳିଲା ଯୁଦ୍ଧ

ଋଷିଆ ୟୁକ୍ରେନ ଯୁଦ୍ଧର ଘନଘଟା ଭିତରେ ସାଢେ ୪ ଘଣ୍ଟାର ବିରାମ । ନିସ୍ତବ୍ଧ ଯୁଦ୍ଧଭୂମି । ହେଲେ ଏ ଯୁଦ୍ଧ ବିରାମଙ୍କ ମୁଖ୍ୟ ନାୟକ କିଏ ଜାଣିଛନ୍ତି। ସେ ହେଉଛନ୍ତି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦର୍ଶକବନ୍ଧୁ ଏ କଥା ଆମେ କହୁନାହୁଁ, କହୁଛନ୍ତି ଆମ ଦେଶର ଖୋଦ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Anubhav Mohanty’
ତାଙ୍କ ମନ କାଳେ ବିଜେଡିରୁ ଛାଡ଼ୁନି

ରାଜ୍ୟ ରାଜନୀତିରେ ଛକାପଞ୍ଝା ଭିତରେ ଏ ଖବର ଟିକେ ମଜାଦାର । କାରଣ କାହାଣୀର ନାୟକ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ଅନୁଭବ ମହାନ୍ତି । ଯିଏ ସଦ୍ୟ ବିଜେଡି ହାତ ଛାଡ଼ି ବିଜେପିରେ ମିଶିଛନ୍ତି । ହେଲେ ଲୋକେ କହୁଛନ୍ତି ତାଙ୍କ ମନ କାଳେ ବିଜେଡିରୁ ଛାଡ଼ୁନି ।

potato
ଯଦି ସିଏ ନାହିଁ, ଏ ତିଅଣରେ ମଜା ବି ନାହିଁ

ଚପ୍ ହେଉକି ସିଙ୍ଗଡା, ଡାଲମା ହେଉ କି ସନ୍ତୁଳା । ଯଦି ସିଏ ନାହିଁ, ଏ ତିଅଣରେ ମଜା ବି ନାହିଁ। ସିଏ ଆଉ କେହି ନୁହେଁ ଆମ ସମସ୍ତଙ୍କର ପ୍ରିୟ ୱାନ ଆଣ୍ଡ ଓନଲି ଆଳୁ । ତେବେ କହିଲେ ଦେଖି ଆଳୁ ଦେଶୀ ନା ବିଦେଶୀ । ତେବେ ଜାଣନ୍ତୁ ଆଳୁର ଅସଲ କାହାଣୀ।

minors riding bike
ବୟସ ଖୁବ୍ କମ୍... ହେଲେ ବାଇକ୍ ଚଳାଉଛି ବାଳକ...ଦେଖନ୍ତୁ ଭିଡିଓ...

ବୟସ ଖୁବ୍‌ କମ୍... ହେଲେ ବାଇକ୍‌ ଚଳାଉଛି ବାଳକ । ଦେଖନ୍ତୁ ଏହି ଭିଡିଓକୁ... ଗାଡ଼ିରେ ବସିବା ପରେ ପିଲାଟିର ଗୋଡ଼ ତଳକୁ ଠିକ୍‌ ସେ ବି ଲାଗୁନି । ହେଲେ ନିଜେ ବାଇକ୍‌ ଚଳାଇବା ସହ ପଛରେ ଅନ୍ୟ ଜଣେ ବାଳକକୁ ବସାଇଛି ।

UPSC ଟପ୍ପର
ଦୁଇ ଆଙ୍ଗୁଠିରେ UPSC ଟପ୍ପର

ସାରିକା... UPSC ୨୦୨୩ରେ କୃତକାର୍ଯ୍ୟ ହୋଇଥିବା ନାଁଟିଏ । ଘର କେରଳରେ । ୯୨୨ ରାଙ୍କ ପାଇଥିବା ସାରିକାଙ୍କ ସଂଘର୍ଷ ପଛର କାହାଣୀ ଜାଣିବା ପରେ ଆପଣ ବି ତାଙ୍କୁ ସାଲ୍ୟୁଟ୍ କରିବେ । ସାରିକାଙ୍କ ଏ ସଫଳତା ପଛରେ ଦୁଃଖର କାହାଣୀଟିଏ ଯୋଡା ହୋଇଛି ।

chocolates
କେମିତି ତିଆରି ହୁଏ ଚକୋଲେଟ୍?

ଏହି ଫଟୋ ଦେଖି ଆପଣଙ୍କ ପାଟିରୁ ବି ଲାଳ ଗଡୁଛି ନାଁ.. ହଁ..ଇଏ ହେଉଛି ଚକୋଲେଟ୍ । ପିଲାଠୁ ବୁଢା ସମସ୍ତଙ୍କ ପସନ୍ଦ । ମାର୍କେଟରୁ ଆପଣ ବିଭିନ୍ନ ପ୍ରକାରର ଚକୋଲେଟ୍ କିଣି ଖାଇଥିବେ । ହେଲେ କେବେ ଭାବିଛନ୍ତି ଏହା କିପରି ତିଆରି ହୁଏ, କିଭଳି ଏହା ଭିତରର ମିଠାଜ୍ ଆପଣଙ୍କ ମନକୁ ମିଠା କରିଦିଏ।

Utkal Dibasa celebrated
ବିଦେଶ ମାଟିରେ ଶୁଭିଲା ଉତ୍କଳ ବନ୍ଦନା

ବିଦେଶ ମାଟିରେ ଶୁଭିଲା ଉତ୍କଳ ବନ୍ଦନା । ଦୁବାଇ ସହରରେ ଏକାଠି ହେଲେ ଗର୍ବିତ ଓଡ଼ିଆ । ଗର୍ବର ସହ ପାଳନ କଲେ ଉତ୍କଳ ଦିବସ । ଗତ ୧୮ ବର୍ଷ ଧରି ୟୁଏଇରେ ଥିବା ଓଡ଼ିଆ ସମାଜ ବା ଓସା ତରଫଲୁ ଏହାର ପାଳନ ହୋଇଆସୁଛି । ଯାହାର ନାଁ ଦିଆଯାଇଛି ଉତ୍ସବ ୨୦୨୪ ।

Samosa
ଜାଣିଛନ୍ତି କି ସିଙ୍ଗଡ଼ାର ଇତିହାସ

ଭାରତୀୟଙ୍କ ପ୍ରିୟ ଖାଦ୍ୟ ସିଙ୍ଗଡ଼ା । ସେ ସକାଳ ଜଳଖିଆ ହେଉ ବା ସନ୍ଧ୍ୟାର ଚା’ ଖଟି, ସବୁଠି ଲୋଡା ପଡେ ଏହି ସ୍ୱାଦିଷ୍ଟ ଖାଦ୍ୟ । ହେଲେ ଆପଣ ଜାଣିଛନ୍ତି କି ଏହା ଏକ ଭାରତୀୟ ଖାଦ୍ୟ ନୁହେଁ ବୋଲି । କ’ଣ ଆଶ୍ଚର୍ଯ୍ୟ ହୋଇଗଲେ ନାଁ । କିନ୍ତୁ କଥାଟି ସମ୍ପୁର୍ଣ୍ଣ ସତ୍ୟ । ତେବେ ଏହି ଭିଡିଓରେ ଆମେ ଆପଣଙ୍କୁ ଜଣାଇବୁ ସିଙ୍ଗଡାର ଇତିହାସ ସମ୍ପର୍କରେ ।

Attention SBI account holders
ଆସୁଛି ଫେକ୍SMS; SBI ୟୁଜର୍ସ ସାବଧାନ !

SBI ୟୁଜର୍ସ ସାବଧାନ ! ଆସୁଛି ଫେକ୍SMS । ଲିଙ୍କରେ କ୍ଲିକ୍କରିବା ମାତ୍ରେ ଆକାଉଣ୍ଟ ହୋଇଯିବ ଖାଲି ! ଗତବର୍ଷ ଡିସେମ୍ୱର ମାସରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କୁ ଫେକ୍

 news anchor faints
ଖବର ପଢ଼ୁଥିଲେ ଆଙ୍କର; ହୋଇଗଲେ ବେହୋସ୍

ଅସହ୍ୟ ହେଉଥିଲା ଗରମ । ଷ୍ଟୁଡିଓରେ ବସି ଖବର ପଢ଼ୁଥିଲେ ନ୍ୟୁଜ ଆଙ୍କର । ପାଣିପାଗ ଉପରେ ଦେଉଥିଲେ ସୂଚନା । ହେଲେ ହଠାତ୍ହୋଇଗଲେ ଅଚେତ୍। ଏ ହେଉଛନ୍ତି ଡିଡି ବାଂଲାର ନ୍ୟୁଜ୍ଆଙ୍କର ଲୋପାମୁଦ୍ରା ସିହ୍ନା । ଯାହାଙ୍କ ଅସୁସ୍ଥ ହେବାବେଳର ଫଟୋ ଏବଂ ଭିଡିଓ ଏବେ ଖୁବ୍ଭାଇରାଲ ହେବାରେ ଲାଗିଛି ।

Water Problem
ତାତି ସହ ତାଳ ଦେଉଛି ଜଳକଷ୍ଟ, ଭଙ୍ଗା ଦଦରା ନଳକୂଅ ସହ ଚୂଆ ପାଣି ଭରସା

ଦିନକୁ ଦିନ ପାରଦ ବଢ଼ିବାରେ ଲାଗିଛି, ଗରମରେ ସନ୍ତୁଳି ହେଉଛନ୍ତି ଲୋକେ । ଆଉ ତା’ସହ ବିଷମ ହେଉଛି ଜଳ କଷ୍ଟ । କେଉଁଠି ଶୋଷିଲାଙ୍କ ପାଇଁ ଭଙ୍ଗା ଦଦରା ନଳକୂଅ ସାହା ତ କେଉଁଠି ଚୂଆ ମେଣ୍ଟାଉଛି ଶୋଷ ।

defunct cold storage
‘ଶୀତଳ ଭଣ୍ଡାର ନାହିଁ ତ ନୋଟାରେ ପଡିବ ଭୋଟ’

ଭୁତ କୋଠି ପାଲଟିଲାଣି ପୁରୀ ଜିଲ୍ଲାରେ ନିର୍ମିତ ଶୀତଳ ଭଣ୍ଡାର.... ସେଠାରେ ଥିବା ଯନ୍ତ୍ରପାତି ଅଚଳ ହେବା ସହିତ ଅନେକ ସେଥିରୁ ଚୋରି ହେଇଗଲାଣି l କେଉଁଠି ଘର ର ଛାତ ନାହିଁ ତ ଆଉ କେଉଁଠି ଛାତ ଝଡି ପଡ଼ିଲାଣି, ସବୁ ଆଡେ ଏବେ ଜଙ୍ଗଲୀ ପରିବେଶ l

Blackbucks
ନା ମିଳୁଛି ପାଣି ନା ଅଛି ଛାଇ

ଡହ ଡହ ଖରାରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ହରିଣ । ଵିଲବାଡ଼ି ,ଜଳାଶୟ ସବୁ ସୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ଇତସ୍ତତ ହୋଇ ବୁଲୁଛନ୍ତି ଏହି ଜଙ୍ଗଲୀ ଜୀବ। ଏମିତିକି ବାଟବଣା ହୋଇ ଅନେକ ସମୟରେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି । ସେପଟେ ବନ ବିଭାଗ କିନ୍ତୁ କହୁଛି ପାଣି କୁଣ୍ଡର ବ୍ୟବସ୍ଥା କରାଯାଇଛି ।

shield birds and animals from sweltering
ପଶୁପକ୍ଷୀ ପ୍ରେମୀ ଚିନ୍ମୟୀ

ଦିନକୁ ଦିନ ବଢ଼ିଚାଲିଛି ଖରା ...ଆଉ ତା ସାଙ୍ଗକୁ ଭୟଙ୍କର ଗୁଳୁଗୁଳି....ପାଣି ଟୋପେ ପାଇଁ ମଣିଷଙ୍କ ଠୁ ପଶୁ ପକ୍ଷୀ ସମସ୍ତେ ଡହଳ ବିକଳ...ସେପଟେ ବିଭିନ୍ନ ଜଳାଶୟ ଶୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି ଜୀବଜନ୍ତୁ.... ଏଭଳି ସ୍ଥିତିରେ ସମାଜସେବୀ ଚିନ୍ମୟୀଙ୍କ ସେବା ସତରେ ପ୍ରଶଂସନୀୟ....

nonagenarian woman
ରଖେ ହରି ତ ମାରେ କିଏ ?

ଦୁନିଆରେ ଏବେ ବି ବଞ୍ଚି ରହିଛି ମଣିଷ ପଣିଆ ଆଉ ମାନବିକତା । ନିଜର ମଣିଷ ସିନା ପର କରିଦେଲା ହେଲେ ପର ମଣିଷଟି ନିଜ ଠୁ ବି ଆହୁରି ଅଧିକ ନିଜର କରିଛି । କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ । ଏମିତି ଏକ ସମୟ ଦେଇ ଗତି କରୁଛନ୍ତି ଭଦ୍ରକ ଚାନ୍ଦବାଲି ଏନ୍ଏ ସି ଅନ୍ତର୍ଗତ ଶଗଡିଆ ଗାଁର ୯୪ ବର୍ଷୀୟା ବୃଦ୍ଧା ଭାମା ଜେନା ।

mud house
ସୁନ୍ଦର ଡିଜାଇନର ମାଟିଘର

ମାଟିର କାନ୍ଥ, ମାଟି ବି ଚଟାଣ । ଘରର ସୁନ୍ଦର ସୁନ୍ଦର ଡିଜାଇନ୍ସବୁ ମାଟିରେ ତିଆରି । ଏ ଘରର ମାଲିକ କୌଣସି ଗରିବ ନୁହଁନ୍ତି । କି ଏହି ଘରଟି ପୁରୁଣା ସମୟର ବି ନୁହେଁ । ଜଣେ ଧନୀ ବ୍ୟକ୍ତି ଏହି ଘରକୁ କରିଛନ୍ତି । ଆଉ ଏଠାରେ ସେ ନିଜର ପତ୍ନୀ ଓ ପରିବାର ସହ ରହୁଛନ୍ତି ।

self-driving
ନାହିଁ ଡ୍ରାଇଭର; ଆପେ ଆପେ ଚାଲୁଛି ବୋଲେରୋ ଗାଡ଼ି

ଆପେ ଆପେ ଷ୍ଟାର୍ଟ ହେଉଛି ବୋଲେରୋ । ଆଉ ଧୀରେ ଧୀରେ ଆଗକୁ ବଢ଼ୁଛି । ନା ଡ୍ରାଇଭର ଅଛନ୍ତି । ନା ଗାଡ଼ିରେ କେହି ବସିଛନ୍ତି । ସବୁ କିଛି ଠିକ୍ଠାକ୍ଚାଲିଛି । ଆଉ ଧୀରେ ଧୀରେ ଗାଡ଼ିର ବେଗ ମଧ୍ୟ ବଢ଼ିବାକୁ ଲାଗୁଛି