• translate

Science Updates

bargarh
ଚାଷୀଙ୍କ ପାଇଁ ଖୁସି ଖବର ! ସଠିକ ତଥ୍ୟ ଦେଉଥିବା ପାଣିପାଗ ସୂଚନା ଯନ୍ତ୍ର ତିଆରି କଲେ ବରଗଡ଼ର ଦୁଇ ବନ୍ଧୁ

ଦୁଇବନ୍ଧୁ ଚାଷୀଙ୍କ ଦୁଃଖ ବୁଝି ନୂଆ ଯନ୍ତ୍ର ତିଆରି କରିଛନ୍ତି । ବରଗଡରେ ପ୍ରଥମ ଥର ପରସ୍ପର ଭିତରେ ଦେଖାସାକ୍ଷାତ ହୋଇଥିଲା । ଆଉ ଉଭୟଙ୍କ ପାଖରେ ଥିବା ପ୍ରଯୁକ୍ତି ଓ କୃଷି ସମ୍ପର୍କୀତ ଜ୍ଞାନକୁ ଉପଯୋଗ କରି ଚାଷୀ ତଥା ଲୋକଙ୍କ ଜୀବନଶୈଳୀ କିଭଳି ପରିବର୍ତ୍ତନ ଅଣାଯାଇ ପାରିବ ସେ ଦିଗରେ ଆଳୋଚନା କରିଥିଲେ ।

 civilian flight to orbit
ସ୍ପେଶ ଟୁରିଜିମ୍‌କୁ ନେଇ ନୂଆ ସମ୍ଭାବନା; ୩ ଦିନ ପାଇଁ ମହାକାଶ ବୁଲିବାକୁ ଗଲେ ୪ ଯାତ୍ରୀ

ମହାକାଶ ଯାତ୍ରା କରିବା ସମସ୍ତଙ୍କ ଭାଗ୍ୟରେ ଜୁଟି ନ ଥାଏ। କାରଣ କେବଳ ମହାକାଶ ଗବେଷକଙ୍କୁ ଯିବାର ସୁଯୋଗ ମିଳିଥାଏ। ଆପଣ ଯଦି ମହାକାଶରେ ବୁଲିବାର ସ୍ୱପ୍ନ  ରଖିଥାନ୍ତି ତେବେ ହତାଶ ହୁଅନ୍ତୁ ନାହିଁ। ହୁଏତ ଆପଣଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରେ। କାରଣ ପ୍ରଥମ ଥର ପାଇଁ ‘ସ୍ପେଶ ଟୁରିଜିମ୍‌’ ରେ ସାଧାରଣ ଲୋକଙ୍କୁ ମହାକାଶ ପଠାଯିବାର ଯୋଜନା ଆରମ୍ଭ ହୋଇଛି।

‘Mini Aeroplane’
ଅଟୋ ଚାଳକଙ୍କ ପୁଅ କୁନି ବୈଜ୍ଞାନିକ : ମାତ୍ର ୧୪ ବର୍ଷ ବୟସରେ ଏରୋପ୍ଲେନ୍, ମୋଟର ବୋଟ୍, ଜେସିବିର ମଡ଼େଲ୍ ତିଆରି କରୁଛନ୍ତି ଆଦିତ୍ୟ

ମହାନଦୀ ପଠା ଉପରେ ଉଡ଼ୁଛି କୁନି ଉଡ଼ାଜାହଜ । ଲଗାମ ଧରିଛି କୁନି ବୈଜ୍ଞାନିକ ଆଦିତ୍ୟ ମହାରଣା । ଅବିକଳ ଉଡାଜାହଜ ପରି ଉଡୁଥିବା ଏହି ମଡ଼େଲଟିକୁ ତିଆରି କରି ଉଡାଉଛନ୍ତି କଟକ ତୁଳସୀପୁର ମଠ ସାହିର ୧୪ ବର୍ଷିୟ ଏରୋପ୍ଲେନ ବୟ

e bike
ପେଟ୍ରୋଲର ଆକାଶଛୁଆଁ ଦର ଚିନ୍ତାରେ ଇ-ବାଇକ ନିର୍ମାଣ କଲେ ବ୍ରହ୍ମପୁରର ଜଣେ ପିଜି ଛାତ୍ର

ଏବେ ତେଲ ଦର ଯେତେ ବଢିଲେ ବି ଚିନ୍ତା ନାହିଁ । ପେଟ୍ରୋଲରେ ନୁହେଁ ବ୍ୟାଟେରୀରେ ଚାଲୁଛି ପଲସର୍ ବାଇକ ।୧୫ବର୍ଷ ପୁରୁଣା ଏହି ପଲସର୍କୁ ଇ ବାଇକରେ ପରିଣତ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ରାମଚନ୍ଦ୍ରପୁରର ଅକ୍ଷୟ ଦାସ ।

NASA
୪୫ ମିନିଟ୍ ଧରି ନାସାର ନିୟନ୍ତ୍ରଣ ବାହାରେ ରହିଲା ଆଇଏସ୍ଏସ୍

ଆମେରିକାର ସ୍ପେସ୍ ଏଜେନ୍ସି ନାସା ଦାବି କରିଛି ଯେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍, ଅର୍ଥାତ୍ ମହାକାଶରେ ଥିବା ମହାକାଶଚାରୀଙ୍କ ଘର ବା ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ଗୁରୁବାର (ଜୁଲାଇ ୨୯) ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ସେମାନଙ୍କ ନିୟନ୍ତ୍ରଣ ବାହାରେ ରହିଥିଲା। ଋଷର ମଡ୍ୟୁଲ୍ ବ୍ୟାକ୍‌ଫାୟାର୍ କରିଦେଲା। ତେବେ ନାସାର କଣ୍ଟ୍ରୋଲ୍‌ ରୁମ୍‌ରେ ଉପସ୍ଥିତ ଥିବା ଟିମ୍ କଣ୍ଟ୍ରୋଲ୍ ଥ୍ରଷ୍ଟର ସାହାଯ୍ୟରେ ସ୍ପେସ୍ ଷ୍ଟେସନ୍‌କୁ ନିଜ କକ୍ଷପଥକୁ ଆଣିଦେବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି।

Jupiter
ବୃହସ୍ପତିରେ ମିଳିଲା ପାଣିର ବାଷ୍ପ

ପୃଥିବୀ ବାହାରେ ଜୀବନ ଖୋଜୁଥିବା ଆମ ବୈଜ୍ଞାନିମାନଙ୍କର କିଛି ଗ୍ରହର ଚନ୍ଦ୍ରରୁ ଅନେକ ଆଶା ରହିଛି। ଏଥି ମଧ୍ୟରେ ବୃହସ୍ପତିର ଚନ୍ଦ୍ର ଗେନିମିଡ୍‌ ମଧ୍ୟ ରହିଛି। ଏମିତିରେ ତ ଗେନିମିଡ୍‌ରେ ଜମାଟ ବରଫ ପୂର୍ବରୁ ଖୋଜ୍ ହୋଇସାରିଛି। ତେବେ ପ୍ରଥମ ଥର ପାଇଁ ଆମର ବୈଜ୍ଞାନିକମାନେ ଗେନିମିଡ୍‌ ଉପରେ ଜଳୀୟ ବାଷ୍ପର ପ୍ରମାଣ ପାଇଛନ୍ତି।

Mars
ନାସାର ଇନସାଇଟ୍‌ ମିଶନ କଲା ମଙ୍ଗଳର ଆଭ୍ୟନ୍ତରୀଣ ଗଠନର ଖୁଲାସା

ଆନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଦଳ ନାସାର ଇନ୍‌ସାଇଟ୍ ମିଶନର ସେସମୋମିଟର ଦ୍ୱାରା ଚିହ୍ନଟ ହୋଇଥିବା ମଙ୍ଗଳର ଭୂକମ୍ପକୁ ଅଧ୍ୟୟନ କରି ଏହି ଗ୍ରହର ଆଭ୍ୟନ୍ତରୀଣ ଗଠନ ବିଷୟରେ ବିସ୍ତୃତ ଭାବରେ ଅନୁସନ୍ଧାନ କରିଛି। ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ରେଡ୍‌ ପ୍ଲାନେଟ୍‌ର ମୂଳର ଆକାର ଏବଂ ରଚନା, ଏହାର ଭୂତଳ ଏବଂ ମେଣ୍ଟାଲ ବିଷୟରେ ସୂଚନା ବାହାର କରିଛନ୍ତି।

Asteroid
ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିରାଟ ଉଲକା ପିଣ୍ଡ

ପୃଥିବୀ ଆଡ଼କୁ ମାଡିଆସୁଛି ବିପଦ। ଏହି ମାନବ ଗ୍ରହ ପ୍ରତି ରହିଛି ଭୟ। ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ। ଏହାର ଆକାର ଗୋଟିଏ ଷ୍ଟାଡିୟମ ଭଳି ହେବ ବୋଲି ଅନୁମାନ କରାଯାଇଛି। ଏହା ଶୁଣି ଆପଣ ଜାଣିପାରୁଥିବେ ଏହାର ଆକାର କେତେ ବିରାଟ ହୋଇଥିବ।

Space Tour
ମହାକାଶ ଯାତ୍ରା ଜଳବାୟୁ ପରିବର୍ତ୍ତନରେ ଦାୟୀ ନୁହେଁ କି?

ଦୁନିଆର ଅନେକ ଲୋକ ମହାକାଶକୁ ଯାତ୍ରା କରିବାକୁ ଚାହାଁନ୍ତି। କିନ୍ତୁ ଅନେକ ଲୋକ ଏହାକୁ ବିରୋଧ କରୁଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱର ଜଳବାୟୁକୁ ରକ୍ଷା କରିବା ପାଇଁ କରାଯାଉଥିବା ପ୍ରୟାସ କ୍ଷତିକାରକ ବୋଲି ସେମାନେ ବିଶ୍ୱାସ କରନ୍ତି।

Supernova
ଜାଣନ୍ତୁ, ଦୁଇ ତାରାର ବାଇନାରୀ ସିଷ୍ଟମରେ କିପରି ଆବିଷ୍କୃତ ହୁଏ ସୁପରନୋଭା

ବୈଜ୍ଞାନିକମାନେ ଦୁଇଟି ତାରାର ବାଇନାରୀ ସିଷ୍ଟମ ଆବିଷ୍କାର କରିଛନ୍ତି ଯାହା ସୁପରନୋଭା ତିଆରି କରିବାକୁ ଯାଉଛି। ଉଭୟ ତାରା ପରସ୍ପରଠାରୁ ୧୫୦୦ ଆଲୋକ ବର୍ଷ ଦୂରରେ ରହି ପରସ୍ପରକୁ ଘୂରି ବୁଲୁଛନ୍ତି।

NASA
ନାସାକୁ ଜଣାପଡିଲା, କାହିଁକି ବନ୍ଦ ହେଲା ହବଲ୍ ଟେଲିସ୍କୋପ୍

ବିଗତ ଅନେକ ବର୍ଷ ଧରି, ହବଲ୍ ବ୍ରହ୍ମାଣ୍ଡର ଅନେକ ଚମତ୍କାର ଏବଂ ସୁନ୍ଦର ଫଟୋ ଦେଇଛନ୍ତି। କିନ୍ତୁ ଜୁନ୍ ୧୩ ରେ, ଏହି ଟେଲିସ୍କୋପ୍ ସହିତ ଏକ ସମସ୍ୟା ହୋଇଥିଲା। ବର୍ତ୍ତମାନ ନାସା କମ୍ପ୍ୟୁଟର ତ୍ରୁଟି ବିଷୟରେ ଜାଣିବାକୁ ପାଇଛି ଯେଉଁଥିପାଇଁ ହଲବ ଟେଲିସ୍କୋପ ବନ୍ଦ ହୋଇଯାଇଥିଲା।

spaceship
ବ୍ୟବସାୟିକ ସ୍ପେସ୍ ଟୁର୍ ମିଶନ୍ ସଫଳତା ସହିତ ସମାପ୍ତ

ଭର୍ଜିନ୍ ଏୟାରଲାଇନ୍ସର ମାଲିକ ରିଚାର୍ଡ ବ୍ରେନ୍‌ସନ୍‌ଙ୍କ କମ୍ପାନୀ ପ୍ରଥମ ଏଭଳି କମ୍ପାନୀ ହୋଇପାରିଛି ଯାହାର ସ୍ପେସଶିପ୍ ତାଙ୍କ ସହିତ ମହାକାଶର ପ୍ରଥମ ବ୍ୟବସାୟିକ ଉଡ଼ାଣ କରିଛି। ଏହା ପରେ ମହାକାଶ ପର୍ଯ୍ୟଟନର ଏକ ନୂତନ ଯୁଗ ଆସିବା ନିଶ୍ଚିତ ହୋଇଯାଇଛି।

human-brain-circuit
କିଏ ମାନବ ମସ୍ତିଷ୍କର ଧାର୍ମିକ-ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଦାୟୀ?

ନିକଟରେ ହୋଇଥିବା ଏକ ଅଧ୍ୟୟନରେ ମସ୍ତିଷ୍କର ଏପରି ଏକ ସ୍ୱତନ୍ତ୍ର ସର୍କିଟ ଚିହ୍ନଟ ହୋଇଛି ଯାହା ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଦାୟୀ ଅଟେ।

  • Monday, 12 July 2021
  • Brain
Untitled-1
ଲୋହିତ ଗ୍ରହର ରହସ୍ୟ ; ମଙ୍ଗଳରେ ହ୍ରଦ!

ଲୋହିତ ଗ୍ରହ ମଙ୍ଗଳରେ ଆମର ବୈଜ୍ଞାନିକମାନେ କେବଳ ଜୀବନ ଖୋଜୁ ନାହାଁନ୍ତି, ସେମାନେ ମଧ୍ୟ ସମ୍ଭାବ୍ୟ ଅନୁସନ୍ଧାନ କରୁଛନ୍ତି ଯାହା ଜୀବନକୁ ସୁସଙ୍ଗତ କରିପାରିବ। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରକ ହେଉଛି ମଙ୍ଗଳରେ ଜଳର ଉପସ୍ଥିତି। ଏପର୍ଯ୍ୟନ୍ତ ଅନୁସନ୍ଧାନ କରାଯାଇଛି ଯେ…

ଏବେ ବ୍ରହ୍ମାଣ୍ଡର ରହସ୍ୟ ପଦାକୁ ଆସିବ

ବ୍ରହ୍ମାଣ୍ଡର ସବୁଠୁ ଉଜ୍ଜ୍ୱଳ ପିଣ୍ଡ କ୍ୱିଜାର ଆମ ବୈଜ୍ଞାନିକମାନଙ୍କ ପାଇଁ ବହୁତ କୌତୁହଳର ବିଷୟ। ସାଧାରଣତ ଗାଲାକ୍ସିର ମଧ୍ୟଭାଗରେ ଦେଖାଯଉଥିବା ଏହି ପିଣ୍ଡଗୁଡ଼ିକ ବ୍ଲାକହୋଲରୁ ଶକ୍ତି ପାଇଥାଏ। ସେମାନଙ୍କର ଓଜନ ଆମ ସୂର୍ଯ୍ୟଙ୍କ ଓଜନଠାରୁ ଏକ ବିଲିୟନ ଗୁଣ ପର୍ଯ୍ୟନ୍ତ ହୋଇଥାଏ।…

Untitled-1
ବ୍ଲାକ୍ ହୋଲ୍‌ରେ ଝଡ : ଘଣ୍ଟା ପ୍ରତି ୧୧ଲକ୍ଷ ମାଇଲ

ନୂଆଦିଲ୍ଲୀ : ପୃଥିବୀଠାରୁ ୧୩.୧ ବିଲିୟନ ଆଲୋକବର୍ଷ ଦୂରରେ ଥିବା ବ୍ଲାକ୍ ହୋଲ୍‌ରେ ଏକ ଝଡ ଉଠୁଥିବା ଦେଖାଯାଉଛି। ଏଥିରୁ ବାହାରୁଥିବା ପବନ ଘଣ୍ଟା ପ୍ରତି ୧୧ଲକ୍ଷ ମାଇଲ ବେଗରେ ପ୍ରବାହିତ ହେଉଛି। ସ୍ପେସ୍ ନ୍ୟୁଜ୍ ସମ୍ବାଦ ଅନୁଯାୟୀ ଚିଲିରେ ଥିବା…

1
ଏବେ ବି ସକ୍ରିୟ ଅଛି ଶୁକ୍ର ଗ୍ରହ

ପୃଥିବୀର ପଡୋଶୀ ଗ୍ରହ ଶୁକ୍ରର ଭୂପୃଷ୍ଠ ଏବଂ ଏହାର ସଂରଚନାର ଅନୁସନ୍ଧାନ ପାଇଁ ତିନୋଟି ମିଶନ ଘୋଷଣା ହୋଇଥିଲା। ଏହାର ମାତ୍ର ଗୋଟିଏ ମାସ ପରେ, ନୂତନ ଅନୁସନ୍ଧାନ ସୂଚାଇ ଦେଇଛି ଯେ ଗ୍ରହଟି ଭୌଗୋଳିକ ସ୍ତରରେ ସକ୍ରିୟ ଅଛି। ଭୂପୃଷ୍ଠ…

Untitled-1
ୱାର୍ମହୋଲ ମାଧ୍ୟମରେ ଅନ୍ତରୀକ୍ଷର ଲମ୍ବା ଯାତ୍ରା ସଫଳ ହେବ!

ବିଜ୍ଞାନ କଳ୍ପନା ଭିତ୍ତିକ ଚଳଚ୍ଚିତ୍ରରେ ଆପଣ ନିଶ୍ଚିତ ଭାବରେ ଏପରି ଦୃଶ୍ୟ ଦେଖିଥିବେ ଯେଉଁଥିରେ ଏକ ବଲ୍ ଚଳାଇବା ପରେ ଲୋକମାନେ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିଯାଆନ୍ତି। ଅନେକ ଲୋକ, ଏପରିକି ଅନେକ ବୈଜ୍ଞାନିକ ଅନୁଭବ କରନ୍ତି ଯେ ସମୟ ଏବଂ ଏହା ମାଧ୍ୟମରେ ଦୂର ଦୂରାନ୍ତର ଯାତ୍ରା କରିବା ଅସମ୍ଭବ ନୁହେଁ। କାହାଣୀଗୁଡିକରେ ଏପରି ଏକ ୱାର୍ମହୋଲ ବିଷୟରେ ମଧ୍ୟ ଉଲ୍ଲେଖ ଅଛି, ଯାହା ବ୍ରହ୍ମାଣ୍ଡରେ ଲମ୍ବା ଦୂରତାର ଯାତ୍ରାକୁ ସହଜରେ ସମାପ୍ତ […]

7
ତେଜସରେ ଲାଗିଥିବା ଏହି ଦୁଇ କ୍ଷେପଣାସ୍ତ୍ର ଶତ୍ରୁମାନଙ୍କ କାଳ ହେବ

ପାନାଜୀ: ଭାରତରେ ନିର୍ମିତ ଏକ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସରେ ଆଉ ଏକ ମାରାତ୍ମକ ଅସ୍ତ୍ର ଯୋଗ କରାଯାଇଛି। ଏହି ଅସ୍ତ୍ର ୨୭ ଏପ୍ରିଲ ୨୦୨୧ରେ ସଫଳତାର ସହିତ ପରୀକ୍ଷଣ କରାଯାଇଥିଲା। ତେଜସ୍ ଯୁଦ୍ଧ ବିମାନରେ ପଞ୍ଚମ ପିଢିର ପାଇଥନ୍ -୫ କ୍ଷେପଣାସ୍ତ୍ର ଲଗାଯାଇଛି। ଏହି କ୍ଷେପଣାସ୍ତ୍ର ଶତ୍ରୁ ପକ୍ଷ ବିମାନ, ହେଲିକପ୍ଟର ଏବଂ ଡ୍ରୋନ୍କୁ ଆଖି ପିଛୁଳାକା ମାଟିରେ ମିଶେଇଦେବ। ଏହି ପରୀକ୍ଷଣ ପରେ ତେଜସରେ ପରବର୍ତ୍ତୀ ଡର୍ବି ବିଏଣ୍ଡ ଭିଜୁଆଲ୍ ରେଞ୍ଜ (BVR-AAM) […]

Untitled-1
ନାସା ରଚିଲା ଇତିହାସ : ପ୍ରଥମ ଥର ଅନ୍ୟଗ୍ରହରେ ଉଡିଲା ହେଲିକପ୍ଟର

ହଷ୍ଟନ: ଆମେରିକା ଅନ୍ତରୀକ୍ଷ ଏଜେନ୍ସୀ(ନାସା) ଇତିହାସ ରଚିଛି। ଏପ୍ରିଲ ୧୯ ସୋମବାର ଅପରାହ୍ଣ ପ୍ରାୟ ୪ଟାରେ ଅନ୍ୟ ଗ୍ରହରରେ ପ୍ରଥମ ଥର ପାଇଁ ହେଲିକପ୍ଟର ଉଡାଇଛି। ଏହାର ନାମ ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର ରହିଛି। ପୂର୍ବରୁ ଏହି ଉଡାଣ ନେଇ ଏପ୍ରିଲ୍ ୧୧କୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇ ଏପ୍ରିଲ ୧୪ ସ୍ଥିର ହୋଇଥିଲା। ଉଡାଣ ସମୟରେ ଏହାର ଟାଇମର ଠିକରେ କାମ କରୁ ନ ଥିବା ନାସା କହିବାରୁ ଉଡାଣକୁ ବନ୍ଦ […]

c
ମାଙ୍କଡ ଓ ମଣିଷର କୋଶିକା ମିଶ୍ରଣରେ ନୂଆ ଜୀବ

ନ୍ୟୁୟୋର୍କ: ପ୍ରଥମମ ଥର ପାଇଁ ବୈଜ୍ଞାନିକମାନେ ମଣିଷ ଓ ମାଙ୍କଡ଼ଙ୍କ କୋଶିକାକୁ ମିଶେଇ ଏକ ଭ୍ରୁଣ ପ୍ରସ୍ତୁତ କରିଛନ୍ତି। ଚୀନ ଓ ଆମେରିକାର ବୈଜ୍ଞାନିକମାନେ ମିଶି ଏହି ଅଦ୍ଭୁତ ଆବିଷ୍କାର କରିବାରେ ସଫଳ ହୋଇଛନ୍ତି। ଏହି ପ୍ରୟୋଗ ପଛରେ କାରଣ ରହିଛି ଯେ ଭବିଷ୍ୟତରେ ମଣିଷ ଓ ମାଙ୍କଡ଼ ପାଇଁ ନୂଆ ଅଙ୍ଗର ବିକଶିତ କରିବା, ଯାହା ଫଳରେ ଅଙ୍ଗ ପ୍ରତ୍ୟାରୋପଣ ସମୟରେ କେହି ବି ଯେପରି ଅସୁବିଧାର ସମ୍ମୁଖିନ ହେବେନି। ଏପରିକି ୯୫ ବର୍ଷ ପୂର୍ବରୁ […]

5
୨୦୧୬-୧୭ରେ ବ୍ୟାପୀଥିଲା କରୋନା ଭାଇରସ୍!

ବୁହାନ: କରୋନା ଭାଇରସ୍‌ ଯୋଗୁଁ ଏବେ ସାରା ବିଶ୍ୱ ଭୟଙ୍କର ପରିସ୍ଥିତି ଦେଇ ଗତିକରୁଛି। ସେ ଛୋଟ ଦେଶ ହେଉ ବା ବଡ଼ ଦେଶ ସମସ୍ତେ ଏହି ମହାମାରୀର କବଳରେ। ବର୍ତ୍ତମାନ କେଉଁଠି ଏହାର ଦ୍ୱିତୀୟ ଲହର ଚାଲିଛି ତ ପୁଣି କେଉଁଠି ତୃତୀୟ ଲହର ଚାଲିଛି। ତେବେ ଏହି ଭାଇରସ ୨୦୧୯ରେ ଆସିଥିବା କୁହାଯାଉଥିବାରୁ ଏହାକୁ କୋଭିଡ୍-୧୯ ମଧ୍ୟ କୁହାଯାଉଛି। କିନ୍ତୁ ବାସ୍ତବ କଥା ଭିନ୍ନ। ଏହି ଭାଇରସ ୨୦୧୯ରେ ନୁହେଁ ବରଂ ଏହା ପୂର୍ବରୁ […]

h
ଜ୍ୱାଳାମୁଖୀ ପାଲଟିଛି ପର୍ଯ୍ୟଟନ ସ୍ଥଳୀ : ଜମୁଛି ଭିଡ଼

ଆ‍ଇସଲାଣ୍ଡର ଗେଲ୍ଡିଙ୍ଗା ଘାଟିରେ ମାର୍ଚ୍ଚ ୨୦ରେ ହୋଇଥିବା ଜ୍ୱାଳାମୁଖୀ ପରେ ବର୍ତ୍ତମାନ ଏହି ସ୍ଥାନ ପର୍ଯ୍ୟଟକମାନଙ୍କ ପାଇଁ ନୂଆ ଲକ୍ଷସ୍ଥଳ ହୋଇଯାଇଛି। ଏହି ଜ୍ୱାଳାମୁଖୀରେ ଲଗାତର ବିସ୍ଫୋଟକ ହେବାରେ ଲାଗିଛି। ଏଠାରୁ ଲକ୍ଷାଧିକ ଟନର ଲାଭା ପ୍ରତିଦିନ ବାହାରୁଛି। ଖାଲି ସେତିକି ନୁହେଁ, କିଛିଦିନ ପୂର୍ବରୁ ଏହି ଜ୍ୱାଳାମୁଖୀରୁ ଅନ୍ୟ ଏକ ଫାଟ ସୃଷ୍ଟିହୋଇ ଲାଭା ବାହାରିବା ଦେଖାଦେଇଛି। ଏହି ଭୟାନକ ସ୍ଥାନକୁ ପ୍ରତିଦିନ ହଜାର ହଜାର ଲୋକ ଆସୁଛନ୍ତି। ଏଠାରେ ଖେଳୁଛନ୍ତି। ଗରମ ଲାଭାରେ ରୋଷେଇ […]

Untitled-1
ଲୋହିତ ଗ୍ରହରେ ନୀଳ ରଙ୍ଗର କୁଦ!

ମଙ୍ଗଳ ଗ୍ରହରେ ଜୀବନର ଅନୁସନ୍ଧାନ ଏବଂ ଏହାର ଅନୁକୂଳ ବାତାବରଣ ତିଆରି କରିବା ନେଇ ଅନୁସନ୍ଧାନ ଚାଲିଛି। ଅନ୍ତରୀକ୍ଷ ଏଜେନ୍ସି ନାସା ଲଗାତରଭାବେ ଏହି କାମରେ ଲାଗି ରହିଛି। ମଣିଷ ଏଠାରେ ରହିବା ନେଇ ସ୍ୱପ୍ନ ଦେଖୁଥିବା ବେଳେ କିଛି ଅଦ୍ଭୁତ ଜିନିଷ ଦେଖିବାକୁ ପାଇଛି। ଲୋହିତ ଗ୍ରହ ନାମରେ ଜଣାଶୁଣା ମଙ୍ଗଳରେ ଏବେ ନୀଳ ରଙ୍ଗର ବାଲି ପାହାଡ ଥିବା ନଜରକୁ ଆସିଛି। ନାସା ଏହାର ଫଟୋ ଜାରି କରିବା ସହ ଲେଖିଛି ଯେ ବ୍ଲୁ […]

yuri-gagari
ଗାଗରିନଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ

ଆଜିକୁ ଠିକ ୬୦ ବର୍ଷ ତଳେ ଏପ୍ରିଲ ୧୨ରେ ସୋଭିଏତ ସଂଘର ୟୁରୀ ଗାଗରିନ ଅନ୍ତରୀକ୍ଷରେ ପହଞ୍ଚିଥିବା ପ୍ରଥମ ବ୍ୟକ୍ତି ଥିଲେ। ଯେତେବେଳେ ଗାଗରିନ ସୋଭିୟତ ଅନ୍ତରୀକ୍ଷ ଯାନ ଓସ୍ତାକରୁ ଓହ୍ଲାଇଲେ କାହାରିକୁ ବି ଜଣା ନ ଥିଲା ସେଠାରେ କ’ଣ ହେବାକୁ ଯାଉଛି। ସେ ସେଠାରୁ ଜୀବିତ ଆସିବେ କି ନାହିଁ? କିନ୍ତୁ ଏହା ଭୁଲ ପ୍ରମାଣିତ ହେଲା। ସେ ସେଠାରେ ଯାହକଲେ ତାହା ଇତିହାସ ହୋଇ ରହିଗଲା। ସେ କେବଳ ନିଜ ଦେଶ ନୁହେଁ […]