• translate

Technology Updates

gmail went down
ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ପରେ ବନ୍ଦ ହେଲା Gmail ସେବା ।

ଗୁଗୁଲ ସେବା ପ୍ରଭାବିତ । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ପରେ ବନ୍ଦ ହେଲା Gmail ସେବା । ଲଗ୍ ଇନ୍ ସମୟରେ ସମସ୍ୟା ଦେଖାଦେଇଛି । ବର୍ତ୍ତମାନ ସମୟରେ ଭାରତରେ ଜିମେଲ୍ ସେବା କାମ କରୁନାହିଁ । ଭାରତର ଅନେକ ସ୍ଥାନରେ ଲୋକମାନେ ଗୁଗୁଲର ଏହି ମାଗଣା ଇମେଲ ସେବାର ଆକ୍ସେସ୍ କରିବାକୁ ସକ୍ଷମ ନୁହଁନ୍ତି ।

gamil
Facebook, Insta,WhatsApp ପରେ ଡାଉନ୍ ହେଲା Gmail

ଗୁଗୁଲ ସେବା ପ୍ରଭାବିତ । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ପରେ ବନ୍ଦ ହେଲା Gmail ସେବା । ଲଗ୍ ଇନ୍ ସମୟରେ ସମସ୍ୟା ଦେଖାଦେଇଛି । ବର୍ତ୍ତମାନ ସମୟରେ ଭାରତରେ ଜିମେଲ୍ ସେବା କାମ କରୁନାହିଁ । ଭାରତର ଅନେକ ସ୍ଥାନରେ ଲୋକମାନେ ଗୁଗୁଲର ଏହି ମାଗଣା ଇମେଲ ସେବାର ଆକ୍ସେସ୍ କରିବାକୁ ସକ୍ଷମ ନୁହଁନ୍ତି

ganja
ଶରୀର ପାଇଁ କ୍ଷତିକାରକ ନିଶାଦ୍ରବ୍ୟ ? ସୂଚେଇ ଦେବ ସ୍ମାର୍ଟଫୋନ୍‌ର ସ୍ୱତନ୍ତ୍ର ସେନସର୍ !

ସ୍ମାର୍ଟଫୋନ ସେନସର ତଥ୍ୟକୁ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ନିଶା ଅଭ୍ୟାସ ସମ୍ପର୍କରେ ମୂଲ୍ୟାଙ୍କନ କରାଯାଇଥିଲା, ଯାହା ୯୦ ପ୍ରତିଶତ ଠିକ୍ ବୋଲି ଜଣାପଡ଼ିଛି । କୌଣସି ବି ବ୍ୟକ୍ତିଙ୍କ ଫୋନରେ ସେନ୍ସର ବ୍ୟବହାର କରି ସେ କେତେବେଳେ ନିଶା ଖାଇବା ପାଇଁ ଚାହୁଁଛନ୍ତି, ସେ ସମ୍ପର୍କରେ ମଧ୍ୟ ଜାଣିହେବ ।

whatsapp message
ହ୍ୱାଟସଆପ୍ ୟୁଜରଙ୍କୁ ୪୪୦ ଭୋଲ୍ଟ ଝଟକା : ଲୁଚି ଲୁଚି ଆପଣଙ୍କ ପ୍ରାଇଭେଟ୍ ମେସେଜ ପଢ଼ୁଛି ଫେସବୁକ୍ !

ହ୍ୱାଟସଆପରେ ଆପଣଙ୍କର ବ୍ୟକ୍ତିଗତ ମେସେଜ ଓ ଭିଡିଓ ସୁରକ୍ଷିତ କି ? ବାରମ୍ବାର ୟୁଜରଙ୍କ ମନରେ ଏହି ପ୍ରଶ୍ନ ଉଠେ । ତେବେ ଏନେଇ କମ୍ପାନୀ ଅନେକ ଥର ନିଜର ସ୍ପଷ୍ଟୀକରଣ ରଖିଛି । କମ୍ପାନୀ ନିଜେ ଚାହିଁଲେ ବି ୟୁଜରଙ୍କ ବ୍ୟକ୍ତିଗତ ମେସେଜ ପଢ଼ିପାରିବ ନାହିଁ ବୋଲି ଅନେକ ଥର କୁହାଯାଇଛି । କିନ୍ତୁ ନୂତନ ରିପୋର୍ଟ ଏପରି ଦାବିକୁ ଖଣ୍ଡନ କରୁଛି ।