ଏ ବର୍ଷା ତୁ କଣ କଲୁ ? ଉଜାଡ଼ିଲା, ଭସାଇଲା ଓ ବର୍ବାଦ କଲା । ବାତ୍ୟା ସିନା ଆସିଲାନି କିନ୍ତୁ ସବୁ ଛାରଖାର କରିଦେଲା ।
Published: Satyendu Shekher Mishra
Last updated: 05 December 2021, 10:00 PM IST
ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ଜଳୁଛି ଓଡ଼ିଶା । ଖରା ଆରମ୍ଭରୁ ହିଁ ଅସ୍ତବ୍ୟସ୍ତ କରୁଛି ଗରମ ଏବଂ ଗୁଳୁଗୁଳି । ସେପଟେ ପାଣିପାଗ ବିଭାଗ କହୁଛି, ୨୦୧୬ ମସିହା ପରେ ଚଳିତବର୍ଷ ଏପ୍ରିଲ ମାସରେ ଲଗାତାର ସର୍ବାଧିକ ୧୬ ଦିନ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି ।