ପୁରୀ: ତାଙ୍କୁ ଲାଗିଲା ଯେମିତି ଠାକୁର ଡାକୁଛନ୍ତି। ସେ ଠିକ୍ କଲେ, ଚାଲି ଚାଲି ପୁରୀ ଯିବେ। ଜୁଲାଇ ୧ ତାରିଖ ସମ୍ବଲପୁରରୁ ଯାତ୍ରା ଆରମ୍ଭ କଲେ, ଆଜି ଆସି ପହଞ୍ଚିଛନ୍ତି କାଳିଆର ସିଂହ ଦୁଆରେ। ପାଦ ଫୁଲି ଯାଇଛି। ଚାଲି ପାରୁନାହାନ୍ତି। ହେଲେ ସେ କୁହନ୍ତି, ମୁଁ ତ ଅଧ କିଲୋମିଟର ବି ଚାଲି ପାରିବିନି। ସେଇ କାଳିଆ ଆଣିଲା...କେମିତି ଆଣିଲା ମୁଁ ଜାଣିନି...
Published: Minati Mishra
Last updated: 09 July 2021, 02:58 PM IST
ସନାତନ ଧର୍ମରେ ଅନେକ କିଛି ପରମ୍ପରା ରହିଛି। ସେ ବିବାହ ହେଉ କି ଜନ୍ମ ବା ମୃତ୍ୟୁକୁ ନେଇ ଅନେକ ସାମାଜିକ ବ୍ୟବସ୍ଥା କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ଏଠାରେ କିନ୍ତୁ ପ୍ରଶ୍ନ ଉଠେ ଯେ ଆଜିର ଏହି ଆଧୁନିକ ଯୁଗରେ ଏ ସବୁର ବା ଆବଶ୍ୟକତା କ’ଣ? ଆଜିର ସମୟରେ ଆମେ ଏହାକୁ କାହିଁକି ପାଳନ କରିବା?