ଶାଶୂ ଘର ଖୋଲିଲେ ନାହିଁ ଦୁଆର, ପାହାଚ ଉପରେ ବସିଲେ ବୋହୂ । ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜିଲେ । ଦେଖନ୍ତୁ କେମିତି ଗୁରୁବାର ବ୍ରଦ ପାଳନ କରୁଛନ୍ତି ତପସ୍ୱିନୀ ।
Published: Satyendu Shekher Mishra
Last updated: 25 November 2021, 07:55 PM IST
ଟ୍ରେନରେ ଯିବାକୁ ବାହାରିଥିଲେ । ହେଲେ ଟିକେଟ୍ କରିଥିବା ଟ୍ରେନ୍ ବଗିରେ ଏତେ ଭିଡ଼ ଯେ, ଖୁଦଟିଏ ପଡ଼ିବାକୁ ବି ଜାଗା ନାହିଁ । ଏପରି ସ୍ଥଳେ ଯୁବତୀ ଜଣକ କେମିତି ଯିବେ ଚିନ୍ତାରେ ପଡ଼ିଗଲେ । ଆଉ ଟିକେଟ୍ ନିରୀକ୍ଷକଙ୍କ ଉପରେ ପ୍ରବଳ ବର୍ଷିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।