ମାଓ ଦମନ ନେଇ ଛତିଶଗଡ଼ ପୋଲିସର ନୂଆ ଷ୍ଟ୍ରାଟେଜି। ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ସହ ଲଢିବେ ବସ୍ତର ଟାଇଗର ଫୋର୍ସ। ୟେ ଯେଉଁ ଦୃଶ୍ୟ ଦେଖୁଛନ୍ତି ଏ ହେଉଛି ଛତିଶଗଡ ଦନ୍ତେଓ୍ବାଡା ଜିଲ୍ଲା ପୁଲିସ କ୍ୟାମ୍ପର। ଦେଖନ୍ତୁ ଝଲକ୍
Published: Satyendu Shekher Mishra
Last updated: 16 October 2021, 10:18 PM IST
ଟ୍ରେନରେ ଯିବାକୁ ବାହାରିଥିଲେ । ହେଲେ ଟିକେଟ୍ କରିଥିବା ଟ୍ରେନ୍ ବଗିରେ ଏତେ ଭିଡ଼ ଯେ, ଖୁଦଟିଏ ପଡ଼ିବାକୁ ବି ଜାଗା ନାହିଁ । ଏପରି ସ୍ଥଳେ ଯୁବତୀ ଜଣକ କେମିତି ଯିବେ ଚିନ୍ତାରେ ପଡ଼ିଗଲେ । ଆଉ ଟିକେଟ୍ ନିରୀକ୍ଷକଙ୍କ ଉପରେ ପ୍ରବଳ ବର୍ଷିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।