କଟକରେ ଏକ ବିରଳ ପକ୍ଷୀ ଉଦ୍ଧାର କରାଯାଇଛି । ପକ୍ଷୀଟିର ମୁହଁ ଗରୁଡ଼ ସଦୃଶ ରହିଛି । ପକ୍ଷୀଟି ସ୍ଥାନୀୟ ଏକ ଦୋକାନରୁ ଉଦ୍ଧାର କରାଯାଇଛି । ଏହା ଏକ ଗରୁଡ଼ ପକ୍ଷୀ ବୋଲି ଅନୁମାନ କରୁଛନ୍ତି ସ୍ଥାନୀୟଲୋକେ ।
Published: Sarbeswar
Last updated: 15 July 2021, 01:09 PM IST
ଆଜି ସଂଗଠିତ ହେବ ଚଳିତ ବର୍ଷର ବିରଳ ପୂର୍ଣ୍ଣ ସୂର୍ଯ୍ୟୋପରାଗ । ଆମେରିକା, କାନାଡା, ମେକ୍ସିକୋର କେତେକ ଅଞ୍ଚଳରେ ଏହା ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ । ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ ।