କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆଉ ୧୩୮ ପିଲା। ୪ ଦିନରେ ୪୭୬ ଆକ୍ରାନ୍ତ ହେବା ବଢ଼ାଇଛି ଚିନ୍ତା ।
Published By: Satyendu Shekher Mishra
Last updated: 18 August 2021, 09:38 PM IST
ରାଜ୍ୟରେ କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN.1 ଚିହ୍ନଟ । ୨ ଜଣ ରୋଗୀଙ୍କ ଠାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।