ଏମିତି ହେଲେ ସ୍କୁଲରେ ଉପସ୍ଥାନ ବଢିବ ହିଁ ବଢିବ । ଏଠି ନାହିଁ ପାଠପଢାର ବୋଝ । ସରକାରୀ ସ୍କୁଲରେ ଡିଜିଟାଲ ସହାୟତାରେ ପାଠ ପଢାଉଛନ୍ତି ପ୍ରଧାନଶିକ୍ଷକ ।
ପୁଣି ବିଶ୍ୱକୁ ପରମାଣୁ ବୋମାର ଧମକ ଦେଲା ଋଷିଆ। ମସ୍କୋ କହିଲା, ଦେଶର ସୁରକ୍ଷା ଉପରେ ପ୍ରଶ୍ନ ଆସିଲେ ପଛକୁ ହଟିବୁନି ବରଂ ଜବରଦସ୍ତ ଫାଇଟ୍ କରିବୁ।
ଭାଗ୍ୟ ବଦଳାଇ ଦେଲା ଭାଇରାଲ ଭିଡ଼ିଓ। ଟର୍ଣ୍ଣାଡୋରେ ଗାଡ଼ି ଭାଙ୍ଗି ଛତୁ ହୋଇଯାଇଥିଲା...ଏବେ ନୂଆ ଗାଡ଼ି ତ ପାଇଲେ ପୁଣି ୧୧ ଲକ୍ଷର ଚେକ୍ ବି ପାଇଲେ।
ବେକରେ ମନ୍ଦାର ମାଳ ଦେଲେ ଜନତା, ପକେଟ୍ରୁ ଗାନ୍ଧିମୁଣ୍ଡ ବଢାଇ ଦେଲେ ନେତା। ନେତାଙ୍କ ବେକରେ ମନ୍ଦାର ମାଳ ଦେଲେ ଜନତା।
ବର୍ଷେ ପରେ ଘରକୁ ଫେରିଛନ୍ତି BSF ଯବାନ। ବାଜା ବଜାଇ, ବାଣ ଫୁଟାଇ ବୀର ପୁଅକୁ ବୀର ମାଟିରେ କରଗଲା ସ୍ୱାଗତ। ଭାବବିହ୍ୱଳ ହେଲେ ଗାଁ ଲୋକେ। ସେପଟେ ମାଆ କହିଲେ, ସିଏ ମୋ ପୁଅ ନୁହେଁ ବରଂ ଭାରତ ମାତାର ପୁଅ
ବିଚିତ୍ର ପାଇଖାନା... ଗୋଟିଏ ବି ରଡ୍ ନାହିଁ, ବାଉଁଶ-କାଠ ଉପରେ ପଡିଲା ଛାତ
ଇ-ଗାଡ଼ିର ଡିଲରସିପ୍ ନେବାର ଦେଖୁଥିଲେ ସ୍ୱପ୍ନ। ବ୍ୟାଙ୍କରୁ କିସ୍ତି ଆଣି ମାଆଙ୍କ ନାଁରେ ବ୍ୟବସାୟ ଆରମ୍ଭ କରିବେ କ’ଣ? ବ୍ୟାଙ୍କ ଆକାଉଣ୍ଟରୁ ଖାଲି ହୋଇଗଲା ଟଙ୍କା,
ଶେଷ ହୋଇଛି ପୌର ଭୋଟ୍ । ନିର୍ବାଚନୀ ମୈଦାନରେ କିଏ ଜିତିଛି, କିଏ ହାରିଛି । ହେଲେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ଅଛନ୍ତି ଏମିତି କିଛି ବିରଳ, ଅସାଧାରଣ ପ୍ରାର୍ଥୀ, ଯେଉଁମାନେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବାଜିମାତ୍ କରିଛନ୍ତି।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ବଢୁଛି କି ବିରୋଧୀଙ୍କ ଦବଦବା? ଶାସକ ଦଳ ବିରୋଧରେ ବଢୁଛି କି ଜନ ଅସନ୍ତୋଷ? ପୌର ଫଳାଫଳକୁ ଦେଖିଲେ କିଛି ଏମିତି ଜଣାପଡୁଛି। ୨୧ ୱାର୍ଡ ବିଶିଷ୍ଟ ଏହି ପୌରପାଳିକା ବିଜେଡି ଦଖଲକୁ ଯାଇଛି ସତ କିନ୍ତୁ ୨୧ ଟି ୱାର୍ଡ ଭିତରୁ ଶତ ପ୍ରତିଶତ ବିଜୟ ହାସଲ କରି ପାରିନି ବିଜେଡି।
ଏବେ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀଙ୍କୁ ୫ଦିନିଆ ରିମାଣ୍ଡରେ। ନିରଂଜନଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଘାଣ୍ଟୁଛି ତଦନ୍ତକାରୀ ସଂସ୍ଥା, ଫୋକସରେ ମେମୋରି ଚିପ୍ । ସେପଟେ ସାମ୍ନାକୁ ଆସିଲା ଶର୍ମିଷ୍ଠା ଫେରାର ପୂର୍ବର ଭିଡିଓ।
ଜଳୁଛି ଶିମିଳିପାଳ ସହ ଖଡ଼ିଆଳ, ଫୁଲବାଣୀ ଓ ନବରଙ୍ଗପୁରର ଜଙ୍ଗଲ I FSI ରିପୋର୍ଟରେ ଜଙ୍ଗଲ ନିଆଁରେ ଦେଶରେ ପ୍ରଥମ ଓଡ଼ିଶା, ମୁଖ୍ୟ ବନପ୍ରାଣୀ ସଂରକ୍ଷକ କହିଲେ ଗତବର୍ଷ ତୁଳନାରେ ବହୁତ କମ୍ I
ଲୋ ଇନଭେଷ୍ଟିମେଣ୍ଟରେ ହାଇ ପ୍ରଫିଟ୍ କରିବା ମୋର କାମ। ଯାହାର ନଥିବ ଗତି ସେ କରିବ ରାଜନୀତି...ବାସ୍ ଏଇ କଥାକୁ ମୁଁ ତ ଅକ୍ଷରେ ଅକ୍ଷରେ ପାଳନ କରୁଛି...ଜିତେ କି ହାରେ ମତେ ଫରକ୍ ପଡ଼େନି...
ଟିକିଏ ଧନିଆ ଗୁଣ୍ଡ ଆଉ ଅଳ୍ପ ଲଙ୍କା ଗୁଣ୍ଡ...ଆଉ ଏହିସବୁ ମସଲା ଦେଇ କଡ଼େଇରେ କଷିଦେଲେ ବାସ୍...ସାଙ୍ଗେ ସାଙ୍ଗେ ତିଆରି ହୋଇଯିବ ନଡ଼ିଆ ପନିର୍
ମହାଯୁଦ୍ଧ ବେଳେ ପୁଟିନ୍ଙ୍କୁ ଚରମବାଣୀ ଶୁଣାଇଲେ ବାଇଡେନ୍। କହିଲେ, ଆମର ଧୈର୍ଯ୍ୟ ପରୀକ୍ଷା କରନି। ନିଜ ସୈନ୍ୟଙ୍କୁ କେବଳ ୟୁକ୍ରେନ ଭିତରେ ସୀମିତ ରଖ। ଟିକେ ହଲଚଲ ହେବ ତ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ଅଛି ନାଟୋ। ସେପଟେ...
ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ସପ୍ତାହକୁ ମିଳିବ ୨ ଦିନ ଛୁଟି...ସୋମରୁ ଶୁକ୍ର କାମ କରିବେ, ଶନି-ରବିବାର ଛୁଟିରେ ରହିବେ। ୱାର୍କିଂ ଦିନରେ ସରକାରୀ ଛୁଟି ପଡ଼ିଲେ...
ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତି। ଏଣିକି ରାସ୍ତାରୁ ହଟିଯିବ ଟୋଲ୍ଗେଟ୍। ୧୦୦ ସ୍ପିଡ୍ରେ ଦଉଡ଼ିବ ଆପଣଙ୍କ ଗାଡ଼ି...ସବୁ ଗାଡ଼ିରେ ଲାଗିବ ଜିପିଏସ୍।
ଭାରତକୁ ଛାଡି ବିଦେଶରେ ଏସବୁ ସାମଗ୍ରୀ ବିକ୍ରି ଉପରେ ରୋକ୍ ଲାଗିଛି। ହେଲେ ଆମ ପାଖଆଖରେ ବିନା କୌଣସି ବାଧାରେ ଏହି ସ୍ୱାସ୍ଥ୍ୟହାନିକାରକ ସାମଗ୍ରୀ ଖୁଲମଖୁଲା ବିକ୍ରି ହେଉଛି। ଏବେ ଜାଣନ୍ତୁ ସେହି ୫ ସାମଗ୍ରୀ ବିଷୟରେ...
ଅଧ ରାତିରେ ଖେଳ ହେଲା। ଗାଡ଼ି ଧରି ଆସିଲେ, ହାତରେ ଢକଲମ୍ ଦେଇ ଗଲେ। ମଉସା ଆମର ଦେଖୁନ କେମିତି ପାଦୁକା ପାଇବା ପରିକା ହାତରେ ନେଇ ଲୁଚାଇ ଦେଲେ। ନାରଣ ଆମେ ପା’ ଦେଖିସାରିଲୁଣି, ଆଉ ଲୁଚାଇ ଲାଭ କ’ଣ? ଭିଡ଼ିଓ କଲେ ବୋଲି ବହେ ଶୁଣିଲେ...
ତରଙ୍ଗ ସିନେ ଉତ୍ସବ ୨୦୨୨ରେ ବୋବାଲିଆ ନାଚିଲେ ଅଭିନେତା ଓ ଅଭିନେତ୍ରୀ। ଆକ୍ଟିଂ ପାଇଁ ଏହିମାନେ ପାଇଲେ ଆୱାର୍ଡ...ରାଜା ମେ ତେରା ତୁ ରାଣୀ ବନେଙ୍ଗି ଗୀତରେ ଦୁଲକିଗଲା ମଞ୍ଚ, ଦେଖନ୍ତୁ ଏହି ଭିଡ଼ିଓ
୩ ବର୍ଷ ଧରି ସଞ୍ଚୟ କରିଥିବା ୧ ଟଙ୍କିଆ କଏନ୍ରେ ବାଇକ୍ କିଣିଲେ ତାମିଲନାଡୁ ଯୁବକ; ଗଣିବାକୁ ଲାଗିଲା ୧୦ ଘଣ୍ଟା…ଦେଖନ୍ତୁ ସେହି ଭିଡ଼ିଓ...
ସରି ଯାଇଛି ମେୟର ନିର୍ବାଚନ। ଏବେ କିଏ ହେବ ଭୁବନେଶ୍ୱର ଡେପୁଟି ମେୟର ? ଚର୍ଚ୍ଚାରେ ଅମରେଶ ଜେନା (ବାଇଁଆ) ଓ ବିରଞ୍ଚି ନାରାୟଣ ମହାସୁପକାର (ଲିଟୁ)ଙ୍କ ନାଁ। ଏମାନଙ୍କ ବାଦ୍ ବିଜେଡିରେ ଆହୁରି ଅନେକ ଆଶାୟୀ ଅଛନ୍ତି। ଜାଣନ୍ତୁ କଣ କହୁଛି ରାଜଧାନୀ ରାଜନୀତି ଗଣିତ
ଭାରତୀୟ ଯବାନଙ୍କ ପାଇଁ ବଡ଼ ଖବର। ଏଣିକି ବର୍ଷକୁ ୭୫ ଦିନ ନୁହେଁ ବରଂ ମିଳିବ ୧୦୦ ଦିନ ଛୁଟି। ଘର ପାଖରେ ମିଳିବ ଚାକିରି। ଜାଣନ୍ତୁ କେବେଠୁ ଲାଗୁ ହେବ ଏହି ନୂଆ ନିୟମ
ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିର ବୃହତ୍ ବିଜୟ ପରେ ଆଇଏଏସ୍ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଆଇପିଏସ୍ ଅଫିସରମାନେ ବି ମୁଖ୍ୟମନ୍ତ୍ରୀ ଭେଟି ଜଣାଇଲେ ଅଭିନନ୍ଦନ।
ସଂଖ୍ୟା ଗରିଷ୍ଠତା ନାହିଁ। କିନ୍ତୁ ଚେୟାରମ୍ୟାନ୍ ହୋଇଛନ୍ତ। କେଉଁଠି କଂଗ୍ରେସ, କେଉଁଠି ବିଜେପି ତ ଆଉ କେଉଁଠି ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ଚେୟାରମ୍ୟାନ୍। ହେଲେ ଦଳୀୟ କାଉନସିଲର କହୁଛନ୍ତି ଆମେ ଚେୟାରମ୍ୟାନ୍ କଥାରେ ନୁହେଁ, ଦଳର କଥାରେ କାମ କରିବୁ।