• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Wooden Bridge

Special Story
ଦୁଇ ଥରରେ ଆସିଲା ୬୦ ଲକ୍ଷ, ତଥାପି ବ୍ରିଜ୍‌ କାମ୍‌ ଶେଷହେଲାନି, ଏବେ କାଠ ପୋଲ ହିଁ ଭରସା

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଏଠି ଦୀର୍ଘ ୧୦ ବର୍ଷ ଧରି ଏମିତି ବିପଦପୂର୍ଣ୍ଣ ଅବସ୍ଥାରେ ୫ଟି ପଞ୍ଚାୟତର ଗ୍ରାମବାସୀ ଯିବାଆସିବା କରୁଛନ୍ତି।

Temporary wooden bridge
ଏଠି କାଠ ପୋଲ ଭରସା, ଟଙ୍କା ସବୁ ଖାଇଗଲେ

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଏଠି ଦୀର୍ଘ ୧୦ ବର୍ଷ ଧରି ଏମିତି ବିପଦପୂର୍ଣ୍ଣ ଅବସ୍ଥାରେ ୫ଟି ପଞ୍ଚାୟତର ଗ୍ରାମବାସୀ ଯିବାଆସିବା କରୁଛନ୍ତି। ଦୁଇ ଦୁଇ ଥର ଟଙ୍କା ଆସିଛି। ହେଲେ କାମ ହୋଇନି। ଦେଖନ୍ତୁ ସୁନ୍ଦରଗଡ଼ ଜିଲ୍ଲା କୋଇଡାରୁ ଏ ଦୃଶ୍ୟ

Wooden Bridge
ପହଞ୍ଚିପାରୁନି ସରକାରୀ ଯୋଜନା; କାଠପୋଲ ହିଁ ସାହା ଭରସା

ଦୈନନ୍ଦିନ ଯାତ୍ରା ପାଇଁ ସହଜ ବାଟଟିଏ ନାହିଁ, ତେଣୁ ଭାଗ୍ୟକୁ ଆଦରି ନିଜେ ନିର୍ମାଣ କରିଥିବା ଏହି ଅସୁରକ୍ଷିତ କାଠପୋଲ ହିଁ ସାହା ଭରସା ।

Wooden Bridge
ବର୍ଷାରେ ବିଗିଡ଼ିଲାଣି ସ୍ଥିତି ! ଭାସିଗଲା କାଠପୋଲ ଯାତାୟତ ଠପ୍‌, ଦେଖନ୍ତୁ ଭିଡିଓ..

ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

wooden bridge
ଗୁହାରୀ ଶୁଣିଲାନି ପ୍ରଶାସନ, ନିଜସ୍ୱ ଉଦ୍ୟମରେ କଲେ କାଠ ପୋଲ ତିଆରି କଲେ ଗ୍ରାମବାସୀ

କିଏ କାଠ ବୋହିଲା ତ କିଏ କାଠ କାଟିଲା । ଟିଟିଲାଗଡ ବ୍ଲକ ମହୁଲପଡା ପଂଚାୟତର କୁଟରାକେନ୍ଦ ଗ୍ରାମବାସୀଙ୍କ ଉଦ୍ୟମରେ ତିଆରି ହେଲା କାଠପୋଲ । ଗାଁକୁ ରାସ୍ତା ନଥିବାରୁ ୨ ଟି ନାଳ ପାର ହୋଇ ଲୋକେ ଯିବାଆସିବା କରୁଥିଲେ ।