• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Viral Photo

JEE Exams Preparation
JEE ପରୀକ୍ଷା ପାଇଁ ହଜିଗଲାଣି ନିଦ; ଦିନକୁ ଶୋଉଛନ୍ତି ଏତିକି ଘଣ୍ଟା..ଫଟୋ ଭାଇରାଲ୍‌

JEE ପରୀକ୍ଷାରେ ସଫଳ ହେବା ପାଇଁ ଶୋଇବା ଭୁଲିଗଲେଣି ଛାତ୍ରଛାତ୍ରୀ। ଦିନକୁ ମାତ୍ର ଶୋଉଛନ୍ତି ସାଢ଼େ ୪ ଘଣ୍ଟା। ତେବେ ମିଷ୍ଟର ଆର୍‌ ସି ନାମକ ଜଣେ ଏକ୍ସ ୟୁଜର ନିଜ ସାଙ୍ଗର ପରୀକ୍ଷା ଟାଇମ୍‌ ଟେବୁଲ୍‌କୁ ସେୟାର କରିଛନ୍ତି।

Birthday Cake
ହସି ହସି ବେଦମ..! ବାର୍ଥ ଡେ କେକ୍‌ରେ ଲେଖା ଦେଖି ସବୁ ହସିଲେ..ଫଟୋ ଭାଇରାଲ୍‌..

ଜୋମାଟୋକୁ କୁହାଯାଇଥିଲା ଗୋଟେ କଲା ଗୋଟେ। ତେବେ ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଉପଭୋକ୍ତା ଜଣକ ଜୋମାଟୋରେ ଅର୍ଡର କରିଥିବା କେକ୍‌ରେ ଭୁଲ ନାମ ଲେଖିଥିବା ଦେଖିବାକୁ ମିଳିଛି।

urfi admitted in hospital shared photo with oxygen mask
ଡାକ୍ତରଖାନା ବେଡ୍‌ରେ ସେନ୍ସର ଗାର୍ଲ ଉର୍ଫି ଜାଭେଦ; ଚିନ୍ତାରେ ପ୍ରଶଂସକ

ସେନ୍ସର ଗାର୍ଲ ଉର୍ଫି ଜାଭେଦ ଆସିବା ଦିନଠାରୁ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଡ୍ରେସିଂ ସେନ୍ସ, ବୋଲ୍ଡନେସ୍ ଏବଂ ଖୋଲା ମନ୍ତବ୍ୟ ଯୋଗୁଁ ଉର୍ଫି ପ୍ରାୟତଃ ଆଲୋଚନାରେ ହୁହନ୍ତି। ତେବେ ଏଥର ଉର୍ଫି ତାଙ୍କ ଚେହେରା କାରଣରୁ ନୁହେଁ ବରଂ ତାଙ୍କ ସ୍ୱାସ୍ଥ୍ୟ କାରଣରୁ ଚର୍ଚ୍ଚାକୁ ଆସିଛନ୍ତି।

viral photoshoot of Karnataka teacher and student in romantic pose
Viral: ଛାତ୍ରଙ୍କୁ ନେଇ ଯାଇଥିଲେ ଷ୍ଟଡି ଟୁର୍; ଜଙ୍ଗଲ ମଝିରେ ଚାଲିଲା ରୋମାଣ୍ଟିକ୍ ଫଟୋସୁଟ୍ !

ଜଣେ ଶିକ୍ଷୟିତ୍ରୀ ଏବଂ ତାଙ୍କର ଜଣେ ଛାତ୍ରଙ୍କ ରୋମାଣ୍ଟିକ୍ ଫଟୋସୁଟ୍‌ର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହା ଏବେ ସୋସିଆଲ୍ ମିଡିଆରେ ଆଲୋଡ଼ନ ସୃଷ୍ଟି କରୁଛି। ଶିକ୍ଷୟିତ୍ରୀ ଏବଂ ଛାତ୍ରଙ୍କ ଏହି ଫଟୋସୁଟକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

Viral Photo
ଫଟୋରେ ଥିବା ଆଖି ଯେତେବେଳେ ମିଟ୍‌ ମିଟ୍‌ କରେ !!

ଏହାକୁ ଯିଏ କୁଣୁଛି, କିଛିଦିନ ପରେ ବିକ୍ରି କରିଦେଉଛି । ଫଟୋ ବିକ୍ରି ବେଳେ ତଳେ ଲେଖାଯାଇଛି ଯେ ସି ଇଜ୍‌ ବ୍ୟାକ୍‌ !

Viral Photo
ଫୋନ୍‌ରେ ଗପିବା ମହଙ୍ଗା ପଡ଼ିଲା ! ଫଟୋ ଭାଇରାଲ ପରେ ASPଙ୍କ ବଦଳି

ଖାଲି ସେତିକି ନୁହେଁ, ଗୋଟିଏ ହାତରେ ମୋବାଇଲ ଧରି ଗପୁଥିବା ବେଳେ ଅନ୍ୟ ହାତରେ ମୁଖ୍ୟମନ୍ତ୍ରୀଙ୍କୁ ସାଲ୍ୟୁଟ କରିଥିଲେ ପୋଲିସ ବାବୁ । ଯାହାକି ଅତ୍ୟନ୍ତ ଅଶୋଭନୀୟ ଥିଲା ।

Viral Photo
Viral Photo: ଏମିତି ରୁମ୍‌ର ଭଡ଼ା କେତେ ? ବେଡ୍‌ ଯେଉଁଠି ଲାଟିନ୍‌ ସେଇଠି

ଖାଲି ସେତିକି ନୁହେଁ ଏହି ରୁମ୍‌ରେ ଏୟାର କଣ୍ଡିସନର ବି ଲାଗିଛି । ଟଏଲେଟ୍‌ ପାଖରେ ବେଡ୍‌ ବି ପଡ଼ିଛି ।

Cuttack girl kills self after friend blackmails to make private pictures public
ବାନ୍ଧବୀ ସାଜିଲା ବଇରୀ: ଭାଇରାଲ୍‌ କଲା ଲୁଗା ପିନ୍ଧେଇବାର ଫଟୋ...

ବାନ୍ଧବୀ ସାଜିଲା ବଇରୀ। ଲୁଗା ପିନ୍ଧେଇ ଦେବାର ଆଳ କରି ନିଜ ବାନ୍ଧବୀର ଫଟୋ ଉଠାଇ ପରେ ସେହି ଫଟୋକୁ ଆଉ ଜଣେ ବାନ୍ଧବୀ ଭାଇରାଲ୍‌ କରିଥିବା ଅଭିଯୋଗ ହୋଇଛି।

girlfriend
ଗର୍ଲଫ୍ରେଣ୍ଡ ମାଗିଲା ୧୦ ଲକ୍ଷ, ଦେଲାନି ବୟଫ୍ରେଣ୍ଡ; ଭାଇରାଲ କରିଦେଲା ଅଶ୍ଳୀଳ ଫଟୋ

ଯୁବକଙ୍କ ଫଟୋ ବାବଦକୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରଥିଲେ ଯୁବତୀ । ହେଲେ ଯୁବକ ଟଙ୍କା ଦେଇ ନପାରିବାରୁ ଫେସ୍‌ବୁକ୍‌ରେ ଏକ ଫେକ୍‌ ଆକାଉଣ୍ଟ ଖୋଲି ଫଟୋ ଭାଇରାଲ କରିଦେଇଥିଲେ ଯୁବତୀ ।

‘I am sorry Sanju’ bizarre billboard spotted in Noida
‘ମୋତେ କ୍ଷମା କରିଦିଅ ସଞ୍ଜୁ, ମୁଁ ତୁମକୁ...’ ରାସ୍ତାକଡ଼ରେ ଅଜବ ହୋର୍ଡିଂ ଲଗାଇଲେ ଯୁବତୀ

ନୋଏଡା ରାସ୍ତାକଡ଼ରେ ହୋର୍ଡିଂ ଲଗାଇ ଯୁବତୀ ଜଣକ ତାଙ୍କ ସାଙ୍ଗକୁ କ୍ଷମା ମାଗିଛନ୍ତି। ଯାହାକି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି।

Virat Kohli
Viral Post: କୋହଲିଙ୍କ ଖାଇବା ଫଟୋକୁ ନେଇ ଟ୍ରୋଲ୍ କରୁଥିଲେ, ଗୋଟିଏ ପୋଷ୍ଟରେ ସବୁ ସାବାଡ଼

ଏକ ରିଆକ୍ଟିଭ୍‌ ପୋଷ୍ଟ କରି ବିରାଟ ପୁଣି ଚର୍ଚ୍ଚାରେ । ଏହି ପୋଷ୍ଟରେ ସେ ତାଙ୍କ ସମାଲୋଚକଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି । 

Halley Berry
ବିନା ବସ୍ତ୍ରରେ ଫଟୋ ଛାଡ଼ିଲେ ଅଭିନେତ୍ରୀ, ଟ୍ରୋଲରଙ୍କୁ ବି ଧୋଇଲେ...

ସେ ୱିକେଣ୍ଡରେ ରିଲାକ୍ସ କରୁଥିବା ବେଳେ ଏଭଳି ପୋଜ ଦେଇ ଫଟୋ ପୋଷ୍ଟ କରିଛନ୍ତି । 

Viral Photo
ଝିଅକୁ ଗେଲ କରୁଥିଲେ ବାପା ! ନକହି ଫଟୋ ଉଠାଇଦେଲା ଫଟୋଗ୍ରାଫର..ଭିଡିଓ ଭାଇରାଲ..

ଠିକ୍‌ ସେତିକି ବେଳେ ଜଣେ ଫଟୋଗ୍ରାଫର ନିଜ କ୍ୟାମେରାରେ ସେହି ସମୟର ଫଟୋ ଓ ଭିଡିଓ କ୍ୟାପ୍ଚର କରିନେଇଛି । ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଖୁବ୍‌ ଖୁସି ହୋଇଛନ୍ତି ।

Daulat Ka Chaat
ଏତେ ଧନୀ ! ଭୋଜିରେ ଟିସୁ ପେପର ନୁହେଁ ୫୦୦ ଟଙ୍କିଆ ନୋଟରେ ପୋଛିବେ ହାତ...!

ଆଇସ୍‌କ୍ରିମ୍‌ ଖାଇ ସାରି ଟିସୁରେ ନୁହେଁ, ୫୦୦ ଟଙ୍କିଆ ନୋଟରେ ପୋଛନ୍ତୁ ହାତ ! ଏଭଳି ଏକ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି

Donald Trump
ଭାଇରାଲ ହେଉଛି ଫଟୋ ! ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କଲା କି ପୋଲିସ ?

ସୋସିଆଲ ମିଡିଆରେ କିଛି ଫଟୋ ଏବେ ଭାଇରାଲ ହେଉଛି । ସେହି ଫଟୋ ଗୁଡ଼ିକୁ ଦେଖିଲେ ଆପଣ ଭାବିବେ ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଛି ।

BJD MLA
ସୋମାଲିକାଙ୍କ ପରେ ପୁଣି ଜଣେ ମହିଳାଙ୍କ ସହ ବିଜେଡି ବିଧାୟକଙ୍କ ଫଟୋ ଭାଇରାଲ

ଭାଇରାଲ ଫଟୋକୁ ନେଇ ବିଜେଡିର ଯୁବ ବିଧାୟକ ପାଇଁ ବଢୁଛି ଅଡୁଆ । ସୋମାଲିକା ଦାଶଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଥାନା ପର୍ଯ୍ୟନ୍ତ ମାମଲା ଯାଇଥିଲା । ମାମଲା ଥମିନଥିବା ବେଳେ ଏବେ ଆଉ ଜଣେ ମହିଳାଙ୍କ ସହ ତାଙ୍କର ଫଟୋ ଭାଇରାଲ ହେଉଛି।

Cat Price 800 Crore
ବିଲେଇର ଦାମ ୮୦୦ କୋଟି ! ହାଇବଜେଟ୍‌ ବିଜ୍ଞାପନ ସହ ବିଭିନ୍ନ ଗୀତରେ ବି କରୁଛି ଅଭିନୟ

ଏବେ ଆମେ ଯେଉଁ କଥା କହିବୁ ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏଥର ଚର୍ଚ୍ଚା ତାଙ୍କ ପାଇଁ ନୁହେଁ ବରଂ ତାଙ୍କ ପୋଷା ବିଲେଇକୁ ନେଇ ।

Amitabh Bachchan Instagram Post
ଅମିତାଭ ବଚ୍ଚନଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟ, ଅଶ୍ଲିଳ ଇଙ୍ଗିତ କରି ମଜାକ୍‌ ଉଡ଼ାଇଲେ ୟୁଜର୍ସ..

ଏହି ପୋଷ୍ଟ ପାଇଁ ୟୁଜର୍ସମାନେ ଖୁବ୍‌ ଏଣ୍ଟରଟେନ୍‌ ହୋଇଛନ୍ତି ।

shops name the cancer hub
ରାସ୍ତାକଡ଼ରେ ଖୋଲିଛି ଦୋକାନ, ଟଙ୍କା ଦେଇ ଲୋକ କିଣୁଛନ୍ତି କ୍ୟାନ୍ସର: ଫଟୋ ଭାଇରାଲ

ଗୁଟ୍‌ଖା ସ୍ୱାସ୍ଥ୍ୟପକ୍ଷେ ହିତକର ନୁହେଁ। ଏକଥା ସମସ୍ତେ ଜାଣନ୍ତି। ତଥାପି କାହିଁକି କେଜାଣି ଗୁଟ୍‌ଖାର ମୋହରେ ସମସ୍ତେ ଏମିତି ବାନ୍ଧି ହୋଇଥାନ୍ତି। କିଏ ଅଭ୍ୟାସ ବୋଲି କହି ଛାଡ଼ିପାରେନି, କିଏ ଏନର୍ଜି ବୁଷ୍ଟର କହି ଛାଡ଼ି ପାରେନି ।

Minor Girl Student Kills Self After Intimate Picture Goes Viral
ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍‌, ଜୀବନ ହାରିଲେ କଲେଜ ଛାତ୍ରୀ

ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍‌ ପାଇଁ ଜୀବନ ହାରିଲେ ନାବାଳିକା ଛାତ୍ରୀ। ମୃତ୍ୟୁ ପୂର୍ବରୁ ନାବାଳିକା ଜଣକ ନିରାକାରପୁର IICଙ୍କୁ ଏକ ଚିଠି ଲେଖିଥିଲେ।

Doctor's Super Neat Writing On Prescription
ଡାକ୍ତର ଏତେ ଖରାପ ଅକ୍ଷରରେ ପ୍ରେସ୍‌କ୍ରିପ୍ସନ କାହିଁକି ଲେଖନ୍ତି

ସୁନ୍ଦର ଅକ୍ଷରରେ ଲେଖିବା ପାଇଁ ପିଲାବେଳେ କିଏ ମାଡ଼ ଗାଳି ଖାଇ ନ ଥାଏ ? ବୋଧହୁଏ ସମସ୍ତେ ଖାଇଥିବେ। ସୁନ୍ଦର ହସ୍ତାକ୍ଷର ଲେଖିବା ପାଇଁ ପିଲାବେଳୁ ସମସ୍ତେ ଅଭ୍ୟାସ କରିଥାନ୍ତି। ତଥାପି ଡାକ୍ତରମାନଙ୍କ ଅକ୍ଷର ଏତେ ଖରାପ ହୋଇଥାଏ କାହିଁକି ?

Boss Installs Cameras In Toilets In China
ଅଫିସ୍‌ ଟଏଲେଟ୍‌ରେ କ୍ୟାମେରା ଲଗାଇଲେ ବସ୍‌, ଲିକ୍‌ ହେଲା ଫଟୋ !

ଟଏଲେଟ୍‌ର କିଛି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସମ୍ପୃକ୍ତ କମ୍ପାନୀର ବସ୍‌ଙ୍କ ସର୍ମ୍ପକରେ ବିଭିନ୍ନ ପ୍ରକାରର ଆଲୋଚନା ଆରମ୍ଭ ହୋଇଯାଇଛି। କମ୍ପାନୀର ବସ୍‌ଙ୍କ ଏଭଳି ନିଷ୍ପତ୍ତି ପଛରେ ମଧ୍ୟ ଏକ କାରଣ ରହିଛି।

Women Police
ମଣିଷ ପଣିଆ ! ମାଆ ଯାଇଥିଲା SI ଫିଟ୍‌ନେସ୍‌ ଟେଷ୍ଟ ଦେବାକୁ, ଛୁଆର ଦାୟିତ୍ୱ ନେଲେ ମହିଳା ପୋଲିସ

ସବୁବେଳେ ଖବର କିମ୍ବା ମନୋରଞ୍ଜନ ପାଇଁ ସୋସିଆଲ ମିଡିଆ ପରିଚିତ ନୁହେଁ । ଅନେକ ଇମୋସନାଲ କାହାଣୀକୁ ବି ଏଥିରେ ଲୋକେ ଖୁବ୍‌ ପସନ୍ଦ କରନ୍ତି । ଠିକ୍‌ ଏମିତି କିଛି କାହାଣୀ ବା ଫଟୋ ଆମେ ଦେଖାଇବୁ । ଯାହା ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ ।

Meet kerala woman Shyja who flaunts her moustache
ନିଜ ନିଶକୁ ନେଇ ଗର୍ବ ଅନୁଭବ କରନ୍ତି ଏହି ଭାରତୀୟ ମହିଳା

ସବୁ ମହିଳା ନିଜ ମୁହଁକୁ ଚିକ୍କଣ ରଖିବାକୁ ଭଲ ପାଆନ୍ତି। ମୁହଁରେ ଟିକେ ରୁମ ରଖିବାକୁ ଦିଅନ୍ତି ନାହିଁ। କିନ୍ତୁ ଏଇ ଭାରତରେ ଏମିତି ଜଣେ ମହିଳା ଅଛନ୍ତି ଯିଏ ନିଶ ରଖିବାକୁ ଭଲ ପାଆନ୍ତି। ତାଙ୍କର ଏହି ନିଶ ପାଇଁ ସେ ଗର୍ବ ଅନୁଭବ କରନ୍ତି।