• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Villagers

Self made road
ମୌଳିକ ସୁବିଧା ବି ଅପହଞ୍ଚ

ଶୁଣିଲାନି ପ୍ରଶାସନ... ଶେଷରେ ବାଧ୍ୟ ହୋଇ ନିଜେ ରାସ୍ତା ତିଆରି କଲେ ଗାଁ ଲୋକେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶାଳଚୁଆ ପଂଚାୟତ ନାଳସାହି ପଠାଣିପକା ଗ୍ରାମବାସୀ ନିଜ ଗାଁ ପାଇଁ ନିଜେ ରାସ୍ତା ତିଆରି କରିଛନ୍ତି । ଯାହାକୁ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଶଂସା କରାଯାଇଛି ।

Water crises
ପ୍ରଶାସନ ନିଦାବିଷ୍ଣୁ

ଖରାଦିନ ଆରମ୍ଭରୁ ଦେଖା ଦେଲାଣି ଜଳ ସଙ୍କଟ । କୂଅ, ପୋଖରୀ ସବୁ ଶୁଖିଲା ପଡିଲାଣି । ଏମିତିକି ଟ୍ୟାପରୁ ବି ଆଉ ବାହାରୁନି ପାଣି । ଯାହାକୁ ନେଇ ସମସ୍ୟା ଭଗୁଛନ୍ତି କଟକ ଜିଲ୍ଲା ଟାଙ୍ଗି ନିକଟସ୍ଥ ଗୋବିନ୍ଦପୁର ପଞ୍ଚାୟତ ବାସୀ ।

Food poisoning
ଚଟପଟି ଖାଇ ଅଧା ଗାଁ ଅସୁସ୍ଥ, ପରୀକ୍ଷା ଦେଇପାରିଲେନି ଦଶମ ଛାତ୍ରୀ

ମହଙ୍ଗା ପଡ଼ିଲା ଚଟପଟି ଖାଇବା । କାହାକୁ ଜ୍ୱର ତ କିଏ ଡାଇରିଆରେ ଆକ୍ରାନ୍ତ । ଚଟପଟି ଖାଦ୍ୟ ଖାଇ ଗୋଟିଏ ଗାଁର ୪୦ରୁ ଉର୍ଦ୍ଧ୍ୱ ଲୋକେ ଅସୁସ୍ଥ । କାମ କରୁନି ମେଡିସିନ୍, ସ୍ଥାନୀୟ ମେଡିକାଲକୁ ଚାଲି ଚାଲି ନୟାନ୍ତ ହେଲେଣି ଲୋକେ ।

Basic amenities still distant dream for these villagers in Sundargarh district
ଖଟିଆରେ ଗଲେ ରୋଗୀ.. ଫେରିଲା ଶବ

ଏପଟେ ଜଙ୍ଗଲ..ସେପଟେ ନଈ.. ମଝିରେ ଆମେ ଅଲୋଡ଼ା ସରକାର ପାଇଁ..

Marriage
ବର-ଅଶ୍ୱତ୍ଥ ବିବାହ, ମହାଆଡ଼ମ୍ବରରେ ହେଲା ଭୋଜି ଭାତ

ସଜା ହୋଇଛି ବାହା ବେଦୀ...ବାଜୁଛି ସାହାନାଇ । ବରଯାତ୍ରୀ ବସିଛନ୍ତି ଆଉ ଢୋଲ ମହୁରୀ ବି ଖଣ୍ଡମଣ୍ଡଳ ଦୁଲୁକାଉଛି ।

 Road Problem
ସଜାଡ଼ି ହେଉଛି ଅସଜଡ଼ା ନଗଡ଼ା; ଏବେ ବି ଅବହେଳିତ ୩ ଗାଁ

ଗାଁକୁ ନାହିଁ ରାସ୍ତା... ପହଞ୍ଚିପାରୁନି ସୁବିଧା । ଗୁହିଆସାଳ, ତଳଡିହ ଓ ତୁମୁଣି ବନ୍ଧ ଭଳି ଗାଁ ଏବେ ବି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ।

to suffer after no availability of roads since 50 years
ଧନ୍ୟ ସରକାର ! ୨୫ ବର୍ଷର ଶାସନ, ୫୦ ବର୍ଷର ଗାଁକୁ ନାହିଁ ରାସ୍ତା

ଠକିଦେଲେ ବିଧାୟକ । ଏଥର ଗାଁକୁ ଆସିଲେ ଭୋଟ ବର୍ଜନ କଥା ଶୁଣାଇଦେବୁ । ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ବଡମ୍ବା ବ୍ଲକ ମାନପୁର ପଂଚାୟତ କଦନା ଗାଁର ୮ନମ୍ବର ୱାର୍ଡ ଶବର ସାହି ଗ୍ରାମବାସୀମାନେ ।

Special story
ମିଳୁନି ମୌଳିକ ସୁବିଧା; ନାହିଁ ନାହିଁରେ କଟୁଛି ଦିନ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଖଡମବେଡ଼ା ପଞ୍ଚାୟତ ହେନ୍ଦେଦା ଓ ବୁରୁଡି ଗାଁରେ ରହିଛି ଏଭଳି ଅବସ୍ଥା । ଗାଁରେ ୧୮ ଟି ପରିବାରର ୬ଶହରୁ ଅଧିକ ଲୋକ ବସବାସ କରନ୍ତି ।

 teachers Problem
ଗଣଶିକ୍ଷା ମନ୍ତ୍ରୀଙ୍କ ଇଲାକାରେ ଶିକ୍ଷକ ଅଭାବ...ପିଲାଙ୍କୁ ଗାଁ ଲୋକ ପଢାଉଛନ୍ତି ପାଠ

ସପ୍ତାହେରୁ ଅଧିକ ସମୟ ହେଲାଣି ନିଜ ଦାବି ପୂରଣ ଲାଗି ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ତେଣୁ କେଉଁଠି ସ୍କୁଲରେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ତ କେଉଁଠି ପାଠପଢା ପୂରା ଠପ୍‌ ହୋଇଗଲାଣି । କେମିତି ପିଲାମାନେ ଭଲରେ ପାଠ ପଢିବେ ସେନେଇ ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ମିଟିଂ ହେବା ପରେ ଗାଁ ଲୋକ ହିଁ ପିଲାଙ୍କୁ ପଢାଇବାର ନିଷ୍ପତ୍ତି ନିଆଗଲା

Power of unity,
ପ୍ରଶାସନ କଲାନି...ଧାନ, ଚାଉଳ, ଟଙ୍କା ଏକାଠି କଲେ...କଂକ୍ରିଟ୍‌ର ପୋଲ ତିଆରି କଲେ

ଏକତା ହିଁ ବଳ । ଗାଁକୁ ସବୁଦିନିଆ ପୋଲ କରିବାକୁ ବାରମ୍ବାର ଗୁହାରି କରିବା ପରେ ବି କେହି ଶୁଣିଲେନି । ବର୍ଷା ଦିନ ପୂର୍ବରୁ ମିଟିଂ ହେଲା...ଧାନ, ଚାଉଳ ସହ ଟଙ୍କା ଏକାଠି ହେଲା । କଂକ୍ରିଟ ପୋଲ ତିଆରି ପରେ ଏବେ ଘାଏଁ ଘାଏଁ ଗଡୁଛି ଗାଡ଼ି ।

Odisha Panchyat Polls- Villagers Express Concern Over \'False Promises\' Made By Party Candidates
ଭୋଟ୍ ନେବେ ବୋଲି ଭଣ୍ଡେଇ ଦେଲେ, ଏବେ ପୁଣି ଆସୁଛନ୍ତି ଭୋଟ୍ ମାଗି

ନିର୍ବାଚନ ପୂର୍ବରୁ କହିଥିଲେ, ସବୁ କରିଦେବୁ। ବିଲକୁ ପାଣି ଦେବୁ, ଦାଣ୍ଡ ଢଲେଇ କରିଦେବୁ, ରାତିରେ ବିଜୁଳି ଲଗେଇ ଦେବୁ। ହେଲେ ଏ ସରକାର ଗୋଟେ ଠକ ସରକାର। ପ୍ରତିଶ୍ରୁତି ସବୁ ମିଛ ଧୂଆଁବାଣ

Special Story | Memorable Farewell To Odisha Teacher- Villagers Take Out 7Km Procession
ଗୁରୁ ହେବ ତ ଏମିତି ! ବିଦାୟ ଦେବାକୁ ଗ୍ରାମବାସୀ କଲେ ୭ କିଲୋମିଟର ଶୋଭାଯାତ୍ରା

ମଝିଆ ମେହେର୍ ସାର ବହୁତ ଲୋକପ୍ରିୟ। ଗତକାଲି ସେ ଚାକିରିରୁ ଅବସର ନେଲେ। ଗ୍ରାମବାସୀ ୭ କିଲୋମିଟର ଯାଏଁ ଶୋଭାଯାତ୍ରା କରି ଗୁରୁଜୀଙ୍କୁ ତାଙ୍କ ଗାଁରେ ନେଇ ଛାଡ଼ିକି ଆସିଲେ।

Villagers Work Together To Construct Road On Their Own In Odisha
ଲୋକେ ନିଜେ ନିର୍ମାଣ କଲେ ଅସ୍ଥାୟୀ ପୋଲ

କେତେ ସଫଳ ସରକାରୀ ଯୋଜନା? ଏବେବି ଅନେକ ଗାଁରେ ଅପହଞ୍ଚ ବିକାଶ I ବାରମ୍ବାର ଅଭିଯୋଗ ପରେ ବି ହୋଇପାରିଲାନି ବ୍ରିଜ୍ I ଲୋକେ ନିଜେ ନିର୍ମାଣ କଲେ ଅସ୍ଥାୟୀ ପୋଲ

Villagers In Sambalpur Allege Non-Payment Of Wages Under MGNREGS
ଖଟିଲେ ହେଲେ ମଜୁରୀ ମିଳିଲାନି

ଗାଁ ଲୋକଙ୍କୁ ରୋଜଗାର ଯୋଗାଇଦେବାକୁ ସରକାର କରିଛନ୍ତି MGNREG ଯୋଜନା.. ଏ ଯୋଜନାରେ ଗରିବ ଲୋକଙ୍କୁ କର୍ମନିଯୁକ୍ତି ମିଳିବା କଥା..ଖଟଣୀ ହିସାବରେ ପାଉଣା ଦିଆଯିବା କଥା..ହେଲେ ସମ୍ବଲପୁରରେ ସରକାରୀ ଯୋଜନାର ଅସଲ ଚେହେରା କଣ ନିଜେ ଦେଖନ୍ତୁ..

Illicit Affair- Villagers Thrash Youth Who Went To Meet Sister-In-Law At Midnight
ଭାଉଜଙ୍କ ସହ ରାତି ଅଧିଆ ଚୋରା ପ୍ରେମ, ମାଡ ପ୍ରବଳ, ରାତି ସାରା ଖୁଣ୍ଟରେ ବନ୍ଧା

ଭାଉଜ ସହିତ ଚୋରା ପୀରତି ପଡିଲା ମହଙ୍ଗା। ଦୂର ସମ୍ପର୍କୀୟ ଭାଉଜଙ୍କ ପାଖକୁ ରାତି ଅଧରେ ଯାଇ ଫସିଗଲେ ପ୍ରେମିକ ଦିଅର। ଘର ଲୋକଙ୍କ ହାତରେ ପଡ଼ିଲେ ଧରା। ରାତି ସାରା ଖୁଣ୍ଟରେ ବନ୍ଧାହେଲେ। ନିସ୍ତୁକ ମାଡ ଖାଇଲେ।