• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Up Police

UP Cop Accidentally Shoots
ବନ୍ଧୁକ ଲୋଡ୍ କରୁଥିଲେ, ଫୁଟିଲା ଗୁଳି, ଗୁରୁତର ଆହତ ହେଲେ ମହିଳା

ଇଶରାତଙ୍କ ଦେହରେ ଗୁଳି ବାଜିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି। ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତେବେ ଏହି ଘଟଣା ପରଠାରୁ ଉକ୍ତ ପୋଲିସ୍ ଅଫିସର ଫେରାର୍ ଅଛନ୍ତି।

UP Murder
ବୀଭତ୍ସ ହତ୍ୟା ! ବଚସା ପରେ ଭଉଣୀର ମୁଣ୍ଡ କାଟିଦେଲା ଭାଇ, ଥାନାରେ କଟାମୁଣ୍ଡ ଧରି ପହଞ୍ଚିଲା

ଭଉଣୀକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ଥାନାରେ କଟାମୁଣ୍ଡ ଧରି ପହଞ୍ଚିଛି ଭାଇ । ୨୨ ବର୍ଷିୟ ଭାଇ ରିୟାଜ ୧୮ ବର୍ଷିୟ ଭଉଣୀ ଆଶିଫାକୁ ହତ୍ୟା କରିଛି । ଉଭୟଙ୍କ ମଧ୍ୟରେ କଛି କଥାକୁ ନେଇ ବଚସା ହେବା ପରେ ଏହି ହତ୍ୟାକାଣ୍ଡ ଘଟିଛି ।

Atiq Ahamed Wife Saista Parween Is Now Most Wanted Criminal In UP
UP ପୋଲିସର ବଡ଼ ଟାର୍ଗେଟ୍‌ ‘ସାଇସ୍ତା’ ! ଜାଣନ୍ତୁ ସେ କିଏ ? ଗ୍ୟାଙ୍ଗ୍‌ଷ୍ଟର ଅତିକ୍ ସହ ତା’ର କ’ଣ ଥିଲା ସମ୍ପର୍କ..?

ଆପଣଙ୍କ ମନରେ ସବୁଠାରୁ ବଡ଼ ପ୍ରଶ୍ନ ଆସୁଥିବ, ଏହି ସାଇସ୍ତା କିଏ ? କାହିଁକି ତାଙ୍କ ମୁଣ୍ଡରେ ସରକାର ଏତେ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି । କାହିଁକି ସେ ମୋଷ୍ଟ ୱାଣ୍ଟେଡ୍ ? ସେ କେଉଁ ଅପରାଧ ସହ ଜଡ଼ିତ ? କାହିଁକି ସେ ଫେରାର ଅଛନ୍ତି ?

UP Police Arrests Teacher For Carrying Country-Made Pistol
ପିଠିରେ ବ୍ୟାଗ, ଅଣ୍ଟାରେ ବନ୍ଧୁକ ଧରି ବୁଲୁଥିଲେ ଶିକ୍ଷୟିତ୍ରୀ, ମାଡ଼ି ବସିଲା ପୋଲିସ୍

ଦେଖିବାକୁ ଲାଗୁଥିଲେ ଖୁବ୍ ସାଧାସିଧା। କଲେଜ ପିଲା ପରି ପିଠିରେ ପଡିଥିଲା ବ୍ୟାଗ୍। ସନ୍ଦେହ କରି ଶିକ୍ଷୟିତ୍ରୀଙ୍କୁ ଯାଞ୍ଚ କଲା ପୋଲିସ୍। ଦେହ ସାରା ହାତ ବୁଲାଇଲା। ଆଉ ଶେଷରେ ପ୍ୟାଣ୍ଟ ଭିତରୁ ବାହାରିଲା ଦେଶୀ ବନ୍ଧୁକ। ଯାହାକୁ ଦେଖି ତାଜୁବ ପୋଲିସ୍...

UP CM Yogi Adityanath
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବନ୍ଧାହେଲେ ସରକାରୀ କିରାଣୀ

ଜଣେ ସରକାରୀ କର୍ମଚାରୀ ହୋଇ ବି ସେ ଜାଣିନଥିଲେ, ଏହା ତାଙ୍କୁ ମହଙ୍ଗା ପଡିବ। ଏହି ପୋଷ୍ଟଟି ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ ହୋଇଥିଲା। ଫେସବୁକ ୟୁଜରମାନେ ଅନେକ ସମାଲୋଚନା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।