• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Toy Train

TOY TRAIN
ବହୁ ଆଡ଼ମ୍ବରେ ଲଘୁକ୍ରିୟା ! ମରାମତିର ଦିନକ ପରେ ପୁଣି ଜଙ୍ଗଲ ମଝିରେ ଅଟକିଲା ଟୟ ଟ୍ରେନ୍‌

ଶେଷ ଟ୍ରିପ୍ ଅର୍ଥାତ୍‌ ୪ଟା ବେଳେ ଥିବା ଟ୍ରିପ୍‌ରେ ପର୍ଯ୍ୟଟକ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ଅଧାରେ ଅଟକି ଥିଲା ଟ୍ରେନ୍‌ । ଯାନ୍ତ୍ରିକ ତ୍ରୁଟି ପାଇଁ ଟୟ ଟ୍ରେନ୍‌ଟି ଅଧାରେ ଅଟକିଥିବା କୁହାଯାଉଛି ।

Nandankanan Zoological Park | Toy Train Service To Start, Foundation Stone For Ropeway To Be Laid
ନନ୍ଦନ କାନନରେ ଗଡ଼ିବ ଟଏ ଟ୍ରେନ୍

୭ ବର୍ଷ ପରେ ଟ୍ରାକରେ ଗଡ଼ିବ ଟଏ ଟ୍ରେନ୍ । କାଲିଠୁ ନନ୍ଦନ କାନନରେ ଉପଲବ୍ଧ ହେବ ଟଏ ଟ୍ରେନ୍ ସେବା ।

toy train
୭ ବର୍ଷ ପରେ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍ : ଜୀବଜନ୍ତୁଙ୍କ ଗହଣରେ ଟ୍ରେନ୍ ସଫାରୀର ମଜା ନେବେ ପର୍ଯ୍ୟଟକ

ଶୁକ୍ରବାର ଠାରୁ ନନ୍ଦନକାନନର ନୂଆ ରୋପ୍ ୱେର ବି ଶିଳାନ୍ୟାସ ହେବ । ୧୮ ମାସ ପରେ ପର୍ଯ୍ୟଟକ ଏହାର ଅନୁଭୂତି ନେଇପାରିବେ । ୧୩ କୋଟି ଟଙ୍କା ବ୍ୟୟରେ ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ରୋପ୍ ୱେର ମୁଖ୍ୟ ଷ୍ଟେସନ୍ ଟଏ ଟ୍ରେନ୍ ଓ ବୋଟ୍ ଘାଟ ମଝିରେ ରହିବ । ବଟାନିକାଲି ପାର୍କ ପାଖରେ ରହିବ ଦ୍ୱିତୀୟ ଷ୍ଟେସନ । ଫଳରେ ଯାତ୍ରୀମାନେ ଚିଡ଼ିଆଖାନାରୁ କାଞ୍ଜିଆ ହ୍ରଦ ଉପର ଦେଇ ବଟାନିକାଲ ଗାର୍ଡେନକୁ ସୁବିଧାରେ ଯାଇପାରିବେ । ପ୍ରାରମ୍ଭିକ ଭାବେ ରୋପ୍ ୱେ ଟିକେଟ୍ ମୂଲ୍ୟ ୯୫ ଟଙ୍କା ରହିବ ।