• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tarang Tv

Tarang has announced to launch of their dual mega serials
Tarang: ଆସୁଛି ତରଙ୍ଗର ଦୁଇ ମେଗା ସିରିୟଲ୍; କହିବ ନିଆରା ପ୍ରେମ କାହାଣୀ

ଆସୁଛି ତରଙ୍ଗର ଦୁଇ ମେଗା ସିରିୟଲ୍। ଏହି ଦୁଇ ସିରିୟଲ୍ ମହିଳାକେନ୍ଦ୍ରୀକ ହୋଇଥିବା ବେଳେ ଏଥିରେ ଦର୍ଶକଙ୍କୁ ମିଳିବ ଭରପୂର ପ୍ରେମ କାହାଣୀ। ଆସନ୍ତୁ ଜାଣିବା କେବେ ଓ କେଉଁ ସମୟରେ ଦର୍ଶକ ଏହାକୁ ଦେଖିବାର ସୁଯୋଗ ପାଇବେ।

Web Series Chhadapatra Start Streaming
Tarang Plus: ଦର୍ଶକଙ୍କ ଅପେକ୍ଷାର ଅନ୍ତ; ଷ୍ଟ୍ରିମିଙ୍ଗ୍ ହେଲା ‘ଛାଡ଼ପତ୍ର’

ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ସେମାନଙ୍କ ପ୍ରିୟ ନାୟକ ଜଗଜିତ୍ ଓ ନାୟିକା ଶ୍ରଦ୍ଧାଙ୍କ ଅଭିନୀତ ୱେବ୍ ସିରିଜ୍ ‘ଛାଡ଼ପତ୍ର’ ଷ୍ଟ୍ରିମିଙ୍ଗ୍ ହୋଇଛି। ଦର୍ଶକମାନେ ଏହାକୁ ଏବେ ‘ତରଙ୍ଗ ପ୍ଲସ୍‌’ରେ ଦେଖିପାରିବେ। ଚ୍ୟାନେଲ୍ ଏହାର ପ୍ରଥମ ସିଜିନ୍‌ରେ ୬ଟି ଏପିସୋଡ୍ ରିଲିଜ୍ କରିଛି।

The second trailer of 'Chhadapatra' was released
Tarang Plus: ରିଲିଜ୍ ହେଲା ‘ଛାଡପତ୍ର’ର ଦ୍ୱିତୀୟ ଟ୍ରେଲର୍; ଲୋକେ କହିଲେ…

ରିଲିଜ୍ ହୋଇଛି ‘ତରଙ୍ଗ ପ୍ଲସ୍‌’ର ନୂଆ ୱେବ୍ ସିରିଜ୍ ‘ଛାଡପତ୍ର’ର ଦ୍ୱିତୀୟ ଟ୍ରେଲର୍। ଏଥିରେ ସିରିଜ୍‌ର ଝାପ୍‌ସା ଛୁଙ୍କ ଦିଆଯାଇଛି। ଦେଖିଲେ ପୂରା କାହାଣୀ ଦେଖିବାକୁ ଉତ୍ସାହ ବଢିଯିବ।

Tarang Plus new web series Chhadapatra streaming on may 9
Tarang Plus: ରିଲିଜ୍ ହେଲା ‘ଛାଡ଼ପତ୍ର’ର ଟ୍ରେଲର୍: ଜାଣନ୍ତୁ କେବେ ହେବ ଷ୍ଟ୍ରିମିଙ୍ଗ୍

ରିଲିଜ୍ ହୋଇଛି ତରଙ୍ଗପ୍ଲସ୍‌ର ନୂଆ ୱେବ୍‌ସିରିଜ୍ ‘ଛାଡ଼ପତ୍ର’ର ଟ୍ରେଲର୍। ଟ୍ରେଲର୍‌ରେ ହିରୋଙ୍କ ଜବରଦସ୍ତ ଏଣ୍ଟ୍ରୀ ଆଉ ଦମଦାର ଡାଏଲଗ୍ ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି। ବିବାହ ଆଉ ବିଚ୍ଛେଦର କାହାଣୀକୁ ନେଇ ଆସୁଛି ଏହି ସିରିଜ୍।

Odia Web Series Chhadapatra Teaser released
TarangPlus: ରିଲିଜ୍ ହେଲା ଟିଜର୍: ବିବାହ-ବିଚ୍ଛେଦର କାହାଣୀ କହିବ ‘ଛାଡ଼ପତ୍ର’

ବିବାହ ଓ ବିଚ୍ଛେଦର କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ‘ତରଙ୍ଗ ପ୍ଲସ୍‌’ର ନୂଆ ସିରିଜ୍ ‘ଛାଡ଼ପତ୍ର’। ଏହାର ଟିଜର୍ ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଛି। ଲୋକେ ଏହାକୁ ଖୁବ ପ୍ରଶଂସା କରୁଛନ୍ତି।

Tarang TV new theme song Ama ranga odia ama dhanga odia
‘ତରଙ୍ଗ’ର ନୂଆ ଥିମ୍ ସଙ୍ଗ୍‌ “ଆମ ରଙ୍ଗ ଓଡ଼ିଆ… ଆମ ଢଙ୍ଗ ଓଡ଼ିଆ…”

ଓଡ଼ିଆ ନୂଆବର୍ଷରେ ନୂଆ ରୂପରେ ଆସିଲା, ଓଡ଼ିଶାର ନମ୍ବର-୧ ମନୋରଂଜନ ଚ୍ୟାନେଲ୍ ‘ତରଙ୍ଗ’ର ଥିମ୍ ସଂଗ୍- ଆମ ରଙ୍ଗ ଓଡ଼ିଆ.. ଆମ ଢଙ୍ଗ ଓଡ଼ିଆ। ଚ୍ୟାନେଲ୍‌ର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏହି ଗୀତଟି ପୋଷ୍ଟ ହୋଇଥିବା ବେଳେ ଏହାକୁ ଭରପୂର ଦର୍ଶକୀୟ ଆଦର ମିଳୁଛି।

TarangCineFlix
ଆଞ୍ଚଳିକ ସିନେମାରେ ଆସିଛି ନୂଆଯୁଗ: ଅମୋଲ ପାଲେକର୍

ଓଡ଼ିଆ ନୁହେଁ, ବିଭିନ୍ନ ଭାରତୀୟ ଭାଷାର ସିନେମା ଶିଳ୍ପରେ ଯେ ଏକ ନୂଆ ଯୁଗର ଅୟମାରମ୍ଭ ହୋଇଛି ଏବଂ ତାହା ଆଗକୁ ଅଭିବୃଦ୍ଧିର ଆହୁରି ଅନେକ ପାହାଚ ଚଢ଼ିବାକୁ ଯାଉଛି, ତାହା ପ୍ରମାଣିତ ହୋଇଥିଲା ତରଙ୍ଗ ସିନେଫ୍ଲିକ୍ସ-୨୦୨୩ରେ ।

TarangCineFlix
ଆଞ୍ଚଳିକ ସିନେମାରେ ଆସିଛି ନୂଆଯୁଗ: ଅମୋଲ ପାଲେକର୍

ଓଡ଼ିଆ ନୁହେଁ, ବିଭିନ୍ନ ଭାରତୀୟ ଭାଷାର ସିନେମା ଶିଳ୍ପରେ ଯେ ଏକ ନୂଆ ଯୁଗର ଅୟମାରମ୍ଭ ହୋଇଛି ଏବଂ ତାହା ଆଗକୁ ଅଭିବୃଦ୍ଧିର ଆହୁରି ଅନେକ ପାହାଚ ଚଢ଼ିବାକୁ ଯାଉଛି, ତାହା ପ୍ରମାଣିତ ହୋଇଥିଲା ତରଙ୍ଗ ସିନେଫ୍ଲିକ୍ସ-୨୦୨୩ରେ ।

taranga plus web series in OTT platform
ଏଥର ପୂଜାରେ ମେଢ ଦୁଲୁକିବ, ତରଙ୍ଗ ପ୍ଲସରେ ମନୋରଞ୍ଜନ ଜମିବ

ପୂଜା ବଜାରରେ ଧମାକା ଆଣିଛି ତରଙ୍ଗ ପ୍ଲସ। ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସରେ ପ୍ରସାରିତ ୱେବ ସିରିଜ ଏଥର ଦର୍ଶକଙ୍କ ମନ କିଣି ନେଇଛି। ଗୋଟିଏ ପରେ ଗୋଟିଏ ହିଟ୍‌ ସିରିଜ ଭେଟି ଦେଉଛି ତାହା ପୁଣି ସୁଲଭ ପ୍ରାଇସ୍‌ରେ। ୨ ବର୍ଷର କୋଭିଡ କଟକଣା ପରେ ଏଥର ପୂଜାରେ ସାହି ସାହିରେ ମେଢ ଦୁଲୁକିବ ତା ସହ ତରଙ୍ଗ ପ୍ଲସରେ ମନୋରଞ୍ଜନ ବି ଜମିବ।

Special story
ରକ୍ତାକ୍ତ ସଂଘର୍ଷର ଗାଥା . .ତରଙ୍ଗ ପ୍ଲସର ନୂଆ ୱେବସିରିଜ ରକ୍ତତୀର୍ଥର ଟିଜର ରିଲିଜ...

ଦ୍ୱିତୀୟ ଜାଲିଓ୍ୱାନାଓ୍ୱାଲାବାଗ୍ କୁହାଯାଉଥିବା ଭଦ୍ରକର ଇରମ୍ ପୀଠରେ ସହିଦଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

RaktaTirtha
ବର୍ବରତାର କାହାଣୀ କହିବ ‘ରକ୍ତତୀର୍ଥ’

୨୮ ସେପ୍ଟେମ୍ବର ୧୯୪୨।  ସାରା ଭାରତକୁ ଦୋହଲାଇ ଦେଇଥିଲା ଭଦ୍ରକ ବାସୁଦେବପୁରର ଇରମ୍। ଇଂରେଜଙ୍କ ବିରୋଧରେ ସ୍ୱର ଉଠାଇଥିବା ଓଡ଼ିଆ ପୁଅ ନିଜ ମାଟି ମାଆ ପାଇଁ ଜୀବନ ଉତ୍ସର୍ଗ କରି ଦେଇଥିଲେ।

Taranga New Seriel Gouri coming soon
ଏଇ ରଜରେ ‘ତରଙ୍ଗ’ର ନୂଆ ଭେଟି ‘ଗୌରୀ’

‘ଗୌରୀ’ ଏକ ଗାଉଁଲି ଚୁଲୁବୁଲି ଝିଅର କାହାଣୀ। ଗାଁ ପରିବେଶରୁ ଆସି ସାଜିଛି ବଡ ଘରର ବୋହୂ। ଯୁବପିଢିଙ୍କୁ ଆଖିରେ ରଖି ପ୍ରସ୍ତୁତ ହୋଇଥିବା ଏହି ଧାରାବାହିକ ସସ୍‌ପେନ୍ସ ଥ୍ରୀଲରରେ ପରିପୂର୍ଣ୍ଣ ହୋଇଥିବା ବେଳେ ରହିଛି ଏକ ନିଆରା ପ୍ରେମ କାହାଣୀ। ଜାଣନ୍ତୁ କେବେ ଓ କେତେବେଳେ ଦେଖିବାକୁ ମିଳିବ।

Asha॥ New Mega Serial ।Tarang TV ॥Know Details
ଫୁଲରେ ମହକରେ ମହକୁଛି ଆଶାଙ୍କ ଘର, ଫୁଲରେ ସଜେଇ ହୋଇଗଲାଣି ପୂରା ଘର

ମନରେ ପୂଳାଏ ସ୍ୱପ୍ନ ରହିଛି। ରାସ୍ତା ଲମ୍ବା ଜାଣି ବି ହାର ମାନିନାହାନ୍ତି ବରଂ ନିଜକୁ ସଫଳ କରିବାକୁ ଚେଷ୍ଟା କରୁଛନ୍ତି...ଦେଖନ୍ତୁ କେମିତି ସଂଘର୍ଷ କରି ଚାଲିଛନ୍ତି “ଆଶା”

Asha
ଜଣେ ସାଧାରଣ ଗୃହିଣୀଙ୍କ ଅସାଧାରଣ କାହାଣୀ, ଜାନୁଆରୀ ୨୪ରୁ ତରଙ୍ଗର ନୂଆ ଉପହାର ‘ଆଶା’

ଆଶା ଟାହିଟାପରାର ଶିକାର ହେଉଛନ୍ତି । ଅଟ୍ଟହାସ୍ୟ ବି ନୀରବରେ ସହୁଛନ୍ତି । ତାଙ୍କ ହୃଦୟ ବଡ । କାରଣ ସେ ଚାହୁଁ ନାହାନ୍ତି ତାଙ୍କ ପରିବାରରେ ଅଶାନ୍ତି ହେଉ । ଏଇମିତି ଏକ ପାରିବାରିକ କାହାଣୀ ‘ଆଶା’ ଖୁବଶୀଘ୍ର ଆସୁଛି ତରଙ୍ଗ ଟିଭିରେ ।

Tarang TV To Air New Serial 'Srimandir' From Aug 30
ଐତିହାସିକ ଧାରାବାହିକ ଶ୍ରୀମନ୍ଦିରର ଟାଇଟଲ ସଙ୍ଗ୍।

ଐତିହାସିକ ଧାରାବାହିକ ଶ୍ରୀମନ୍ଦିରର ଟାଇଟଲ ସଙ୍ଗ୍। ବିନା ବାଦ୍ୟଯନ୍ତ୍ରରେ ପ୍ରସ୍ତୁତ ହୋଇଛି ଧାରାବାହିକର ଶୀର୍ଷକ ଗୀତ। ଗୀତରେ କଣ୍ଠଦାନ କରିଛନ୍ତି ୧୫ ଜଣ କଣ୍ଠଶିଳ୍ପୀ।

Tarang
କଟକଣା ଭିତରେ ତରଙ୍ଗର ସିରିଏଲ ସୁଟିଂ ଆରମ୍ଭ, କଳାକାର-ଦର୍ଶକ ଆଶ୍ୱସ୍ତ

ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତି ଫେରିନଥିଲେ ବି ଧିରେ ଧିରେ ଅଣ୍ଟା ଶଳଖିବାକୁ ଚେଷ୍ଟା କରୁଛି ମନୋରଂଜନ ଦୁନିଆ । କରୋନା କଟକଣା କୋହଳ ହେବା ପରେ ଗାଇଡ୍‌ଲାଇନ୍‌ ମାନି ଚାଲିଛି ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ତରଙ୍ଗର ସିରିଏଲ ସୁଟିଂ

Tarang
କଟକଣା ଭିତରେ ତରଙ୍ଗର ସିରିଏଲ ସୁଟିଂ ଆରମ୍ଭ, କଳାକାର-ଦର୍ଶକ ଆଶ୍ୱସ୍ତ

ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତି ଫେରିନଥିଲେ ବି ଧିରେ ଧିରେ ସାଷ୍ଟମ ହେବାକୁ ଚେଷ୍ଟା କରୁଛି ମନୋରଂଜନ ଦୁନିଆ । କରୋନା କଟକଣା କୋହଳ ହେବା ପରେ ଗାଇଡ୍‌ଲାଇନ୍‌ ମାନି ଚାଲିଛି ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ତରଙ୍ଗର ସିରିଏଲ ସୁଟିଂ ।