• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Subash Singh

Subash Singh
ମେୟର ସୁବାସ ସିଂଙ୍କ ଅଫିସିଆଲ୍ ଫେସବୁକ୍ ପେଜ୍ ହ୍ୟାକ୍ !

ଗତକାଲିଠୁ ସେ ଫେସବୁକକୁ ବ୍ୟବହାର କରିପାରୁନାହାନ୍ତି। ଏନେଇ ସେ ସାଇବର୍ କ୍ରାଇମରେ ଅଭିଯୋଗ ଦେଇଛନ୍ତି ।

Subash Singh
ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କଟକ ନବନିର୍ବାଚିତ ମେୟର ସୁବାସ ସିଂହ । କଟକ ମେୟର ନିର୍ବାଚିତ ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂହ ।

Subash Singh
BJDରେ ସାମିଲ ପୂର୍ବରୁ କେଉଁଠି ଥିଲେ ସୁବାସ ? କେମିତି ପହଞ୍ଚିଲେ ପାୱାର କରିଡରରେ ? ଜାଣନ୍ତୁ..

କଟକ ମହାନଗର ନିଗମ ପୌର ନିର୍ବାଚନରେ ବିଜେଡିର ମେୟର ପ୍ରାର୍ଥୀ ହୋଇଛନ୍ତି ସୁବାସ ସିଂହ । ଜଣେ ଶ୍ରମିକ ନେତା ଭାବେ ଜଣାଶୁଣା ସୁବାସ ଏବେ ରାଜ୍ୟସଭାରେ ବିଜେଡି ସାଂସଦ ଅଛନ୍ତି । ନଜର ପକାନ୍ତୁ ତାଙ୍କର କ୍ୟାରିଅର୍ ଉପରେ ।

Subash Singh
ଭର୍ତ୍ତୃହରିଙ୍କ ମନ୍ତବ୍ୟକୁ ସୁବାସ ସିଂହଙ୍କ ସମାଲୋଚନା

କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତୀ ଉଚ୍ଚତାକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ଏହି ପ୍ରସଙ୍ଗରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ସୁବାସ ସିଂହ ସମାଲୋଚନା କରିଛନ୍ତି । ପ୍ରଥମେ ଦେବାଶିଷ ସାମନ୍ତରାୟ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିଥିବା ବେଳେ ଏବେ ସୁବାସ ସିଂହ ମଧ୍ୟ ବିରୋଧ କରିଛନ୍ତି ।