• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Smart School Yojna

Smart School
ଆମ କ୍ଲାସରେ ସାପ, ବେଙ୍ଗ ବାହାରୁଛି.. ଇଏ କଣ ସ୍ମାର୍ଟ ସ୍କୁଲ ?

ବାହାର ଚକାଚକ୍.. ଭିତର ଫମ୍ପା.. ୟାକୁ କଣ କୁହନ୍ତି ସ୍ମାଟ୍ ସ୍କୁଲ୍ !

Smart School
ସ୍ମାର୍ଟ ସ୍କୁଲର ସ୍ମାର୍ଟ ବ୍ୟବସ୍ଥା ! ଛାତରୁ ପାଣି ଗଳିବାରୁ ଭାସିଲା ଶ୍ରେଣୀଗୃହ

ନରସିଂହପୁର ଅନନ୍ତନାରାୟଣ ଉଚ୍ଚବିଦ୍ୟାଳୟ ସ୍କୁଲ ଛାତରୁ ପାଣି ଗଳି ଭାସିଲା ଶ୍ରେଣୀଗୃହ ।

Smart School Yojna
ବିରୋଧୀ କହିଲେ ପୁରୁଣା ଘରେ ରଙ୍ଗ ମାରି ସ୍ମାର୍ଟ ସ୍କୁଲ କହୁଛନ୍ତି ମୁଖ୍ୟମନ୍ତ୍ରୀ !

ସ୍ମାର୍ଟ ସ୍କୁଲ ଆଉ ସ୍ମାର୍ଟ କ୍ଲାସ୍‌ ଆଉ ତା’ସାଙ୍ଗକୁ ପିଲାଙ୍କୁ ସ୍ମାର୍ଟ ପାଠପଢା । ସ୍କୁଲର ବାହାର କାନ୍ଥ ଚକାଚକ ଥିବା ବେଳେ କ୍ଲାସ୍‌ରୁମ୍‌ରେ ପଡିଛି ଧାଡିକି ଧାଡି ଚେୟାର । କିନ୍ତୁ ଖାଲି ରହିଛି ଶିକ୍ଷକଙ୍କ ପଦବୀ । ତେବେ ନିର୍ବାଚନ ନେଇ ସ୍ମାର୍ଟ ସ୍କୁଲ ଉଦଘାଟନରେ ମାତିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପିଲାଙ୍କ ଭବିଷ୍ୟତ ସରକାର କେତେ ଦୂର ସଚେତନ, ତାହା ଆପଣ ଦେଖନ୍ତୁ ।