ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ : ସ୍ୱର୍ଣ୍ଣ ଜିତିଲେ ହୀନା ସିଦ୍ଧୁ Apr 10, 2018 ଗୋଲ୍ଡ କୋଷ୍ଟ : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୁଟର୍ ହୀନା ସିଦ୍ଧୁଙ୍କୁ ସ୍ୱର୍ଣ୍ଣପଦକ। ଆଜି ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ସେ ଗୋଲ୍ଡ…