• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Security Guard

Francis Xavier Minz
ପୁଅ କୋଟିପତି କ୍ରିକେଟର୍... ଏବେବି ସିକ୍ୟୁରିଟି ଗାର୍ଡ ଅଛନ୍ତି ବାପା

ସବୁ କ୍ରିକେଟର ବିମାନବନ୍ଦର ବାହାରକୁ ଆସିବାର ମୁଁ ଦେଖେ। ହେଲେ ମୋତେ କେହି ଦୃଷ୍ଟି ଦିଅନ୍ତି ନାହିଁ। ସେମାନେ ମୋତେ ଦେଖିବେ ବା କାହିଁକି? ମୁଁ ସାମାନ୍ୟ ସିକ୍ୟୁରିଟି ଗାର୍ଡ।

Bike Loot
ଗାଡ଼ି ଜଗିଥିବା ସିକ୍ୟୁରିଟି ଗାର୍ଡଙ୍କ ଗାଡ଼ି ଚୋରି, ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ

ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଗାଡ଼ି ଜଗିଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ଗାଡ଼ି ଚୋରିକୁ ନେଇ ବଲାଙ୍ଗିରରେ ଚର୍ଚ୍ଚା।

Security guard
ଜଣାପଡ଼ୁନି କାରଣ, କାହିଁକି ବାପାଙ୍କ ପିସ୍ତଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲା ପୁଅ

ମାଡିକେରି ଜିଲ୍ଲାର ମୁକୋଡାଲୁ ଗାଁର ୧୯ ବର୍ଷୀୟ ଯୁବକ ବିଷ୍ଣୁ ଉଥାପା ନିଜ ବାପାଙ୍କ ବନ୍ଦୁକରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

security guard attacked
ରାଜଧାନୀ ଅପରାଧୀଙ୍କ ଚରାଭୂଇଁ ? ଲୁଟ୍ ଉଦ୍ଦେଶ୍ୟରେ ହଣାକଟା, ଡକାୟତ ଗ୍ୟାଙ୍ଗର ୩ ଗିରଫ

ଲୁଟ୍ ଉଦ୍ଦେଶ୍ୟରେ ଆସି ବିଫଳ ହେବାରୁ ଆକ୍ରମଣ କରିଥିବା ଜଣାପଡିଛି । ସବୁଦିନ ପରି ଡ୍ୟୁଟି କରୁଥିବା ବେଳେ ହଠାତ୍ ୩ ଜଣ ଦୁର୍ବୃତ୍ତ ସିକୁରିଟି ଗାର୍ଡଙ୍କୁ ପାଣି ମାଗିଥିଲେ ।

VIMSAR
ବୁର୍ଲା ଭୀମସାରରେ ଉତ୍ତେଜନା; ଡାକ୍ତରୀ ଛାତ୍ର-ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ

କୌଣସି କାରଣକୁ କେନ୍ଦ୍ର କରି ଜଣେ PG ଛାତ୍ର ଓ ଜଣେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ସୁରକ୍ଷା କର୍ମୀ ଜଣକ ଆହତ ହୋଇଥିଲେ ।

Jogibhogra railway bridge
ଡ୍ୟୁଟିକୁ ନେଇ ସହଯୋଗୀକୁ ହତ୍ୟା; ପରେ ଥାନାରେ ଆତ୍ମସମର୍ପଣ କଲା ସିକ୍ୟୁରିଟି ଗାର୍ଡ

ବୌଦ୍ଧ ଜିଲ୍ଲା ଖୁଣ୍ଟିଆପଡ଼ା ଯୋଗୀ ଭୋଗୋରା ରେଲୱେ ବ୍ରିଜ ଠାରେ ରାଉତ ବାହାଲ ଗାଁର ରଞ୍ଜନ ପ୍ରଧାନଙ୍କୁ ଟାଙ୍ଗିଆରେ ହତ୍ୟା କରାଯାଇଛି । ପରେ ଖୁଣ୍ଟିଆପଡ଼ାର ପ୍ରକାଶ ବେହେରା ବସ୍‌ରେ ଯାଇ ପୁରୁଣା କଟକ ଥାନାରେ ଆତ୍ମସମର୍ପଣ କରିଛି ।

Special story
ରକ୍ଷକ ସାଜିଲା ଭକ୍ଷକ ! ପ୍ରେମିକାକୁ ବାହା ହେବାକୁ ଏଟିଏମ୍‌ରୁ ୨୦ ଲକ୍ଷ ଲୁଟିନେଲା ସିକ୍ୟୁରିଟି ଗାର୍ଡ

ନିଜେ ଜଗୁଆଳୀ ହିଁ ଲୁଟିନେଲେ ଟଙ୍କା । ନଭେମ୍ବର ୧୭ ତାରିଖ ସନ୍ଧ୍ୟା ୭.୫୦ରୁ ୮.୨୦ ମଧ୍ୟରେ ଅଭିଯୁକ୍ତ ଏଟିଏମରୁ ଟଙ୍କା ଚୋରି କରି ନେଇଛି ।

 Security Guard Injection To Patient Angul
ଡାକ୍ତର ନୁହଁନ୍ତି, ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ସିକ୍ୟୁରିଟି ଗାର୍ଡ; ଭିଡିଓ ଭାଇରାଲ୍‌

ଡାକ୍ତର ନୁହଁନ୍ତି, ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ସିକ୍ୟୁରିଟି ଗାର୍ଡ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡ଼ିଓଟି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବୋଲି କୁହାଯାଉଛି।