• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Riteish Deshmukh Father

ritesh
ବାପାଙ୍କ ଜନ୍ମଦିନରେ ହୃଦୟକୁ ଆନ୍ଦୋଳିତ କଲା ଭଳି ଭିଡିଓ ଶେୟାର କଲେ ବଲିଉଡ୍‌ ଷ୍ଟାର୍‌ ରିତେଶ ଦେଶମୁଖ

ମୁମ୍ବାଇ: ସୋସିଆଲ ମିଡିଆରେ ହୃଦୟକୁ ଆନ୍ଦୋଳିତ କଲା ଭଳି ଭିଡିଓ ଶେୟାର କରିଛନ୍ତି ଅଭିନେତା ରିତେଶ ଦେଶମୁଖ। ନିଜ ପିତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଲାସରାଓ ଦେଶମୁଖଙ୍କ ଆଜି ୭୫ତମ ଜୟନ୍ତୀ। ଆଉ ଏହି ଅବସରରେ ସୋସିଆଲ ମିଡିଆରେ ସେ ଭାବବିହ୍ୱଳ ଭିଡିଓ ପୋଷ୍ଟ କରିଛନ୍ତି। ଭଡିଓରେ ବାପାଙ୍କର ଭଲପାଇବା ଶ୍ନେହଁକୁ ଖୁବ୍ ମନେ ପକାଇ ଭାବପ୍ରବଣ ହୋଇଛି ରିତେଶ। ବଲିଉଡ ସିଙ୍ଗର ସୋନୁ ନିଗମଙ୍କ ଏକ ଗୀତରେ ସେ ଏହି ଭିଡିଓ ଶୁଟ୍ କରିଛନ୍ତି। […]