ସରିଲା ରଥଯାତ୍ରା, ନୀଳାଦ୍ରି ବିଜେ କଲେ ଶ୍ରୀଜିଉ Jul 15, 2019 ପୁରୀ : କୋଟି ହୃଦୟର ଦେବତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅନ୍ତିମ ଲୀଳାଖେଳା। ସନ୍ଧ୍ୟାଧୂପ ନୀତି ପରେ ନୀଳାଦ୍ରି ବିଜେ କରିଛନ୍ତି ଶ୍ରୀଜିଉ। ନୀଳାଦ୍ରି…
ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଲା ହେରାପଞ୍ଚମୀ ନୀତି , ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ Jul 9, 2019 ପୁରୀ : ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର। ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯିବ।…
ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ଚକ ଭାଙ୍ଗିବେ ଅଭିମାନୀ ଲକ୍ଷ୍ମୀ Jul 8, 2019 ପୁରୀ: ଶ୍ରୀମନ୍ଦିରର ରତ୍ନବେଦୀ ଛାଡି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରେ କରୁଛନ୍ତି ଲୀଳାଖେଳା। ସାଙ୍ଗରେ ଭାଇଭଉଣୀଙ୍କୁ ଧରି ଆସିଲେ। ହେଲେ ମହାଲକ୍ଷ୍ମୀଙ୍କୁ…
ଆଡ଼ପ ମଣ୍ଡପରେ ଶ୍ରୀଜିଉ, ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ଠାକୁର Jul 6, 2019 ପୁରୀ : ଆଡ଼ପ ମଣ୍ଡପରେ ଶ୍ରୀଜିଉ। ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏନେଇ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଜନସମାଗମ ।…
ରଙ୍ଗବେରଙ୍ଗ ଫୁଲରେ ଝଟକୁଛି ନୀଳାଚଳ ଧାମ ; ଶ୍ରୀମନ୍ଦିର ଫୁଲସଜ୍ଜାକୁ ନେଇ ଚାରିଆଡେ ଚର୍ଚ୍ଚା Jul 5, 2019 ପୁରୀ : ନବବଧୂ ଭଳି ସଜେଇ ହୋଇଛି ନୀଳକନ୍ଦର। ରଙ୍ଗବେରଙ୍ଗ ଫୁଲରେ ଝଟକୁଛି ନୀଳାଚଳ ଧାମ। ମହମହ ବାସ୍ନାରେ ମହକୁଛି ଚତୁର୍ଦ୍ଦିଗ। ପୂର୍ବରୁ ପଥର ଦେହରେ…
ଗୋଟି ପହଣ୍ଡିରେ ଝୁଲି ଝୁଲି ଜନ୍ମବେଦୀକୁ ଯାଉଛନ୍ତି ଶ୍ରୀଜିଉ Jul 5, 2019 ପୁରୀ : ରଥାରୁଢ଼ ଠାକୁରଙ୍କ ଆଡ଼ପ ମଣ୍ଡପ ବିଜେ। ଗୋଟି ପହଣ୍ଡିରେ ଝୁଲି ଝୁଲି ଜନ୍ମବେଦୀକୁ ଯାଉଛନ୍ତି ଶ୍ରୀଜିଉ। ପ୍ରଥମେ ରାମକୃଷ୍ଣ, ମଦନ ମୋହନ…
ରଥ ଚକ ଭାଙ୍ଗିଯିବାରୁ ବାଉଁଶରେ ବୁହା ହେଲେ ତିନି ଠାକୁର Jul 4, 2019 ଯାଜପୁର : ରଥଚକ ଭାଙ୍ଗିଯିବାରୁ ବାଉଁଶରେ ବୁହା ହେଲେ ତିନି ଠାକୁର। ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ବ୍ୟାସ ସରୋବର ଜଗନ୍ନାଥ ମନ୍ଦିରରେ। ରଥ…
ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ ଛେରା ପହଁରା କଲେ ଧର୍ମେନ୍ଦ୍ର Jul 4, 2019 ନୂଆଦିଲ୍ଲ/ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ଥିବା ହୌଜ୍ ଖାସ୍ସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ…
ରାଜ୍ୟର ବିଭିନ୍ନ ସ୍ଥାନରେ ଆନନ୍ଦଉଲ୍ଲାସର ସହ ରଥଯାତ୍ରା ପାଳିତ Jul 4, 2019 ଭୁବନେଶ୍ୱର : ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ବେଶ୍ ଆନନ୍ଦଉଲ୍ଲାସର ସହ ପାଳିତ ହୋଇଛି ରଥଯାତ୍ରା। ବାରିପଦାରେ ଆଜି ତିନି ରଥରେ ତିନିଠାକୁରଙ୍କୁ ପହଣ୍ଡି…
ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦେଖିବାକୁ ଅପେକ୍ଷାରେ ଭକ୍ତ Jul 3, 2019 ପୁରୀ : ପୁଣି ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ। ରାତି ପାହିଲେ ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ସର୍ବଶ୍ରେଷ୍ଠ ରଥଯାତ୍ରା ହେବ। ଏଥିପାଇଁ…