• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pubg

Love Story
ଏମିତି ବି ହୁଏ...ପ୍ରେମ ପାଇଁ ସୀମା ଡେଇଁଲେ ‘ସୀମା’

PUBG ଖେଳୁ ଖେଳୁ ହୋଇଗଲା ପ୍ରେମ । ଏମିତିକି ପ୍ରେମିକକୁ ପାଇବା ପାଇଁ ବର୍ଡର ପାର୍‌ କରିଗଲେ ମହିଳା ।

Minor Boy Killed His Mother & Three Siblings
‘ପବ୍‌ଜୀ’ ପାଇଁ ପୁରା ପରିବାର ସଫା: ମା’ ଓ ଭାଇ,ଭଉଣୀଙ୍କୁ ଗୁଳି କରି ହତ୍ୟା କଲା ନାବାଳକ

‘ପବ୍‌ଜୀ’ ପାଇଁ ପୁରା ପରିବାର ସଫା। ଜଣେ ୧୪ ବର୍ଷୀୟ ନାବାଳକ ‘ପବ୍‌ଜୀ’ ଗେମ୍‌ ପ୍ରଭାବରେ ଆସି ନିଜ ମା’, ଭାଇ ଓ ୨ ନାବାଳିକା ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି।

Pubg
ପବ୍‌ଜୀ ନେଲା ଆଉ ଏକ ଜୀବନ

ମୋବାଇଲ୍ ଆତଙ୍କ। ପବ୍‌ଜୀ ନେଲା ଆଉ ଏକ ଜୀବନ। ଗେମ୍‌ ଖେଳୁ ଖେଳୁ ଚିତ୍କାର କଲେ ଯୁବକ। ପରେ ହୋଇଗଲା ମୃତ୍ୟୁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଶୋକାକୁଳ ପରିବେଶ। ଆଜିକାଲି ଯୁବପିଢି ବିଶେଷ କରି ବଢୁଥିବା ପିଲାମାନଙ୍କ ଉପରେ ପବ୍‌ଜୀ ଗେମ୍‌ର ନିଶା ଏଭଳି ଚଢିଛି ଯେ ନିଜ ଜୀବନକୁ ମଧ୍ୟ ଖାତିର୍ ନାହିଁ। ମୋବାଇଲ୍ ପବଜୀ ମଧ୍ୟ ପ୍ରଦେଶର ଦେୱାସ ଅଞ୍ଚଳର ୧୮ ବର୍ଷ ଯୁବକର ଜୀବନ ନେଇଛି। ମୃତକ ନାମ ଦୀପକ ବୋଲି କୁହାଯାଉଛି।

PUBG mobile
ପବ୍‌ଜି ପାଇଁ ମା'ଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରୁ ପଳାଇଲେ ବାଳକ

ସ୍ଥାନୀୟ ପୋଲିସ୍ ଅଧକାରୀଙ୍କ କହିବାନୁସାରେ କିଶୋର ନିଖୋଜ ଥିବା ନେଇ ବାପା ଏମ୍ଆଇଡିସି ଥାନାରେ ଅଭିଯୋଗ କରିଥିଲେ।  କିଶୋର ମୋବାଇଲରେ ପବଜି ଖେଳି ନିଜ ମା'ର ବ୍ୟାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛି । ଏହା ଜାଣିବା ମାତ୍ରେ ତାଙ୍କ ବାପା କିଶୋରଙ୍କୁ ଗାଳି ଦେଇଥିଲେ ।