ଜଣେ ୩୦ ବଷିୟ ମହିଳା ରଞ୍ଜୁ । ଯିଏ କି ଗର୍ଭବତୀ ଥିଲେ । ତାଙ୍କ ପଡ଼ିଶା ଘରେ ରାତି ପ୍ରାୟ ୧୨ଟା ପରେ ହେବ ଡିଜେ ବାଜୁଥିଲା । ଫଳରେ ଅନ୍ୟମାନେ ବିରକ୍ତ ହେଉଥିଲେ ।
ନୟାଗଡ଼ ଫତେଗଡ଼ରେ ଘଟିଛି ଏକ ଅମାନବୀୟ କାଣ୍ଡ । ଜଣେ ଗର୍ଭବତୀଙ୍କୁ କିଛି ଲୋକ ବିଧା ଗୋଇଠା ମାରି ତାଙ୍କ ଗର୍ଭ ନଷ୍ଟ କରିଦେଇଛନ୍ତି । ଯାହା କି ସ୍ଥାନୀୟ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।