• translate

Tag: Poverty

Special Story
ନାଁକୁ ସରକାରଙ୍କ ମାଳ ମାଳ ଯୋଜନା ; ଯେଉଁଠି ମଣିଷ ରହୁଛନ୍ତି, ସେଇଠି ଗାଈ ବି ରହୁଛନ୍ତି

ଯେଉଁଠି ମଣିଷ ରହୁଛନ୍ତି, ସେଇଠି ଗାଈ ବି ରହୁଛନ୍ତି । ନୁଆଁଣିଆ ଚାଳଛପର ଘର, ଉପରେ ପଲିଥିନ ପଡ଼ିଛି । ଆଉ ଏହାରି ଭିତରେ ଏକାଠି ରହୁଛନ୍ତି ଗୋଟିଏ ପରିବାର ଓ ତାଙ୍କର ଗୃହପାଳିତ ପଶୁ । ଏଇଠି ରୋଷେଇ ହେଉଛି, ପୁଣି ବାଛୁରୀ ମଧ୍ୟ ରହୁଛି। ସରକାରଙ୍କ ମାଳ ମାଳ ଯୋଜନା ଥାଇ ମଧ୍ୟ ତାହା ଯାଉଛି କୁଆଡ଼େ?

Odisha Poverty
ଯେଉଁଠି ରହୁଛନ୍ତି ଗାଈଗୋରୁ, ସେଇଠି ରହୁଛନ୍ତି ମଣିଷ

ଖଣ୍ଡିଏ ଘର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ। କିନ୍ତୁ ଘର ଖଣ୍ଡିଏ ମିଳିଲା ନାହିଁ। ଏବେ ଯେଉଁଠି ରହୁଛନ୍ତି ମଣିଷ, ସେଇଠି ରହୁଛନ୍ତି ଗାଈଗୋରୁ। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ସରକାରଙ୍କ ସବୁ ଯୋଜନା କାହାପାଇଁ?

Father To Carry His Daughter On Shoulder
ବାପା କାନ୍ଧରେ ଝିଅ ଗଲା ଡାକ୍ତରଖାନା

ଝିଅକୁ କାନ୍ଧରେ ବସାଇ ଡାକ୍ତରଖାନା ନେଉଛନ୍ତି ବାପା । ଏ ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରୁ ଦେଖନ୍ତୁ ପୁରା ଘଟଣା...।

 Languishing In Poverty
ପ୍ରୋତ୍ସାହନ ଓ ଅର୍ଥାଭାବରୁ ବଣରେ ଝଡ଼ି ପଡ଼ୁଛି ବଣ ମଲ୍ଲୀ

ବଣରେ ମଉଳି ଯାଉଛି ବଣ ମଲ୍ଲୀ। ଅର୍ଥାଭାବରୁ ପ୍ରତିଭାର ତେଜ ବି ଘନ ଅନ୍ଧାରରେ ହଜି ଯାଉଛି। ପାଖରେ ଅନେକ ପ୍ରତିଭା ଅଛନ୍ତି, ହେଲେ କିଏ ଅର୍ଥାଭାବରୁ ହଜିଯାଉଛି ତ ଆଉ କିଏ ଆଗକୁ ବଢି ପାରୁନି। ପ୍ରତିଭା ଥିବା ସତ୍ତ୍ୱେ ଆଗକୁ ବଢିବାରେ ବାଧକ ସାଜିଛି ଅର୍ଥ।

pramila
ଏକା ହୋଇଗଲା ବଢ଼ିଲା ଝିଅ ପ୍ରମିଳା, କାନ୍ଧରେ ଭାଇଙ୍କ ବୋଝ, ଆଖିରେ ଆଖିଏ ଲୁହ

ହଠାତ୍ ଏ ସଂସାରରେ ଏକା ହୋଇଗଲା ପ୍ରମିଳା। ଛୋଟିଆ ଭାଇ ଦୁଇଟି। ନିଜର ରୋଜଗାର ବୋଲି କିଛି ନାହିଁ। ବର୍ଷା ହେଲେ ଚାଳଘର ସାରା ପାଣି। ନିଜ ଭବିଷ୍ଯତ ଓ ବାହାଘର କଥା ସେ ଆଉ ଭାବୁନି। କେବଳ ଗୋଟିଏ ଚିନ୍ତା, ଭାଇ ଦୁଇଟିକୁ କେମିତି ମଣିଷ କରିବ। କଇଁ କଇଁ ହୋଇ କାନ୍ଦି କାନ୍ଦି କହୁଛି, ଧିକ୍ ମୋ ଭଉଣୀ ପଣିଆକୁ।

sura routray
ଜଳୁଛି ସାରା ଭାରତ

'ଦାରିଦ୍ରରେ ଓଡ଼ିଶା ନମ୍ବର ୧। ଜାନକୀ ପଟ୍ଟନାୟକ ୫ମକୁ ନେଇଯାଇଥିଲେ, ଆମେ ପୁଣି ଖସି ଆସିଲେ ବିହାର ତଳକୁ। ନାରୀ ନିର୍ଯାତନାରେ ଭାରତ ଆଗରେ। ଏସବୁକୁ ନେଇ ଆମେ ଆନ୍ଦୋଳନ ଆନ୍ଦୋଳନ କରିଛି କଂଗ୍ରେସ୍।