• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Poverty

Extreme Poverty
ଆମେରିକା ଗବେଷଣା ସଂସ୍ଥାର ଦାବି, ଅତି ଗରିବୀ ସୀମାରେଖାରୁ ନିଜକୁ ମୁକ୍ତ କରିଛି ଭାରତ

ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତ ଗତ ୧୦ ବର୍ଷରେ ଗରିବୀ କମାଇବାରେ ବଡ଼ ସଫଳତା ପାଇଛି ।

NITI AAyog
ଖୁବଶୀଘ୍ର ଦେଶରୁ ହଟିବ ଗରିବୀ...୫ପ୍ରତିଶତ ତଳକୁ ଖସିଲା ଦାରିଦ୍ର୍ୟ ହାର...ରିପୋର୍ଟରେ ଖୁଲାସା

ଗ୍ରାମାଞ୍ଚଳରେ ମୁଣ୍ଡପିଛା ହାରାହାରି ଖର୍ଚ୍ଚ ୩,୭୭୩ ଟଙ୍କା ହୋଇଥିବା ବେଳେ ସହରାଞ୍ଚଳରେ ୬,୪୫୯ ଟଙ୍କା ରହିଛି।

Wealth Inequality
୧୦ ପ୍ରତିଶତଙ୍କ ପାଖରେ ଦେଶର ଅଧା, ସମ୍ପତ୍ତି ତାରତମ୍ୟ ନେଇ ଚିନ୍ତା ପ୍ରକଟ କଲା ୟୁଏନଡିପି

ଦେଶରେ ବଢ଼ି ଚାଲିଛି ସମ୍ପତ୍ତି ଅସମାନତା । ମାତ୍ର ୧୦ ପ୍ରତିଶତ ଧନୀଙ୍କ ପାଖରେ ଦେଶର ଅଧା ସମ୍ପତ୍ତି ରହିଛି ।

Odisha Rises In Nationwide Poverty Index
ଦାରିଦ୍ର୍ୟ ତାଲିକାରେ ଓଡ଼ିଶା ସ୍ଥିତି ଆହୁରି ଖରାପ, ମାଲକାନଗିରି ସବୁଠୁ ଗରିବ ଜିଲ୍ଲା

ଦାରିଦ୍ର୍ୟରେ ନବମ ସ୍ଥାନରେ ଥିବା ଓଡ଼ିଶା ଏବେ ଦେଶର ଅଷ୍ଟମ ଗରିବ ରାଜ୍ୟ। ଓଡ଼ିଶାରେ ମାଲକାନଗିରି ଜିଲ୍ଲା ସବୁଠୁ ଗରିବ ଜିଲ୍ଲା ବୋଲି ଜଣାପଡ଼ିଛି। 

UN report
ଧନୀ ହେଉଛି ଦେଶ : ଭାରତରେ କମୁଛି ଗରିବଙ୍କ ସଂଖ୍ୟା

ମିଳିତ ଜାତିସଂଘର ସଦ୍ୟତମ ରିପୋର୍ଟରେ ଅନୁସାରେ ୨୦୦୫-୦୬ରୁ ୨୦୧୯-୨୧ ମଧ୍ୟରେ ୪୧.୫ କୋଟି ଲୋକ ଦାରିଦ୍ର୍ୟକୁ ମାତ୍‌ ଦେଇଛନ୍ତି ।

Poverty Survey In Odisha
ଓଡ଼ିଶାରେ କମିବ ଗରିବୀ ! ଆରମ୍ଭ ହେଲା ସର୍ଭେ...

ରାଜ୍ୟରେ ଗରିବୀ ହାର ୨୯%ରୁ ୧୦%କୁ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୦୨୩  ମସିହା ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟର ୪ ହଜାର ୫୬ ଗ୍ରାମ ପଞ୍ଚାୟତରେ ସର୍ଭେ ହେବ।

Meritorious Daughter
ଜିଲ୍ଲା ଟପ୍ପର ହେଲା ଚାଷୀ ଘରର ଝିଅ ; ହେଲେ ଉଚ୍ଚଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ

ଆଇଏଏସ୍‌ ହେବାର ସ୍ୱପ୍ନ ଦେଖୁଛି କେନ୍ଦ୍ରାପଡ଼ାର କୁନି ଝିଅ। ମାଟ୍ରିକ୍‌ରେ ଜିଲ୍ଲା ଟପ୍ପର ବି ହେଲେ । କିନ୍ତୁ କଲେଜ୍‌ରେ ପାଠ ପଢାଇବାକୁ ବାପାଙ୍କର ନାହିଁ ସମ୍ବଳ। କଷ୍ଟେମଷ୍ଟେ ମାଟ୍ରିକ୍‌ ପର୍ଯ୍ୟନ୍ତ ପଢାଇଲେ ହେଲେ ଅଧିକ ପାଠ ପାଇଁ ଟଙ୍କା ନାହିଁ। ଝିଅର ସ୍ୱପ୍ନ ପାଇଁ ମାଆ କାନ୍ଦୁଛି ତ ବାପା ବି କାନ୍ଦୁଛନ୍ତି । ସରକାରୀ ସାହାଯ୍ୟ ମିଳିଲେ ଝିଅର ସ୍ୱପ୍ନ ପୂରଣ ହେବ ବୋଲି କହୁଛି ପରିବାର ।

Poverty
ପାଠ ପଢିବାକୁ ବହୁତ୍ ଇଚ୍ଛା ଥିଲେ ବି ପାଖରେ ଟଙ୍କା ନାହିଁ; ସାଙ୍ଗମାନେ କଲେଜ ଗଲେ କଷ୍ଟ ଲାଗୁଛି,କାନ୍ଦ ଲାଗୁଛି

ଦାରିଦ୍ର୍ୟ ଦେଉଛି ବାଧା। ମାଟ୍ରିକ୍‌ରେ ଫାଷ୍ଟ କ୍ଲାସ୍‌ ପାଇବା ପରେ ବି କଲେଜ୍‌ ଯାଇପାରୁନି ଲକ୍ଷ୍ମୀପ୍ରିୟା। ସାଙ୍ଗମାନେ କଲେଜ ଗଲେ କଷ୍ଟ ଲାଗୁଛି, କାନ୍ଦୁଛି ଲକ୍ଷ୍ମୀ। ପର ଘରେ ମାଆ ମୂଲ ଲାଗିଲେ ଘରେ ଚୁଲି ଜଳିବ, ସେଠି ଝିଅର ପାଠପଢା ଚିନ୍ତା କରିବ ବା କେମିତି? ଆପଣମାନେ ସାହାଯ୍ୟ କଲେ କଲେଜ୍ ଯାଇପାରନ୍ତା ଲକ୍ଷ୍ମୀପ୍ରିୟା..

Former Salipur Block Vice-Chairman Suffers In Poverty
କ୍ଷମତାର ଅପବ୍ୟବହାର କରିନାହାନ୍ତି ମଞ୍ଜୁଲତା, ଏବେ ସ୍ୱାମୀ ମୂଲ ଲାଗିଲେ ଚଳେ ପରିବାର

୫ ବର୍ଷ କ୍ଷମତାରେ ଥାଇ ବି ନିଜ ପାଇଁ କିଛି କରିପାରିଲେନି। ଲୋକଙ୍କ ସେବାରେ ବିତିଗଲା ସମୟ। ଆଉ ଆଜି କ୍ଷମତା ଯିବା ପରେ ବି ସମାନ ସ୍ଥିତି। ଯେତେବେଳେ କ୍ଷମତାରେ ଥିଲେ ସମସ୍ତେ ଆସୁଥିଲେ ଓ ଭଲମନ୍ଦ ପଚାରି ବୁଝୁଥିଲେ।

Covid19
କରୋନା କରିଦେଲା ଗରିବ

କରୋନା ସଂକ୍ରମଣକୁ ନେଇ ଏବେ ବି ସାରା ବିଶ୍ୱ ଚିନ୍ତାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ବିଶ୍ୱର ୫୦କୋଟିରୁ ଅଧିକ ଲୋକ କରୋନା ପାଇଁ ଦରିଦ୍ର ଭିତରକୁ ଠେଲି ହୋଇଯାଇଛନ୍ତି ।

Special Story
ନାଁକୁ ସରକାରଙ୍କ ମାଳ ମାଳ ଯୋଜନା ; ଯେଉଁଠି ମଣିଷ ରହୁଛନ୍ତି, ସେଇଠି ଗାଈ ବି ରହୁଛନ୍ତି

ଯେଉଁଠି ମଣିଷ ରହୁଛନ୍ତି, ସେଇଠି ଗାଈ ବି ରହୁଛନ୍ତି । ନୁଆଁଣିଆ ଚାଳଛପର ଘର, ଉପରେ ପଲିଥିନ ପଡ଼ିଛି । ଆଉ ଏହାରି ଭିତରେ ଏକାଠି ରହୁଛନ୍ତି ଗୋଟିଏ ପରିବାର ଓ ତାଙ୍କର ଗୃହପାଳିତ ପଶୁ । ଏଇଠି ରୋଷେଇ ହେଉଛି, ପୁଣି ବାଛୁରୀ ମଧ୍ୟ ରହୁଛି। ସରକାରଙ୍କ ମାଳ ମାଳ ଯୋଜନା ଥାଇ ମଧ୍ୟ ତାହା ଯାଉଛି କୁଆଡ଼େ?

Odisha Poverty
ଯେଉଁଠି ରହୁଛନ୍ତି ଗାଈଗୋରୁ, ସେଇଠି ରହୁଛନ୍ତି ମଣିଷ

ଖଣ୍ଡିଏ ଘର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ। କିନ୍ତୁ ଘର ଖଣ୍ଡିଏ ମିଳିଲା ନାହିଁ। ଏବେ ଯେଉଁଠି ରହୁଛନ୍ତି ମଣିଷ, ସେଇଠି ରହୁଛନ୍ତି ଗାଈଗୋରୁ। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ସରକାରଙ୍କ ସବୁ ଯୋଜନା କାହାପାଇଁ?

Father To Carry His Daughter On Shoulder
ବାପା କାନ୍ଧରେ ଝିଅ ଗଲା ଡାକ୍ତରଖାନା

ଝିଅକୁ କାନ୍ଧରେ ବସାଇ ଡାକ୍ତରଖାନା ନେଉଛନ୍ତି ବାପା । ଏ ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରୁ ଦେଖନ୍ତୁ ପୁରା ଘଟଣା...।

 Languishing In Poverty
ପ୍ରୋତ୍ସାହନ ଓ ଅର୍ଥାଭାବରୁ ବଣରେ ଝଡ଼ି ପଡ଼ୁଛି ବଣ ମଲ୍ଲୀ

ବଣରେ ମଉଳି ଯାଉଛି ବଣ ମଲ୍ଲୀ। ଅର୍ଥାଭାବରୁ ପ୍ରତିଭାର ତେଜ ବି ଘନ ଅନ୍ଧାରରେ ହଜି ଯାଉଛି। ପାଖରେ ଅନେକ ପ୍ରତିଭା ଅଛନ୍ତି, ହେଲେ କିଏ ଅର୍ଥାଭାବରୁ ହଜିଯାଉଛି ତ ଆଉ କିଏ ଆଗକୁ ବଢି ପାରୁନି। ପ୍ରତିଭା ଥିବା ସତ୍ତ୍ୱେ ଆଗକୁ ବଢିବାରେ ବାଧକ ସାଜିଛି ଅର୍ଥ।

pramila
ଏକା ହୋଇଗଲା ବଢ଼ିଲା ଝିଅ ପ୍ରମିଳା, କାନ୍ଧରେ ଭାଇଙ୍କ ବୋଝ, ଆଖିରେ ଆଖିଏ ଲୁହ

ହଠାତ୍ ଏ ସଂସାରରେ ଏକା ହୋଇଗଲା ପ୍ରମିଳା। ଛୋଟିଆ ଭାଇ ଦୁଇଟି। ନିଜର ରୋଜଗାର ବୋଲି କିଛି ନାହିଁ। ବର୍ଷା ହେଲେ ଚାଳଘର ସାରା ପାଣି। ନିଜ ଭବିଷ୍ଯତ ଓ ବାହାଘର କଥା ସେ ଆଉ ଭାବୁନି। କେବଳ ଗୋଟିଏ ଚିନ୍ତା, ଭାଇ ଦୁଇଟିକୁ କେମିତି ମଣିଷ କରିବ। କଇଁ କଇଁ ହୋଇ କାନ୍ଦି କାନ୍ଦି କହୁଛି, ଧିକ୍ ମୋ ଭଉଣୀ ପଣିଆକୁ।

sura routray
ଜଳୁଛି ସାରା ଭାରତ

'ଦାରିଦ୍ରରେ ଓଡ଼ିଶା ନମ୍ବର ୧। ଜାନକୀ ପଟ୍ଟନାୟକ ୫ମକୁ ନେଇଯାଇଥିଲେ, ଆମେ ପୁଣି ଖସି ଆସିଲେ ବିହାର ତଳକୁ। ନାରୀ ନିର୍ଯାତନାରେ ଭାରତ ଆଗରେ। ଏସବୁକୁ ନେଇ ଆମେ ଆନ୍ଦୋଳନ ଆନ୍ଦୋଳନ କରିଛି କଂଗ୍ରେସ୍।