• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Panchayat Elections

Husbands Take Oath Instead Of Elected Wives In  Madhya Pradesh Panchayat
ଅଜବ ! ! ! ସ୍ତ୍ରୀ ହେଲେ ସରପଞ୍ଚ, ସ୍ୱାମୀ ନେଲେ ଶପଥ ! ଘଟଣା ଜଣାପଡ଼ିବା ପରେ...

ଶପଥ ସମାରୋହ ଉତ୍ସବ ବିବାଦରେ ପରିଣତ ହୋଇଥିଲା। ଯେତେବେଳେ ବିଜୟୀ ଲାଭ କରିଥିବା ମହିଳା ସରପଞ୍ଚଙ୍କ ସ୍ୱାମୀ ଶପଥ ସମାରୋହକୁ ଆସିଥିଲେ ଓ ସ୍ତ୍ରୀଙ୍କ ବଦଳରେ ସେ ଶପଥ ନେଇଥିଲେ।

Symbol Conflict
ଜିତିଥିବା ପ୍ରାର୍ଥୀଙ୍କ ଚିହ୍ନକୁ ନେଇ ଦ୍ଵନ୍ଦ୍ୱ

ଶ୍ରୀ ଦାସଙ୍କ ନାମର ବର୍ଣ୍ଣମାଳା ଅନୁଯାୟୀ ନିକିତି ଚିହ୍ନ ପାଇ ପ୍ରଚାର ମୈଦାନରେ ଅବତୀର୍ଣ୍ଣ ହୋଇଥିଲେ।

HighCourt
ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ହାଇକୋର୍ଟରେ ମାମଲା

ପଞ୍ଚାୟତ ନିର୍ବାଚନ ସ୍ଥଗିତ କରିବାକୁ ହାଇକୋର୍ଟରେ ମାମଲା ଦାୟର ହୋଇଛି। ସେପଟେ ପଞ୍ଚାୟତ ନିର୍ବାଚନକୁ ୩ ମାସ ସ୍ଥଗିତ କରିବା ଲାଗି ସମସ୍ତ ବିରୋଧୀ ଦାବି କରିଛନ୍ତି।

OBC Reservation
ଥମୁନି ଓବିସି ରାଜନୀତି, ବିରୋଧୀ ଟାର୍ଗେଟରେ ସରକାର

ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦେଇ ପଂଚାୟତ ନିର୍ବାଚନ ଲାଗି ପ୍ରକାଶ ପାଇଛି ଆସନ ସଂରକ୍ଷଣ ଚିଠା ତାଲିକା। ହେଲେ ଏହି ପ୍ରସଙ୍ଗକୁ ନେଇ କିନ୍ତୁ ଥମୁନି ରାଜନୀତି।

Orissa High Court
ପ୍ରତ୍ୟାହାର ହେବ ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି : ହାଇକୋର୍ଟଙ୍କୁ ଜଣାଇଲେ ସରକାର

ବିଜ୍ଞପ୍ତି ପ୍ରତ୍ୟାହାର ସହ ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ କରାଯିବ ବୋଲି କୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର।

Reservation
ପଂଚାୟତ ନିର୍ବାଚନ ପାଇଁ ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାକୁ ନେଇ ଜୋରଦାର ପ୍ରତିବାଦ

ବରଗଡ଼ରୁ ନବରଙ୍ଗପୁର, ଝାରସୁଗୁଡ଼ାରୁ କୋରାପୁଟ । ପଂଚାୟତ ନିର୍ବାଚନ ପାଇଁ ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାକୁ ନେଇ ଜୋରଦାର ପ୍ରତିବାଦ । ସବୁ ଜିଲ୍ଲାରେ ଦାଖଲ ହୋଇଛି ପୁଳାପୁଳା ଅଭିଯୋଗ ।

Panchayati Raj Department
ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢ଼ିଲେ ରାଜ୍ୟ ସରକାର

ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢ଼ିଲେ ରାଜ୍ୟ ସରକାର। ପଞ୍ଚାୟତ ଆଇନ ସଂଶୋଧନ କାର୍ଯ୍ୟକାରୀ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ସଚିବ ଅଶୋକ କୁମାର ମୀନା ଚିଠି କରିଛନ୍ତି ।