• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pakistan

Rajnath Singh
ରାଜନାଥଙ୍କ ଫୋକସରେ 'ନାରୀଶକ୍ତି' : LOCରେ ମୁତୟନ ହେବେ ମହିଳା

ଟେରିଟୋରିଆଲ ଆର୍ମିର ମହିଳା ଅଧିକାରୀଙ୍କୁ ନିଯୁକ୍ତି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଞ୍ଜୁରୀ ।

12 cops killed in bomb blast at police station in Pakistan
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ବୋମା ପକାଇ ପୋଲିସ୍‌ ଷ୍ଟେସନ ଉଡ଼ାଇ ଦେଲେ, ୧୨ ପୋଲିସ୍‌ ମୃତ

ପାକିସ୍ତାନର ସ୍ୱାତରେ ଭୟଙ୍କର ବିସ୍ଫୋରଣ। ଏଥିରେ ୧୨ ପୋଲିସ୍‌ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।

Pakistan
ଆତଙ୍କୀ ପଞ୍ଝାରେ ପାକିସ୍ତାନ : ଆଫଗାନିସ୍ତାନ ଠାରୁ ବି ଟପିଗଲା ଦୁର୍ଦ୍ଦଶା

ଯେଉଁ ସାପକୁ ଦିନେ ଘରେ ପାଳିଥିଲା ତାହାରି ଚୋଟରେ ଆଜି ଘାଇଲା ପାକିସ୍ତାନ। ଆତଙ୍କବାଦୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ଏବେ ନିଜେ ଆତଙ୍କୀଙ୍କ ହମଲାରେ ଲହୁଲୁହାଣ । ଏନେଇ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି ।  

Pakistan
କାଙ୍ଗାଳ ହେଲାଣି ପାକିସ୍ତାନ, ମଞ୍ଚ ଉପରେ ନିଜେ କହୁଛନ୍ତି ଦେଶର ମନ୍ତ୍ରୀ !

କ୍ଷୀର ଲିଟର ୨୫୦, ଚିକେନ୍ କେଜି ୭୮୦, ମଉଳିବାରେ ଲାଗିଛି IMF ପ୍ୟାକେଜ୍ ଆଶା । ତେଣେ କାଙ୍ଗାଳ ଦେଶକୁ ଲଜ୍ଜିତ କଲା ତୁର୍କୀକୁ ରିଟର୍ଣ୍ଣ ରିଲିଫ ଖୁଲାସା ।

Pakistan- Turkey
କି ଅବସ୍ଥା ! ବର୍ଷେ ତଳର ତୁର୍କୀର ରିଲିଫ୍‌କୁ ନୂଆ ପ୍ୟାକେଟ୍‌ରେ ତାକୁ ହିଁ ରିଲିଫ୍ ଦେଲା ପାକିସ୍ତାନ

ଜାତୀୟ ଓ ଅନ୍ତର୍ଜାତୀୟ ଗଣମାମଧ୍ୟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ନିକଟରେ ଭୂକମ୍ପ କ୍ଷତିଗ୍ରସ୍ତ ତୁର୍କୀକୁ ରିଲିଫ୍ ସାମଗ୍ରୀ ପଠାଇଥିଲା ପାକିସ୍ତାନ ।

Pak Hikes Fuel Prices
ପାକ୍‌ରେ ରେକର୍ଡ ଭାଙ୍ଗିଲା ପେଟ୍ରୋଲ ଓ ଡିଜେଲ୍ ଦର; ଆକାଶ ଛୁଆଁ ଅତ୍ୟାବଶ୍ୟକ ସାମଗ୍ରୀ

ତୈଳଦରରେ ରେକର୍ଡ ବୃଦ୍ଧି ପାକିସ୍ତାନବାସୀଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ଆହୁରି ଦୋହଲାଇ ଦେଇଛି । ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୨୨ ଟଙ୍କା ବଢ଼ି ୨୭୨ ଟଙ୍କାରେ ପହଞ୍ଚିଛି ।

BSF shoots down Pakistani drone
ଭଣ୍ଡୁର ହେଲା ଚାଲ୍‌; ପାକ୍ ଡ୍ରୋନ୍ ଖସାଇଲେ ବିଏସ୍‌ଫ୍ ଯବାନ 

ସୀମାରେ ପୁଣି ଦେଖିବାକୁ ମିଳିଲାଣି ପୁରୁଣା ହିଂସା !

Pakistan
ଆତଙ୍କବାଦୀଙ୍କ ଭୂସ୍ୱର୍ଗ ନିଜେ ହେଲା ଲହୁଲୁହାଣ : ପାକିସ୍ତାନ ପାଇଁ ଭସ୍ମାସୁର ସାଜିଛି ଟିଟିପି

ଦିନେ ଟିଟିପି ସଂଗଠନକୁ ନିଜେ ପାକିସ୍ତାନ ପ୍ରୋତ୍ସାହନ ଦେଇଥିଲା, ହେଲେ ଏବେ ବାଜି ଓଲଟିଯାଇଛି

An explosion at a mosque in Pakistan’s northern city of Peshawar
ମସ୍‌ଜିଦ୍‌ରେ ଭୟଙ୍କର ଆକ୍ରମଣ; ପାଖାପାଖି ୫୦ ମୃତ, ୧୦୦ ଆହତ

ପେଶୱାରରେ ଏକ ଶକ୍ତିଶାଳୀ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଖବର ଅନୁଯାୟୀ ଏକ ଉଚ୍ଚ ସୁରକ୍ଷା ଅଞ୍ଚଳରେ ଜନଗହଳି ଥିବା ଏକ ମସ୍‌ଜିଦ୍‌ରେ ଅପରାହ୍ନରେ ପ୍ରାର୍ଥନା ବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଛି।

pakistan
ସିନ୍ଧୁ ଜଳ ସନ୍ଧିରେ ସଂଶୋଧନ ଚାହୁଁଛି ଭାରତ : ପାକିସ୍ତାନ ଅମାନିଆ ହେବାରୁ ତେଜିଲା ବିବାଦ

ଚୁକ୍ତି ଉଲ୍ଲଂଘନ ପାଇଁ ନୋଟିସ୍ ପଠାଇଲା ଭାରତ, ଆଲୋଚନା ପାଇଁ ଦେଲା ୯୦ ଦିନର ମହଲତ୍

 India
ଭାରତ ଆସିବେ ପାକ୍ ମନ୍ତ୍ରୀ ? ଶତ୍ରୁ ଦେଶକୁ ଗଲା ନିମନ୍ତ୍ରଣ ପତ୍ର

ପାକିସ୍ତାନ ସହ ଚୀନକୁ ବି ଡାକିଲା ନୂଆଦିଲ୍ଲୀ

Massive Power Breakdown Hits Pakistan
ଆର୍ଥିକ ସଙ୍କଟ ମଧ୍ୟରେ ପାକିସ୍ତାନରେ ହାହାକାର, ୨୨ ଜିଲ୍ଲାରେ ବିଦ୍ୟୁତ୍‌ ସେବା ବନ୍ଦ

ଅଭାବ ଅନଟନ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ଥମିବାର ନାଁ ଧରୁନି। ଆଜି ସକାଳେ ପାକିସ୍ତାନରେ ବଡ ଧରଣର ବିଦ୍ୟୁତ୍‌ ବିଭ୍ରାଟ ହୋଇଛି।

Pakistan
ଶିକ୍ଷା ପାଇଲା ପାକିସ୍ତାନ ! ଭାରତ ସହ ଶାନ୍ତି ଚାହୁଁ କହିଲେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କଥା ଲଙ୍କାରେ ହରିଶବ୍ଦ ଭଳି ଲାଗୁଛି ।

Abdul Rehman Makki
ପାକିସ୍ତାନକୁ ଝଟ୍‌କା ! ଅବ୍ଦୁଲ ରେହମାନକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କଲା ଜାତିସଂଘ

ଅବଦୁଲ ଲସ୍କର-ଇ-ତୋଇବା ମୁଖ୍ୟ ହାଫିଜ୍ ସଇଦ୍‌ର ସମ୍ପର୍କୀୟ ।

Pakistani Man
୬୦ ନମ୍ବର ଛୁଆକୁ ସ୍ୱାଗତ କଲେ ତିନି ସ୍ତ୍ରୀଙ୍କ ସ୍ୱାମୀ, ସେଞ୍ଚୁରୀ ମାରିବା ଲକ୍ଷ୍ୟରେ ପାକିସ୍ତାନୀ ବ୍ୟକ୍ତି

ୟେ ଦିଲ୍‌ ମାଙ୍ଗେ ମୋର୍‌ ! ନୂଆବର୍ଷରେ ପାକିସ୍ତାନୀ ବ୍ୟକ୍ତିଙ୍କ ଘରକୁ ଆସିଲା ୬୦ ନମ୍ବର ଛୁଆ ।

Pakistan fill cooking gas
ପାକିସ୍ତାନରେ ସାଂଘାତିକ ସ୍ଥିତି : ପଲିଥିନ୍‌ରେ ଏଲପିଜି ଗ୍ୟାସ୍‌ କିଣୁଛନ୍ତି ଲୋକେ

ମୃତ୍ୟୁକୁ ପାକିସ୍ତାନୀ ଲୋକଙ୍କ ଖୋଲାଖୋଲି ନିମନ୍ତ୍ରଣ ! ସରକାରଙ୍କୁ ଲୋକଙ୍କ କଥା ଚିନ୍ତା ନାହିଁ । ଦରଦାମ ହୁ ହୁ ହୋଇ ବଢ଼ୁଥିବା ବେଳେ ପଲିଥିନରେ ଏଲପିଜି ଗ୍ୟାସ୍‌ କିଣୁଛନ୍ତି ପାକିସ୍ତାନୀ ।

crime
ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ବର୍ବର ହତ୍ୟା : ଗଣ୍ଡି-ମୁଣ୍ଡ ଅଲଗା କରି ଚମଡ଼ା ଉତାରି ଦେଲେ

ମହିଳାଙ୍କୁ ଏପରି ନୃଶଂସ ଭାବରେ ହତ୍ୟା କରାଯାଇଛି, ଶୁଣିଲେ ଲୋମ ଟାଙ୍କୁରି ଉଠିବ ।

Pakistan Grocery hike
ପାକ୍‌ରେ ଭୋକରେ ଲୋକ...ଅଟା କିଲୋ ୧୨୫

ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ କରାଚିରେ ବର୍ତ୍ତମାନ ସମୟରେ ଅଟା କିଲୋର ଦାମ୍‌ ୧୨୫ ଟଙ୍କା ରହିଛି। ଯାହାକି ଇସଲାମବାଦ ଓ ପଞ୍ଜାବ ପ୍ରଦେଶ ତୁଳନାରେ ପାଖାପାଖି ୧୦୦ ପ୍ରତିଶତ ଅଧିକ।

Pakistan Grocery hike
ଭୟଙ୍କର ସ୍ଥିତି: ଅଟା ୨୦ କିଲୋକୁ ୨୫୦୦ ଟଙ୍କା

ପାକିସ୍ତାନ ସ୍ଥିତି ସଙ୍ଗୀନ...୨୦ କିଲୋ ଅଟାକୁ ୨୫ ଶହ ଟଙ୍କାରେ କିଣୁଛନ୍ତି ଲୋକ...ଚିନ୍ତାରେ ପାକ୍‌ବାସୀ

pakistan
ପାକିସ୍ତାନର ମାଟିରେ ଆତଙ୍କୀଙ୍କ ନରସଂହାର : ନିଜେ ପୋଷିଥିବା ସାପର ଚୋଟ ସହୁଛି ପାକିସ୍ତାନ

ଆତଙ୍କୀ ଆକ୍ରମଣ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ତାଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ମନ୍ତବ୍ୟ ପାକିସ୍ତାନର ଦୋମୁହାଁ ନୀତିକୁ ପଦାକୁ ଆଣିଛି

BSF Jawans
କୁହୁଡ଼ି ହେଲା କାଳ...ପାକିସ୍ତାନ ସୀମା ଭିତରେ ପଶିଗଲେ ଭାରତୀୟ ଯବାନ

ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ର ଜଣେ ଯବାନଙ୍କୁ ପାକ୍ ରେଞ୍ଜର୍ସ କାବୁ କରିଥିବାର ବିଏସ୍ଏଫ୍ ସୂତ୍ରରୁ ଜଣାପଡ଼ିଛି ।

Asim Munir
ଭାରତ ପ୍ରତି କ’ଣ ରହିବ ପାକ୍‌ର ନୂଆ ସେନା ମୁଖ୍ୟଙ୍କ ଆଭିମୁଖ୍ୟ ?

ପୁଲଓ୍ୱାମା ହମଲା ବେଳେ ISI ମୁଖ୍ୟ ଥିଲେ ପାକ୍‌ର ନୂଆ ସେନା ମୁଖ୍ୟ ମୁନୀର

Syed Asim Munir
ଅନିଶ୍ଚିତତାର ଅନ୍ତ : ପାକିସ୍ତାନର ନୂତନ ଆର୍ମି ଚିଫ ସୟଦ ଆସିମ ମୁନିର

ନୂତନ ସେନା ମୁଖ୍ୟ (Syed Asim Munir)ଙ୍କ ନାମ ଘୋଷଣା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

World Cup
କ୍ରିକେଟ୍ ଖେଳ ଅଙ୍କ କଷାରେ ପାକିସ୍ତାନକୁ ଫାଇଦା

ଅନିଶ୍ଚିତତାର ଖେଳ କ୍ରିକେଟ୍ କେତେବେଳେ ବି ଘଟିପାରେ କିଛି ଚମତ୍କାର। ଯାହାର ନମୁନା ଦେଖିବାକୁ ମିଳିଛି ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡସଠାରୁ ହାରିଲେ ଓ ବାଂଲାଦେଶ ବିପକ୍ଷରେ ଜିତିଲେ ହିଁ ପାକିସ୍ତାନ ସେମିଫାଇନାଲ ଖେଳିପାରିବ ବୋଲି ହିସାବ କରାଯାଇଥିଲା। ଆଉ ଆଶ୍ଚର୍ଯ୍ୟଜନକ ଭାବେ ତାହା ହିଁ ହୋଇଛି।