• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pakhala Dibasa

Pakhala Dibasa Popular Odia Cuisine To Help ‘Beat The Heat’ On Summers
ପଖାଳ ଆମ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ

ପୂର୍ବରୁ ପଖାଳ କହିଲେ ବାସି କିମ୍ବା ସଜ ପଖାଳ । ହେଲେ ଏବେ ପଖାଳ, ପଚାଶ ପ୍ରକାରର । ମଲ୍ଲିଫୁଲିଆ, ମୁଡି ପଖାଳ, ଛୁଙ୍କ ପଖାଳ, ଚିପୁଡା ପଖାଳ, ଘିଅ ପଖାଳ, ଲେମ୍ବୁ ଓ ଦହି ଛୁଙ୍କ ଦିଆ ପଖାଳ ।

pakhala
କେତେ ପ୍ରକାର ପଖାଳ ଖାଏ ଓଡ଼ିଆ ପୁଅ?

ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ସକାଳ ହେଉ କି ସଂଜ...ସବୁବେଳେ ଇଚ୍ଛାହୁଏ ଖାଇବାକୁ ପଖାଳ । ତେବେ ଜାଣନ୍ତୁ କେତେ ପ୍ରକାର ପଖାଳ ଖାଏ ଓଡ଼ିଆ ପୁଅ?

pakhala
ପଖାଳ...ନାଁ ଶୁଣିଲେ ମାତ୍ରେ ଓଡ଼ିଆଙ୍କ ପାଟିରୁ ଲାଳଗଡେ

ଗରମ ଭାତରେ ଥଣ୍ଡାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ ବୋଲି କୁହାଯାଏ । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସଜ ପଖାଳ ଖାଇଲେ କିଛି ଅସୁବିଧା ନାହିଁ । ସଜ ପଖାଳରେ କାଗେଜି ଲେମ୍ବୁ ଚିପୁଡି କିମ୍ବା ଦହି ଗୋଳାଇ ଖାଇଲେ ସ୍ୱାଦିଷ୍ଟ ଲାଗିଥାଏ । ଏଥିରେ ଅଦା ଛେଚା ଓ ପୁଦିନାପତ୍ର ମଧ୍ୟ ପକାଇପାରିବେ ।

Pakhala
ଗାଁ ହେଉ କି ସହର, କଟକ ହେଉକି କୋରାପୁଟ… ସବୁଜାଗାରେ ମହମହ ବାସୁଛି ପଖାଳ

ତେବେ ଓଡିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି । ଟୁଇଟର ଟ୍ରେଣ୍ଡରୁ ଆରମ୍ଭ ହୋଇଥିବା ଏହି କଥାଟି ଏବେ ବିଶ୍ୱର କୋଣ ଅନୁକଣରେ ବାସ କରୁଥିବା ଓଡିଆଙ୍କ ପାଖରେ ପହଞ୍ଚିସାରିଲାଣି । ଅନେକ ଓଡିଆ ଏହି ଦିବସକୁ ପାଳନ କରିବାକୁ ଆଗେଇ ବି ଆସିଲେଣି । ଦେଶର ଅନେକ ତାରକା ହୋଟେଲରେ ବି ପଖାଳକୁ ଫୁଡ୍ ଲିଷ୍ଟରେ ସାମିଲ କରାଗଲାଣି

Pakhal Divas 2023
ପଖାଳରେ ଖାଦ୍ୟ ସାର; ଦୂର କରିଥାଏ ଅନେକ ରୋଗ

ଆଜି ପଖାଳ ଦିବସ। ପ୍ରତି ଓଡିଆର ମୁଖ୍ୟ ଖାଦ୍ୟ ହେଉଛି ପଖାଳ। ଏହାର ଇତିହାସ କ’ଣ? ଏହା ଆମ ପରମ୍ପରା ସହିତ କିପରି ଜଡିତ? ପଖାଳ କେତେ ପ୍ରକାର? ଏଥିରେ କେଉଁ ରୋଗ ଭଲ ହୁଏ? କେଉଁମାନେ ଖାଇବେ ଓ କେଉଁମାନେ ନ ଖାଇବେ ଜାଣିବା ପାଇଁ ପଢନ୍ତୁ।

Pakhala in odia tradition; medicine for many disease
ଓଡିଆ ପରମ୍ପରାରେ ପଖାଳ; ଦୂର କରିଥାଏ ଅନେକ ରୋଗ

ପ୍ରତି ଓଡିଆର ମୁଖ୍ୟ ଖାଦ୍ୟ ହେଉଛି ପଖାଳ। ଏହାର ଇତିହାସ କ’ଣ? ଏହା ଆମ ପରମ୍ପରା ସହିତ କିପରି ଜଡିତ? ପଖାଳ କେତେ ପ୍ରକାର? ଏଥିରେ କେଉଁ ରୋଗ ଭଲ ହୁଏ? କେଉଁମାନେ ଖାଇବେ ଓ କେଉଁମାନେ ନ ଖାଇବେ ଜାଣିବା ପାଇଁ ପଢନ୍ତୁ।

isak munda youtuber
ପଖାଳ ଦିବସରେ ପଖାଳ ଖାଇଲେ ଇସକ ମୁଣ୍ଡା

ପଖାଳ ତାଙ୍କୁ ଆଣି ଦେଇଛି ନୂଆ ପରିଚୟ । ପଖାଳ ଖାଇ ପାଇଛନ୍ତି ଖ୍ୟାତି, ମିଳିଛି ରୋଜଗାର । ପଖାଳ ଦିବସରେ ପଖାଳ ଖାଇଲେ ଇସକ ମୁଣ୍ଡା ପଖାଳ ଖାଇ ଚର୍ଚ୍ଚାକୁ ଆସିଥିଲେ ସମ୍ବଲପୁରର ଇସକ ମୁଣ୍ଡା ।

pakhala
ଛୁଙ୍କ ପଖାଳରୁ ଚାଇଁ ପଖାଳ :କେତେ ପ୍ରକାର ପଖାଳ ଖାଆନ୍ତି ଓଡ଼ିଆ...

ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଆଉ ଏହି ପାରମ୍ପାରିକ ଖାଦ୍ୟକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱବ୍ୟାପୀ ପଖାଳ ଦିବସ’ ଭାବେ ପାଳନ କରାଯାଉଛି।

PakhalaDiwas
ଆଳୁ ଭରତାକୁ ଚୁନା ମାଛ...ସକାଳୁ ଖାଇଲେ ସନ୍ଧ୍ୟା ପର୍ଯ୍ୟନ୍ତ ପେଟ, ମୁଣ୍ଡ ସବୁ ଶାନ୍ତି....

ଆଜି ପଖାଳ ଦିବସ...ଚୁନା ମାଛ ଭଜାକୁ ଶାଗ ଆଉ ସାଙ୍ଗରେ ଥିବ ଆଳୁ, ବାଇଗଣ ଓ ବିଲାତି ପୋଡ଼ା। ଟିକିଏ ପିଆଜ, ରସୁଣ ଓ କଞ୍ଚାଲଙ୍କା ଦେଇ ଚକଟି ଖାଇଦେଲେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପେଟ ଠୁ ମୁଣ୍ଡ ପର୍ଯ୍ୟନ୍ତ ସବୁ ଶାନ୍ତି। ଡାକ୍ତର ବି କହୁଛନ୍ତି ପଖାଳ ଖାଇଲେ ହେବନି ରୋଗ...

Pakhala Dibasa
କୁଡ଼ିଆ ଘରଠାରୁ ସୌଖିନ ହୋଟେଲ ସବୁଠି ପଖାଳର ଚାହିଦା

ଓଡ଼ିଆ ଘରର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଦିନ ମଜୁରିଆଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ିଆ ସମସ୍ତଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଆଜି ହେଉଛି ପଖାଳ ଦିବସ।କୁଡ଼ିଆ ଘରଠାରୁ ସୌଖିନ ହୋଟେଲ ସବୁଠି ପ୍ରସ୍ତୁତି ହୋଇଥାଏ ପଖାଳ।

pakhala
ଆଜି ବିଶ୍ୱ ପଖାଳ ଦିବସ: ଆମ ପଖାଳ, ଆମର ଗର୍ବ, ଐତିହ୍ୟ, ଆମ ପାଇଁ ଅମୃତ

ଖରାଦିନ ଆସିଗଲେ ଘରେ ଘରେ ପଖାଳର ଆଦର ବେଶ୍ ବଢିଯାଏ। ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇ ଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ।

Pakhala dibas
ମାର୍ଚ୍ଚ ୨୦- ପଖାଳ ଦିବସ: ଓଡ଼ିଆଙ୍କ ମନ, ଓଡ଼ିଆଙ୍କ ପ୍ରାଣ

ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ, ପଖାଳକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ। କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଏକ ମାତୃଭୂମୀର ସ୍ୱାଦର ପ୍ରତୀକ।