• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Online

Bengal Couple Get Married Online, Distribute Food Through Zomato - OTV Report
ଅନଲାଇନ୍‌ରେ ବାହାଘର ହେଲା, Zamato ରୁ ମିଳିଲା ଭୋଜି...

କରୋନା କଟକଣାରେ ନିଆରା ବାହାଘର। ଅନଲାଇନ୍‌ରେ ବାହାଘର ହେଲା, Zamato ରୁ ଭୋଜି ଖାଇଲେ ୪୦୦ ଅତିଥି...ଦେଖନ୍ତୁ ସେହି ବାହାଘରର କିଛି ଝଲକ୍‌

Cyber Crime- Bhubaneswar Man Lands In Net Of Online Fraudsters During Paytm Transaction
ହୁସିଆର୍, ଟିକେ ଭୁଲ୍ କଲେ, ଖାତା ଶୂନ୍

ଅନ୍ ଲାଇନ୍ ପେମେଣ୍ଟ୍ କଲାବେଳେ ସାବଧାନ। ଯଦି ବ୍ୟାଙ୍କ ଆକାଉଣ୍ଟରୁ ପଇସା କଟିଛି ଅଛଚ ଆପଣ ଯାହାଙ୍କ ପାଖକୁ ପଇସା ପଠାଉଥିଲେ ସେ ପାଇ ନାହାନ୍ତି ତେବେ ଭୁଲରେ ବି ଏଣୁତେଣୁ ଆପ୍ଲିକେସନ ଡାଉନଲୋଡ୍ କରି ଅଜଣା Helpline ନମ୍ବରରେ କଲ୍ କରନ୍ତୁ ନାହିଁ। ଦେଖନ୍ତୁ କେମିତି ହଇରାଣ ହୋଇଛନ୍ତି ରମେଶ ସାହୁ ନାମକ ଏହି ବ୍ୟକ୍ତି ଜଣକ।

Odishi Dance
ଡିଜିଟାଲ ପ୍ଲାଟଫର୍ମରେ ଓହ୍ଲାଇବ ଓଡିଶୀ ନୃତ୍ୟ

ଗୋଟିଏ ସ୍ଥାନରେ ମିଳିପାରିବ ଶାସ୍ତ୍ରୀୟ ନୃତ୍ୟର ଶିକ୍ଷା । ଓଡ଼ିଶୀର ସମସ୍ତ କଳା କୌଶଳ, ପୁରାତନ ଗୁରୁଙ୍କ କାଳଜୟୀ କଳାର ସମାହାର ସାଙ୍ଗକୁ ଏ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନୃତ୍ୟର ଚାତୁରୀ । ରାଜ୍ୟର ଦିବଙ୍ଗତ ଓଡ଼ିଶୀ ଗୁରୁମାନଙ୍କ ନୃତ୍ୟ ଓ ସଙ୍ଗୀତ ଉଦ୍ଜୀବିତ କରିବାକୁ ଯାଉଛି ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା ପ୍ରତିଷ୍ଠାନ ।

cyber fraud
ଲକଡାଉନ୍ ପାଇଁ ବଢ଼ୁଛି ଅନଲାଇନ୍ କାରବାର, ଫାଇଦା ନେଉଛନ୍ତି ସାଇବର ଲୁଟେରା

ଭୁବନେଶ୍ୱର: ରାଜ୍ୟରେ ମାତିଛନ୍ତି ସାଇବର ଲୁଟେରା । ଲକଡାଉନ ସଟଡାଉନ ଭିତରେ ଆକ୍ସିଭ୍ ଅଛନ୍ତି ସାଇବର ଲୁଟେରା । କରୋନା ମହାମାରୀ ସାରା ଦେଶର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଲୋକେ ଏବେ ଘରେ ହାତ ବାନ୍ଧି ବସିଛନ୍ତି । ସେପଟେ…