• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha

Driver Protest
ତେଜୁଛି ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ଯାତ୍ରୀ ପରିବହନରୁ ଖାଉଟି ସାମଗ୍ରୀ ଯୋଗାଣ ଠପ୍

କେବଳ ଯାତ୍ରୀ ନୁହନ୍ତି, ଗାଡ଼ି ଚାଳକଙ୍କ ଆନ୍ଦୋଳନ ଯୋଗୁ ଆଜି ସକାଳୁ ଭୁବନେଶ୍ୱର, କେନ୍ଦୁଝର ସମେତ ବିଭିନ୍ନ ସ୍ଥାନରେ ଓମଫେଡ୍ କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି।

Hitech Tragedy
ହାଇଟେକ୍ ଟ୍ରାଜେଡି: ‘DNA ଟେଷ୍ଟ ରିପୋର୍ଟ ଆସିବା ପରେ ହେବ ଶବ ହସ୍ତାନ୍ତର’

DNA ପ୍ରୋଫାଇଲିଂ ପାଇଁ ସାମ୍ପୁଲ ଦିଲ୍ଲୀ ପଠାଯିବ। ଅତିକମ୍‌ରେ ୭ ଦିନ ସମୟ ଲାଗିବ, ରିପୋର୍ଟ ଆସିଲେ ଶବ ଦିଆଯିବ ବୋଲି ADCP କହିଛନ୍ତି ।

Bus Strike
‘ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ହୋଇନି’: ପ୍ରଶାନ୍ତ ମେଣ୍ଡୁଲି

ଆମେ ବହୁତ ପ୍ରତାରଣାର ଶିକାର ହୋଇଛୁ ବୋଲି ସଂଘର ସଭାପତି କହିଛନ୍ତି । କାଲିର କାର୍ଯ୍ୟପନ୍ଥା କ’ଣ ହେବ, ଆଜି ସଂଧ୍ୟାରେ ନିଷ୍ପତ୍ତି ନେବୁ ବୋଲି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି।

News Fuse
ଗଞ୍ଜି ପିନ୍ଧିବା ଜାଗାରେ ଗଞ୍ଜେଇ ଚାଲାଣ

ପ୍ରେମିକ ଭାଇଙ୍କ ଛାତିରେ ଗଞ୍ଜେଇ

Truck Accident
ବାଙ୍ଗିରିପୋଷି ଘାଟିରେ ଓଲଟିଲା ୨ଟି ଟ୍ରକ୍, ଦୁର୍ଘଟଣା ପରେ ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର

ଦୁଇଟି ଯାକ ଟ୍ରକରେ ନିଆଁ ଲାଗିଯାଇଛି । ଟ୍ୟାଙ୍କର ଡ୍ରାଇଭର ଜଣକ ଟ୍ରକରେ ଚାପି ହୋଇ ଜିଅନ୍ତା ଜଳି ଯାଇଥିବା କୁହାଯାଉଛି।

Nuapada Farmer
ଥାଇ ବରକୋଳି ଚାଷ ଦେଇଛି ରୋଜଗାର

ଅଧ ଏକର ଜମିରେ ପରୀକ୍ଷାମୂଳକ ଭାବେ ୧୬୦ଟି ବରକୋଳି ଗଛ ଲଗାଇଥିଲେ । ଯାହା ଏବେ ଦେଇଛି ସଫଳତା ।

Panchanga
Panchang today 4th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ଧନୁମାସ  ପୌଷ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୦୪ ଗୁରୁବାର ଚନ୍ଦ୍ର- କନ୍ୟା ଅହୋରାତ୍ର ତିଥି- ୮ମୀ ରାତ୍ରି ୧୦.୦୫ ଗତେ ୯ମୀ ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି

Bird Census
ଆଜିଠୁ ଚିଲିକାରେ ପକ୍ଷୀ ଗଣନା, ୨୧ ଟିମ୍ ନିୟୋଜିତ

ପ୍ରତ୍ୟେକ ଟିମ୍‌ରେ ୫ରୁ ୬ ଜଣ ପକ୍ଷୀ ବିଶେଷଜ୍ଞ ରହିଛନ୍ତି । ସକାଳ ସାଢେ ପାଞ୍ଚଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ।

Elephant
ରାଜଧାନୀରେ ହାତୀ ଆତଙ୍କ; ଗ୍ରୀଲ୍‌ ଫ୍ୟାକ୍ଟ୍ରିରେ ପଶିଲା, ପାଚେରି ଭାଙ୍ଗିଲା

ଗାଁ ଭିତରେ ହାତୀ ପଶିଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ସେହିପରି ୨ ଦିନ ତଳେ ମଳିପଡା ଗାଁରେ ପଶି ରାସ୍ତାରେ ଚାଲି ଚାଲି ଯାଇଥିଲା ହାତୀ ।

Blast In Hi Tech Hospital
ହାଇଟେକ୍ ମେଡିକାଲରେ ବିସ୍ଫୋରଣ, ଆଉ ଜଣଙ୍କ ମୃତ୍ୟୁ

ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ।

Chilika Lake
ସଙ୍କୁଚିତ ହେବାରେ ଲାଗିଛି ଚିଲିକା, ଏକର ଏକର ମାଡ଼ି ଚାଲିଛି ନଳ ଘାସ

ଏପରି କି ମତ୍ସ୍ୟଜୀବୀଙ୍କ ଜନବସତି ଠାରୁ ଚିଲିକା ଏବେ ୪ରୁ ୫ କିଲୋମିଟର ଘୁଞ୍ଚି ଯାଇଥିବା ଅଭିଯୋଗ ହୋଇଛି।

Cold Wave
ଘନ କୁହୁଡ଼ି ନେଇ ୧୧ ଜିଲ୍ଲାକୁ ୱାର୍ଣ୍ଣିଂ, ୫୦ ମିଟର ପର୍ଯ୍ୟନ୍ତ ଖସିଯାଇପାରେ ଭିଜିବିଲିଟି

ଆଜି ପାଇଁ ୧୧ଟି ଜିଲ୍ଲାକୁ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ସତର୍କ କରାଇଛି।

Free Treatment
ଡାକ୍ତରବାବୁଙ୍କୁ ଜନ୍ମମାଟି ମୋହ, ଗାଁ ଲୋକଙ୍କୁ ମାଗଣା ଚିକିତ୍ସା

ମାତ୍ର ଏପରି ଜଣେ ଡାକ୍ତର ଅଛନ୍ତି ଯିଏ କି ଏହି ସ୍ୱାର୍ଥପର ଦୁନିଆଁରେ ନିର୍ସ୍ୱାର୍ଥପର ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି । ତାହା ପୁଣି ମାଗଣାରେ ।

traditional food
ଧନୁରୁ ସଂକ୍ରାନ୍ତି ମକର ସବୁଠି ରାଜ କରୁଛି ଆସିକା ମୁଆଁ

ସାରା ରାଜ୍ୟରେ ଆପଣ ଦେଖିବାକୁ ପାଇବେ ଗଞ୍ଜାମ ଆସିକାର ଏହି ପାରମ୍ପରିକ ମୁଆଁ। ଏହା ଧନୁରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବିଭିନ୍ନ ମନ୍ଦିର ଓ ପୂଜା ସାମଗ୍ରୀ ଦୋକାନରେ ବହୁଳ ମାତ୍ରାରେ ବିକ୍ରି ହୋଇଥାଏ।

India Book Record
Autism Spectrum Disorder ପୁଅର ବିରଳ ରେକର୍ଡ

ସେ Autism Spectrum Disorder ହେଲେ ନିଜ ଜିର୍ ରୁ ଅଟଳ। ଯାହା ଇଚ୍ଛା କରିଛନ୍ତି କରି ଦେଖାଇଛନ୍ତି କଟକ ଚାଉଳିଆଗଞ୍ଜର ମାନସିକ ଅପରିପକ୍ୱ ପୁଅ ଅବିନାଶ ପାଣିଗ୍ରାହୀ।

Dharmendra Pradhan
ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢିବେ କି ଧର୍ମେନ୍ଦ୍ର ?

ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀର ବାଗେଡିଆ ଅଞ୍ଚଳ ସମ୍ବଲପୁର ଲୋକସଭା ଆସନ ଅଧିନରେ ଆସୁଥିବାରୁ ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ତାଙ୍କର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି।

Metro Rail Project
୪ ବର୍ଷ ଭିତରେ ମେଟ୍ରୋରେ ଯିବେ ଟ୍ୱିନସିଟି ବାସିନ୍ଦା, ବାରଙ୍ଗରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ

ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରେ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଏହି ପ୍ରକଳ୍ପ। ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ଦୀର୍ଘ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୁଳିଆ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ ।

New Challenge For Poltical Party
୨୪ରେ କେଉଁ ଦଳ ପାଇଁ କ’ଣ ରହିବ ଚ୍ୟାଲେଞ୍ଜ ? ୩ ଦଳରେ ଚାଲିଛି ଅଙ୍କକଷା

ଏପ୍ରିଲ୍ ବେଳକୁ ସାଧାରଣ ନିର୍ବାଚନ । କ’ଣ ରହିବ ରହିବ ରାଜନୈତିକ ସମୀକରଣ ? ଚବିଶ ଚ୍ୟାଲେଞ୍ଜକୁ ନେଇ ୩ ଦଳର ଅଙ୍କକଷା। ନୂଆବର୍ଷ ଆରମ୍ଭରୁ ଷ୍ଟ୍ରାଟେଜି କରାଯାଇ ଆରମ୍ଭ ହେବ ନିର୍ବାଚନ ପ୍ରଚାର।

Unbearable crowd in Puri
ନୂଆବର୍ଷରେ ଜଗାଦର୍ଶନ ପାଇଁ ଅସମ୍ଭାଳ ଭିଡ଼, ଟନେଲ୍‌ ସତ୍ତ୍ୱେ ବି ହନ୍ତସନ୍ତ ଶ୍ରଦ୍ଧାଳୁ

ନୂଆବର୍ଷ ଭିଡ଼କୁ ଦେଖି ଗତକାଲି ରାତି ୧୨ଟା ୪୦ରେ ଦ୍ୱାର ଫିଟା ପରେ ଗୋଟାଏ ୪୦ରୁ ଆରମ୍ଭ ହୋଇଥିଲା ଦର୍ଶନ ବ୍ୟବସ୍ଥା। ତେଣୁ ଏହାର ଯଥେଷ୍ଟ ପୂର୍ବରୁ ଭକ୍ତଙ୍କ ଭିଡ଼ ଲାଗିଥିଲା।

New Challenge For Commissionerate Police
ନୂଆ ବର୍ଷରେ କମିଶନରେଟ ପୋଲିସ ପାଇଁ ନୂଆ ଚାଲେଞ୍ଜ, ସାଧାରଣ ନିର୍ବାଚନ ନିୟନ୍ତ୍ରଣ ଓ ଅପରାଧ ରୋକିବା ବଡ଼ ଟାସ୍କ

୨୦୨୩ କମିଶନରେଟ ପୋଲିସ ପାଇଁ ଥିଲା ଏକ ପ୍ରକାର ବିଫଳତାର ବର୍ଷ । ଅକ୍ଟୋବର ମାସରୁ ବର୍ଷ ଶେଷ ପର୍ଯ୍ୟନ୍ତ ଆପାର୍ଟମେଣ୍ଟ ଲୁଟେରା ହୁଅନ୍ତୁ ଅବା ଏଟିଏମ ଲୁଟେରା । ସବୁ ମାମଲାରେ ପୋଲିସ ଫେଲ ମାରିଥିଲା ।

Amrit Bharat Express
ଓଡ଼ିଶା ଦେଇ ଗଡ଼ିଲା ଅମୃତ ଭାରତ ଏକ୍ସପ୍ରେସ

ଓଡ଼ିଶା ଦେଇ ଗଡ଼ିଲା 'ଅମୃତ ଭାରତ'। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରୁ ଭର୍ଚୁଆଲ୍ ମୋଡରେ ଶୁଭାରମ୍ଭ କରିବା ପରେ, ଓଡ଼ିଶା ଦେଇ ଚାଲିଛି ମାଲଦା ଟାଉନ୍-ବେଙ୍ଗଲୁରୁ ଅମୃତ ଭାରତ ଟ୍ରେନ୍।

Puri Srimandir
ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ନିୟମ

ବଦଳିଯିବ ବ୍ୟବସ୍ଥା, ବଦଳିଯିବ ନିୟମ। ଶ୍ରୀମନ୍ଦିରରୁ ଲିଙ୍ଗରାଜ ମନ୍ଦିର ସବୁଠି ନୂଆବର୍ଷରୁ ଲାଗୁ ହେଉଛି ନୂଆ କଟକଣା। ଶ୍ରୀମନ୍ଦିରରେ ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ ସାଙ୍ଗକୁ କାଲିଠୁ ବ୍ୟାନ ହେବ ପାନଗୁଟଖା।

Similpal
କିଏ ଯୋଗାଇବ ଶିମିଳିପାଳକୁ ସୁରକ୍ଷା ?

ଶିମିଳିପାଳର ସୁରକ୍ଷା ଲାଗି ନିକଟରେ ୧୪ଟି କଷ୍ଟମାଇଜଡ୍ ଭେଇକିଲ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ହେଲେ ଶିମିଳିପାଳ ଅଭୟାରଣ୍ୟରେ ଅଧା କର୍ମଚାରୀ ପଦବୀ ଫାଙ୍କା ଥିବା ଏସବୁ ଗାଡ଼ିରେ କିଏ ଓ କେମିତି ସୁରକ୍ଷା ଯୋଗାଇବ ତା’କୁ ନେଇ ଉଠିଛି ପ୍ରଶ୍ନ।

politics over cabinet decisions
ପରିକ୍ରମା ପ୍ରକଳ୍ପ ନାଁରେ ଭୋଟ୍ ରାଜନୀତି କରୁଛି କି ବିଜେଡି ?

ରାଜ୍ୟ ସରକାରଙ୍କ ଏଭଳି ଯୋଜନାକୁ ନେଇ ତେଜିଛି ରାଜନୀତି। ଭକ୍ତଙ୍କ ଭାବାବେଗକୁ କୁଠାରଘାତ ସହ ଜଗନ୍ନାଥ ସଂସ୍କୃତିର ଅବକ୍ଷୟ ହେଉଥିବା ବେଳେ ଏବେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କଥା କାହିଁକି ମନେ ପଡ଼ିଲା ବୋଲି ପ୍ରଶ୍ନ ଉଠାଇଛି ବିଜେପି।

BJP Strategy for 2024
ଓଡ଼ିଶାରେ ବିଜେପି ଖେଳିଲା ମୋଦି ଗ୍ୟାରେଣ୍ଟି କାର୍ଡ, କ୍ଷମତାକୁ ଆସିଲେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱରରେ ଚାଲିଥିବା ବିଜେପିର ୩ ଦିନିଆ ମାନସ ମନ୍ଥନ ଶେଷ ହୋଇଛି । ପ୍ରଥମ ଦିନ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ସମନ୍ୱୟ ବୈଠକରେ ଯୋଗ ଦେଇଥିବା ବେଳେ, ଶନିବାର ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତି ବୈଠକରେ କର୍ମୀଙ୍କ ମନ୍ତ୍ର ଦେଇଥିଲେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ।