ନର୍ସିଂହୋମ୍ରୁ ରୋଗୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Apr 16, 2018 କଟକ: କଟକ ବଜ୍ରକବାଟିସ୍ଥିତ ଏର ଘରୋଇ ନର୍ସିଂହୋମ୍ରୁ ଜଣେ କ୍ୟାନସର ପୀଡ଼ିତ ରୋଗୀଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି। ମୃତ ରୋଗୀ ଭଦ୍ରକ…