• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: No Basic Amenities

no basic amenities
ଘନ ଅନ୍ଧକାର ସହ ବର୍ଷ ବର୍ଷ ଧରି ସଂଘର୍ଷ ! ଏବେବି ରେଢାଖୋଲର ଦୁଇଟି ଗାଁର ଲୋକ ଦେଖିନାହାନ୍ତି ବିଜୁଳି ଆଲୁଅ

ଆଖ ପାଖ ଗାଁ କୁ ଆସିଛି ବିଜୁଳି କିନ୍ତୁ ଏହି ଗାଁକୁ ଆସି ପାରିଲାନି ବିଜୁଳି । ସଂଧ୍ୟା ହେଲେ ଡିବିରି, ଲଣ୍ଠନ ଖୋଜାପଡେ ଗାଁରେ । ଆଜିବି ଅନ୍ଧାରର କଷ୍ଟ ଭୋଗୁଛନ୍ତି ଗାଁ ଲୋକେ । ଓଲଟି କିଛି ପରିବାରକୁ ଏକ ବର୍ଷ ତଳେ ସୋଲାର ଲାଇଟ ଦିଆଯାଇଥିଲା ହେଲେ ୪/୫ମାସ ପରେ ସବୁ ଅଚଳ ହୋଇ ପଡିଛି ।

no basic amenities
କେବଳ ପ୍ରତିଶୃତି ଦେଇ ଭୋଟ ନେଉଛନ୍ତି ନେତା, ହେଲେ ଏବେ ବି କାଠ ପୋଲ ଭରସାରେ ଲୋକେ

ବର୍ଷା ଦିନରେ ନଦୀରେ ପାଣି ବଢିଲେ, କାଠ ପୋଲ ପାଣିରେ ଭାସିଯିବା ସହ ବାଦପୁର ଓ କୋଦାଳବାଡ ଗାଁ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି ।

damanda
ନିର୍ବାଚନ ପୂର୍ବରୁ ମୌଳିକ ସୁବିଧା ନମିଳିଲେ, ଭୋଟ୍ କଥା ଭୁଲିଯାଆ . . .

ଦମଣ୍ଡା ଗାଁ ଲୋକେ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ । ନାନାଦି ସମସ୍ୟା ଭିତରେ କଷ୍ଟ ପାଉଥିବା ଦମଣ୍ଡା ଗ୍ରାମବାସୀ ଏବେ ନିଷ୍ପତି ନେଇଛନ୍ତି, ନିର୍ବାଚନ ପୂର୍ବରୁ ମୌଳିକ ସୁବିଧା ନ ମିଳିଲେ ଭୋଟ ବର୍ଜନ କରିବେ।

No Road, No Water To Drink | Woman, Man With Kids Sit On Protest In Choudwar | Cuttack
ହାତୀ ଦେବି ଘୋଡ଼ା ଦେବି କହି ଭୋଟ ନେଉଛନ୍ତି, ଠକି ଦେଇ ପଳାଉଛନ୍ତି

ୟେ ଚୌଦ୍ୱାର ଅଞ୍ଚଳରେ ଥିବା କେତକିଝର ଗାଁ। ଏଠି ଛୁଆରୁ ବୁଢ଼ା ସମସ୍ତେ ପାଲପାରି ବସିଛନ୍ତି। ହେଲେ କାହିଁକି ଜାଣିଛନ୍ତି?

koida
କାହା ସ୍ଵାର୍ଥରେ ଡିଏମ୍ଏଫ୍‌ ଫଣ୍ଡ ? ଆଜି ବି ଅବହେଳିତ ଖଣି ଅଞ୍ଚଳବାସୀ

କୋଇଡା ବ୍ଲକ ଶିକ୍ଷା ସ୍ୱାସ୍ଥ୍ୟ ତଥା ଗମନାଗମନ କ୍ଷେତ୍ରରେ ଅନେକ ପଛରେ । ଫଣ୍ଡ ଆସୁଛି, କିନ୍ତୁ ଖଣି ଅଞ୍ଚଳବାସୀଙ୍କ ଉନ୍ନତି ହେଉନି ।

ketakijhar
ଭୋଟ୍ ମାଗି ଆସିଲେ, ମାଡ଼ ଖାଇବେ ନେତା ! ମୌଳିକ ସୁବିଧା ମିଳୁ ନଥିବାରୁ ତାତିକି ଅଛନ୍ତି କେତକିଝର ଗାଁ ଲୋକ

ର୍ଭାଗ୍ୟର କଥା ଏବେ ବି କେତକିଝର ଗାଁକୁ ମୌଳିକ ସୁବିଧା ସବୁ ଅପହଞ୍ଚ ହୋଇ ରହିଛି । ନିର୍ବାଚନ ସରିବା ପରେ ଜନତାଙ୍କ କଥା ଭୁଲି ଯାଉଛନ୍ତି ନେତା ।

dhenkanal
ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ନିରୀହ ଆଦିବାସୀ : ଅପହଞ୍ଚ ଇଲାକାରେ ପଡ଼ୁନି ପ୍ରଶାସନର ପାଦ ଚିହ୍ନ

ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଏଠାକାର ବାସିନ୍ଦା । କିଛି ବର୍ଷ ପୂର୍ବରୁ ଛାତି ଥରା, ହୃଦୟରେ ଆଲୋଡନ ସୃଷ୍ଟି କରୁଥିବା ଅଞ୍ଚଳ ଥିଲା କଇଁଆସାହି ଓ ବାଲିସାହି । ମାଓବାଦୀଙ୍କ ଗୁଳିର ଶବ୍ଦରେ ଥର ହର ହେଉଥିଲା ରଞ୍ଜାଗଡ଼ର ଘଞ୍ଚ କିଟି କିଟି ଜଙ୍ଗଲ । କେତେ ଯେ ଘଟଣା ଓ ଅଘଟଣ ଦେଖିଛି ଏହି ଅଂଚଳ । ସରକାରଙ୍କ କଥାରେ ରାଜି ହୋଇ ମାଓ ସଂଗଠନ ଛାଡିଥିଲେ ଅନେକ ନିରୀହ ଆଦିବାସୀ