ହଇରେ ନାରଣ.. ଭଉଣୀ କଣ ଡରିଗଲେ କି ! ଆଲୋ ଆଲୋ ବିଜେପି ଜିନ୍ଦାବାଦ କଣ କହିଲେଣି.. ନାଇଁ ନାଇଁ କରେକ୍ସନ୍ ହେଲା ନା..
ମୋଦିଙ୍କ ସଭାରେ ଜଗଦେବ ଧମାକା ଡ୍ୟାନ୍ସ୍ । ମୋଦିଙ୍କ ସଭାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଧମାକାଦାର୍ ଡ୍ୟାନ୍ସ୍...
ଏମାନଙ୍କ ଭବିଷ୍ୟତ ପୂରା ଅନ୍ଧାର। ସରକାରଙ୍କ ଯୋଜନା ଏମାନଙ୍କ ପାଇଁ ସାତ ସପନ। ନିର୍ବାଚନ ଆସିଲେ ସମସ୍ତେ ଆସି ଦିଅନ୍ତି। ଇଲେକସନ୍ ସରିଲେ ଆଉ କିଏ ପଚାରେ..
ଆଜି ବିଭୂତି ମହାପାତ୍ର ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ବର୍ଣ୍ଣବୋଧ ଉପହାର ଦେବ
ସମ୍ପତ୍ତି ଦେଲେନି ବୋଲି ଶବକୁ ପର କରିଦେଲେ ପରିବାର। ଶେଷରେ ୪ ଦିନ ପରେ ଶତ୍କାର କଲେ କେୟାରଟେକର। ହେଲେ ଏବେ ଶଶି ଦିଦି ଭାବେ ପରିଚିତ ମଦର ଟେରେସା ପୁରସ୍କାର ପ୍ରାପ୍ତ ନର୍ସଙ୍କୁ ଝୁରୁଛି କ୍ୟାପିଟାଲ ହସ୍ପିଟାଲ।
ଜଗତ ଗୋସାଇଁଙ୍କ ଚିତ୍ର କଲ.. ମୁହଁ ଉପରେ ଚଢିଗଲ ? ନେତାଙ୍କ ଆଗରେ ମହାପ୍ରଭୁଙ୍କର ଏଇ ଅବସ୍ଥା
କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଦୋକାନ ବଜାର ତିଆରି କଲେ। ହେଲେ ଏବେ ସେଠାରେ ଗ୍ରାହକ ତ ନାହାନ୍ତି, ଅଛି କେବଳ ମଦ ବୋତଲ ଆଉ ଗଛଲତା।
ପୂର ତୋର ଦିନେକୁ ମୋର ଦିନେ.. ଆଗକୁ ଦେଖନ୍ତୁ କଣ ହେଉଛି.. ଓଡ଼ିଶା ଲୋପ ପାଇଯିବ.. ବାଘ ଭାଲୁ ଆସିକି ଘରେ ପଶିକି ଆମକୁ ଖାଇଯିବେ..
ଗାଡ଼ି ପଠେଇ ଡକେଇଲେ ଏଠି କିନ୍ତୁ ଖାଇବା ନାହିଁ #ରାଗିଗଲେ_ମାଉସୀ ଗାଡ଼ି
ଇଲୋ ବୋଉଲୋ.. ଆମେ ଲଢିବା ପାଇଁ କହୁ କହୁ ମ୍ୟାଡାମ କଣ ଖେଳିପକେଇଲେଣି.. ମ୍ୟାଡାମ ତ ବଢିଆ ଫୋପାଡ଼ୁଛନ୍ତି..
ଅନ୍ଧାରୀ ଇଲାକା ଛାଡ଼ିଲେ.. ବନ୍ଧୁକକୁ ଦୂରେଇ ବିଶ୍ୱାସକୁ ଧରିଲେ.. ଲାଲଗଡ଼ରୁ ବାହାରି ଆଜି ସେ ଚାଷୀ ନେତା.. ବିକାଶ ପାଇଁ ହୃଦୟରୁ କରୁଛନ୍ତି ଜନତାଙ୍କ ସେବା..
‘ସେ ଦୃଶ୍ୟ ବର୍ଣ୍ଣନା କରିହେବନି.. ମୁଁ ଭାବୁଥିଲି କଣ ଘଟିଗଲା ମୋ ସହ.. ମୁଁ କୋଉ ଜନ୍ମରେ କୋଉ ପାପ କରିଥିଲି ଯେ ଶହ ଶହ ଶବ ଦେଖିଲି.. ଆଉ କୋଉ ଜନ୍ମରେ କି ପୂଣ୍ୟ କରିଥିଲି ଯେ ମୁଁ ନୂଆ ଜୀବନ ପାଇଲି..’
ହେ ଭାଇ ହେ ଆଲୋ ଇଏ କ’ଣ ? ଯମପୁରକୁ ଯାଉ ଯାଉ ବ୍ୟାୟାମ କଥା ଟିକେ ମନେ ପଡିଗଲା ? ?
ଛାତ ନାଁରେ ଭଣ୍ଡେଇ ଦେଲେ ସରକାର.. ଭାବୁଛନ୍ତି ଆମେ ବୋଧେ ଲୋକ ନୁହେଁ ପୋକ ଗୁଡ଼ା..
ବାଲିଯାତ୍ରାରେ ଗାନ୍ଧି ବେଶ ଧାରଣ କରି ଭିକ୍ଷାବୃତ୍ତି କରିବା କେତେ ଗ୍ରହଣୀୟ?
ଏଇ ଆଜ୍ଞା ଆଉ ଗୋଟିଏ ଘର, ଜୀବନ ବେଳାରେ ସନ୍ଧ୍ୟା ହୋଇ ହୋଇ ଆସୁଥିବା ଅନେକ ପକ୍ଷୀଙ୍କ ମେଳ ଇଏ। ଏଠି ବିଶ୍ୱାସ ଅଛି ଏଠି ନିଶ୍ୱାସ ବି ଅଛି। ଏଠି ଆତ୍ମୀୟତା ଅଛି, ଏଠି ମମତା ଅଛି।
ମୋ ବୋଉଲୋ..ପୂରା ଓଡ଼ିଶାରେ ଚହଳ ପକାଇଦେଲେ । ନାରଣ ପଚାରୁଛି ପ୍ରକୃତରେ ଫାଇଭ୍-ଟି ସଚିବଙ୍କ ନାଁ କଣ? ମତେ ଯେ ମରଣ ହେଉନି