• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Neha Kakkar

neha kakkar name also included in mahadev app scam
ନେହା କକ୍କରଙ୍କ ଉପରେ ଝୁଲୁଛି ଇଡି ଖଣ୍ଡା; କ୍ୟାରିୟର ପାଇଁ ହୋଇପାରେ ସାଂଘାତିକ

ମହାଦେବ ଅନ୍‌ଲାଇନ୍ ବୁକ୍ ବେଟିଂ ଆପ୍ ମାମଲାରେ ଛନ୍ଦି ହେଲେଣି ଅନେକ ତାରକା। ନେହା କକ୍କରଙ୍କ ଉପରେ ଏବେ ଇଡିର ଖଣ୍ଡା ଝୁଲୁଛି। ଏହା ତାଙ୍କ କ୍ୟାରିୟର ପାଇଁ ସାଂଘାତିକ ହୋଇପାରେ ବୋଲି କୁହାଯାଉଛି।

Neha Kakkar
ଇନଷ୍ଟାରେ ଭାଇରାଲ ହେଉଛନ୍ତି ନକଲି ନେହା କକ୍କର, ଲୋକେ ବି କରୁଛନ୍ତି ପସନ୍ଦ

ଆପଣମାନେ କେବେ ଶୁଣିଛନ୍ତି ମିମିକ୍ରି କରି ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିବା କଥା । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Neha Kakkar took out buffalo milk
ମଇଁଷିରୁ କ୍ଷୀର ଦୁହିଁଲେ ନେହା କକ୍କର

ନେହା କକ୍କର ବଲିଉଡର ଜଣେ ଜଣାଶୁଣା କଣ୍ଠଶିଳ୍ପୀ। ବର୍ତ୍ତମାନ ତାଙ୍କୁ ବହୁତ ଲୋକ ଫଲୋ କରୁଛନ୍ତି। ସେ ନୀଜ ଯାଦୁକରୀ କଣ୍ଠରେ ଲକ୍ଷ ଲକ୍ଷ ହୃଦୟରେ ରାଜୁତି କରୁଛନ୍ତି। ନେହା ସେ କେବଳ ତାଙ୍କ ସୁନ୍ଦର ଗୀତ ପାଇଁ ଲୋକଙ୍କ ହୃଦୟ ଜିତୁଛନ୍ତି ତାହା ନୁହେଁ, ବରଂ ତାଙ୍କର ଚୁଲବୁଲ୍ ନୀତିରେ ମଧ୍ୟ ତାଙ୍କ ପ୍ରଶଂସକମାନେ ପାଗଳ ହୁଅନ୍ତି। ନେହା ଅନେକ ସମୟରେ ତାଙ୍କର ଭିଡିଓ ସୋସିଆଲ୍ ମିଡିଆରେ ଶେୟାର କରି ନିଜ ପ୍ରଶଂସକଙ୍କ ଖୁବ୍ ମନୋରଞ୍ଜନ କରିଥାନ୍ତି।

Neha Kakkar
ନିଜ ପ୍ରେଗ୍ନେସୀକୁ ନେଇ ଖୁଲାସା କଲେ ନେହା କକ୍କଡ

ବଲିଉଡ ସିଙ୍ଗର ନେହା କକ୍କଡ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାର ପରିସରରେ। ନେହା ଯେବେଠାରୁ ସିଙ୍ଗିଙ୍ଗ୍ ରିଏଲିଟି ଶୋ ‘ଇଣ୍ଡିଆଲ୍ ଆଇଡଲ’ରୁ ବ୍ରେକ୍ ନେଇଛନ୍ତି ସେବେଠାରୁ ତାଙ୍କ ପ୍ରେଗ୍ନେସୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସୁଛି। ଏହା ମଧ୍ୟ ଗୁଜବ ଉଠିଥିଲା ଯେ ନେହା ଗର୍ଭବତୀ ହେବା କାରଣରୁ ଶୋ ଛାଡିଥିଲେ। ବର୍ତ୍ତମାନ ଏ ସବୁ ଗୁଜବରେ ପୂର୍ଣ୍ଣଚ୍ଛେଦ ପଡିଛି। କାରଣ ନେହା ସମସ୍ତଙ୍କ ସାମ୍ନାରେ ସତର ଖୁଲାସା କରିଛନ୍ତି।