• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ncp

NCP
ଶରତ ପାୱାରଙ୍କୁ ନିର୍ବାଚନ କମିଶନଙ୍କ ଛାଟ, ନୂଆ ଦଳ ଗଠନ ପାଇଁ ଦେଲେ ନିର୍ଦ୍ଦେଶ

ବଦଳିଲା ଏନସିପି ରାଜନୈତିକ ସମୀକରଣ । ଶରଦ ପାୱାରଙ୍କୁ ବଡ଼ ଝଟକା ଦେଇଛନ୍ତି ନିର୍ବାଚନ କମିଶନ ।

JDU
ଶିବସେନା ଓ ଏନସିପି ପରେ ଆସୁଛି କି ଜେଡିୟୁ ପାଳି? ଟେନସନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର !

ଉଦ୍ଧବ ଓ ଶରଦଙ୍କ ପରିଣତି ଭୋଗିବେ କି ନୀତୀଶ? ମହାରାଷ୍ଟ୍ରରେ ଗତବର୍ଷ ଶିବସେନା ଏବଂ ଏବର୍ଷ ଏନ୍‌ସିପି ଦୁଇଫାଳ ହୋଇଯିବା ପରେ ବିହାରରେ ବି ଆଗକୁ ରାଜନୈତିକ ଛକାପଞ୍ଝା ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Maharashtra Politics
ପାୱାର Vs ପାୱାର..ଦାଦା ବନାମ୍ ପୁତୁରା ଭିତରେ ଜୋରଦାର ଲଢ଼େଇ

ନିଜ ସହ ୨୯ ବିଧାୟକଙ୍କୁ ଏକାଠି ମଞ୍ଚରେ ବସାଇ ରଣହୁଙ୍କାର ଦେଇଛନ୍ତି ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଏହି ମଞ୍ଚରୁ ଖୋଲାଖୋଲି ଭାବେ ଦାଦା ଶରଦଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।

Pawar vs Pawar
ଦାଦାଙ୍କୁ ପୁତୁରାଙ୍କ କଟାକ୍ଷ: ଆପଣଙ୍କୁ ୮୩, କେତେ ଦିନ ଆଉ ରାଜନୀତି କରିବେ...

‘ ଆପଣଙ୍କୁ ୮୩ ବର୍ଷ ହୋଇଗଲା...ଏବେ ତ ରହିଯାଆନ୍ତୁ...ନୂଆ ଲୋକଙ୍କୁ ସୁଯୋଗ ଦେବା ଦରକାର । ଏପରି କହିବା ସହ ଦାଦାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କଲେ ପୁତୁରା ଅଜିତ୍ ପାୱାର ।

Sharad pawar vs Ajit pawar
ମହାରାଷ୍ଟ୍ରରେ କାହା କବଜାରେ ଏନସିପି ? ଦଳ ଦୁଇ ଫାଳ ହେବାପରେ ଦୁଇ ପକ୍ଷ ମଧ୍ୟରେ ଟଣାଓଟରା

ମହାରାଷ୍ଟ୍ରରେ ଏନସିପି ରାଜନୀତିରେ ରୋଚକ ମୋଡ। ଦଳ ଦୁଇ ଫାଳ ହେବାପରେ ଉଭୟ ପକ୍ଷ ମଧ୍ୟରେ ଟଣାଓଟରା ଲାଗିରହିଛି । ଉଭୟ ଗୋଷ୍ଠୀ ହିଁ ସେମାନେ ଅସଲ ଏନସିପି ବୋଲି ଦାବି କରିଛନ୍ତି । ଏଥିସହ ସାଙ୍ଗଠନିକ ପରିବର୍ତ୍ତନ ବି କରିଛନ୍ତି । ହେଲେ କିଏ ଅସଲ ଏନସିପି ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ....

maharashtra politics
ମହାରାଷ୍ଟ୍ର ରାଜନୀତିରେ ମହାଡ୍ରାମା; ଅଜିତ ପାୱାର ଅଚାନକ ଖେଳିଲେ 'ପାୱାର୍' ପଲିଟିକ୍ସ

୨୦୧୯ ପରଠୁ ତିନି ତିନିଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଜିତ ପାୱାର୍ । ତେବେ ଏନ୍‌ସିପିରେ ଏଭଳି ଅଚାନକ ଭୂକଂପ ପଛରେ କେବଳ କ୍ଷମତା ଲୋଭ ନାଁ ରହିଛି ଅନ୍ୟ କୌଣସି କାରଣ ? ଚର୍ଚ୍ଚା ହେଉଛି ଯେ, ଶରଦ ପାୱାର୍ ତାଙ୍କୁ ଅଣଦେଖା କରି ଝିଅ ସୁପ୍ରିୟା ସୁଲେଙ୍କୁ କାର୍ଯ୍ୟକାରୀ ସଭାପତି ଘୋଷଣା କରିବା ଏବଂ ମିଳିତ ବିରୋଧୀଙ୍କ ପାଟନା ବୈଠକରେ ରାହୁଲଙ୍କ ସହ ଏକାଠି ମଞ୍ଚାସୀନ ହେବା ପାଇଁ ଏକଚାଟିଆ ନିଷ୍ପତ୍ତି ନେବା ପରେ, ଅଜିତ ଓ ତାଙ୍କ ସମର୍ଥକ ବିଧାୟକ ମାନେ ଅସନ୍ତୁଷ୍ଟ ଥିଲେ ।

NCP MP Supriya Sule Explosions Remark
ସୁପ୍ରିୟା ସୁଲେଙ୍କ ବଡ଼ ବୟାନ-‘ଆସନ୍ତା ୧୫ ଦିନ ମଧ୍ୟରେ ଦିଲ୍ଲୀ,ମହାରାଷ୍ଟ୍ରରେ ହେବ ବଡ଼ ରାଜନୈତିକ ବିସ୍ଫୋରଣ’

ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ ଏକ ବଡ଼ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ୨ଟି ବଡ଼ ରାଜନୈତିକ ବିସ୍ଫୋରଣ ହେବାକୁ ଯାଉଛି।

New political party in Naveen Pattnaik regime
ନବୀନ ଶାସନରେ ନୂଆ ଦଳ: ସଫଳ ଓ ବିଫଳ

ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡିଶାର ପ୍ରମୁଖ ଦଳଗୁଡିକ ନିଜ ରଣନୀତି ଆରମ୍ଭ କରିସାରିଦେଇଥିବା ବେଳେ ବିଆର୍‌ଏସ୍‌କୁ ନେଇ ରାଜନୈତିକ ଉଷ୍ମତା ସୃଷ୍ଟି ହୋଇଛି। ବିଜେଡିକୁ ଟକ୍କର ଦେବା ପାଇଁ ବିଜେପି ‘କେନ୍ଦ୍ର ଶକ୍ତି’କୁ ଧରି ଓଡିଶାର ବିଭିନ୍ନ ପ୍ରସଙ୍ଗରେ ଲୋକବଳ ମଜଭୁତ କରିବାରେ ଲାଗିଛି।

sharad-pawar-meeting-with-amit-shah
ବଦଳିବ କି ଜାତୀୟ ରାଜନୀତିର ଚିତ୍ର? ଅମିତ୍‌ ଶାହାଙ୍କୁ ଭେଟିଲେ ଶରଦ ପାୱାର

ଏଠାରେ କହିରଖୁଛୁ ଯେ, ଗତ ମାସରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ଭେଟିଥିଲେ ଶରଦ ପାୱାର। ସେତେବେଳେ ଉଭୟ ନେତାଙ୍କ ମଧ୍ୟରେ ପାଖାପାଖି ୧ ଘଂଟା ଧରି ଆଲୋଚନା ହୋଇଥିଲା। କେବଳ ଚର୍ଚ୍ଚା ହୋଇଥିଲା ତାହା ନୁହେଁ ବରଂ କୁହାଯାଉଥିଲା ଯେ, ମହାରାଷ୍ଟ୍ରରେ ଖୁବଶୀଘ୍ର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆଉ ଏବେ ପୁଣି ଥରେ ଅମିତ୍‌ ଶାହାଙ୍କୁ ଭେଟିଛନ୍ତି ଶରଦ

modi-Pawar
ଏକାଠି ହେବେ କି ଏନସିପି-ବିଜେପି?

ତେଣୁ ତାହାର ସମାଧାନ ଲାଗି ଶ୍ରୀ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲେ ଆଉ ଏହା ପରେ ଆଜିର ଦିନ ବୈଠକ ପାଇଁ ଧାର୍ଯ୍ୟ ହୋଇଥିଲା। କେମିତି ଲୋକମାନଙ୍କୁ ବ୍ୟାଙ୍କ କ୍ଷେତ୍ରରେ କୌଣସି ଅସୁବିଧା ନହେବ ସେନେଇ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।