• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mobile Network

Network Issues
ଉପାନ୍ତରେ ଅପହଞ୍ଚ ଜରୁରୀକାଳୀନ ସେବା, ପାହାଡ଼ ଚଢ଼ିଲେ ଆସୁଛି ନେଟୱାର୍କ

୮ହଜାରରୁ ଅଧିକ ଆଦିବାସୀ ଲୋକେ ଏଠାରେ ବସବାସ କରୁଛନ୍ତି। ଲୋକଙ୍କ ଜୀବନ ପ୍ରଣାଳୀ ଅତି ନିମ୍ନମାନର ହୋଇରହିଛି।

mobile network issue
ପାହାଡ଼ ଉପରେ ଚାଲିଛି ଜନ ସେବା କେନ୍ଦ୍ର, ନେଟୱର୍କ ନ ଥିବାରୁ ଲୋକେ ହିନସ୍ତା

ଏବେ ବି ଅପହଞ୍ଚ ଗଜପତି ଜିଲ୍ଲାର ବହୁ ଦୁର୍ଗମ ଅଞ୍ଚଳ । ନେଟୱର୍କ୍ ନ ଥିବାରୁ ପାହାଡ ଉପରେ ଚାଲିଛି ଜନ ସେବା କେନ୍ଦ୍ର । ଜନ ସାଧାରଣ ବ୍ୟାଙ୍କିଙ୍ଗ ସେବା ସମେତ ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ମନରେଗା ଯୋଜନାରେ ଆସୁଥିବା ଟଙ୍କା ଉଠାଣ, ମୋବାଇଲ୍ ଓ ଟିଭି ରିଚାର୍ଜ ଭଳି ସେବା ପାଇବା ପାଇଁ ୧ କିମି ପାହାଡ ଚଢ଼ିବାକୁ ପଡୁଛି..

5G Start In India
ଶହେ ଗୁଣା ସ୍ପିଡ୍‌ରେ ଚାଲିବ 5G, ଜାଣନ୍ତୁ କେଉଁ ୧୩ ସହରରେ ପ୍ରଥମେ

5G ସେବା ଆରମ୍ଭ ହେଲେ ମିଳିବ 3G ଠାରୁ ୩୦ ଗୁଣ ଓ 4G ଠାରୁ ୧୦ ଗୁଣା ସ୍ପିଡ୍ ସେବା । ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି କୁହାଯାଉଛି ।

5G
5G ସେବା, ୧୦୦ ଗୁଣା ସ୍ପିଡ୍‌ ଇଣ୍ଟରନେଟ୍ ପାଇବେ ଉପଭୋକ୍ତା

ଇଣ୍ଡିଆନ ମୋବାଇଲ କଂଗ୍ରେସରେ ହେବ ଉଦ୍‌ଘାଟନ । ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ ମିଳିବ 5G ସେବା ।

Mobile Net Work Problem
ଗାଁରେ ଆସୁନି ନେଟ୍‌ୱାର୍କ, ପାହାଡ଼ ଉପରେ ପାଠ ପଢ଼ୁଛନ୍ତି ପିଲା

ଆଦିବାସୀ ଅଧ୍ୟୁସିତ ବଣ ପାହାଡ ଘେରା କୁଚିଣ୍ଡା ଉପଖଣ୍ଡର ଶିରିଡ ଗାଁରେ ଅପହଂଚ ମୋବାଇଲ ନେଟୱାର୍କ। । ଇଂଟରନେଟ ସେବା ଉପଲବ୍ଧ ହେଉନଥିବାରୁ ଚାଷୀଙ୍କ ଧାନ ବିକ୍ରି ଠାରୁ ଆରମ୍ଭ କରି ଗ୍ରାମର ଉନ୍ନୟନ ମୂଳକ କାମ, ପୋଷ୍ଟ ଅଫିସ କାମ କି ଛାତ୍ର ଛାତ୍ରୀଙ୍କ ପାଠପଢା ସବୁ ବାଧାପ୍ରାପ୍ତ ହେଉଛି । କଥା ହେବା ଠାରୁ ଆରମ୍ଭ କରି ନେଟ ସେବା ପାଇଁ ଗାଁ ମୁଣ୍ଡ ସ୍ଥିତ ପଥୁରିଆ ପାହାଡ ସାହା ଭରସା ଏବେ ପାଲଟିଛି ।