• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Miscreants

Loot
ବୃଦ୍ଧାଙ୍କୁ ମାରିଲେ ଚୂନା... ଘରେ ପଶିଲେ, ଦେଖୁ ଦେଖୁ ଲୁଟି ନେଲେ

ଅଭିନବ ଉପାୟରେ ବୃଦ୍ଧାଙ୍କ ଠାରୁ ଲୁଟ । ସ୍ପଷ୍ଟ ଦିବାଲୋକରେ ଦିନବେଳା ଆସିଲେ ଦୁଇ ଜଣ ଯୁବକ । ଗେଟ ଖୋଲି ଘରେ ପଶିଲେ । ଜଣେ ଘର ବାରଣ୍ଡାରେ ରହିଲେ ଆଉ ଜଣେ ବାହାରେ ରହି ସ୍ଥିତି ପରଖୁଥିଲା ।

Miscreants
ଦାଦନ ଟଙ୍କା ସଞ୍ଚି ଘର କରିଥିଲୁ.. ଆମ ଘର ଭାଙ୍ଗିଦେଲେ..

ବର୍ଷ ବର୍ଷ ଧରି ଝାଳବୁହା ପରିଶ୍ରମରେ ନିଜ ସ୍ୱପ୍ନର ଘର ତୋଳିଲା ବେଳକୁ ଯଦି କେହି ତାକୁ ଭାଙ୍ଗି ଛାରଖାର କରିଦିଏ.. ସେତେବେଳେ ଗରିବର ମେରୁଦଣ୍ଡ ଭାଙ୍ଗିଯାଏ..

Loot
୪ ସେକେଣ୍ତରେ ୯ ଲକ୍ଷ ଗାଏବ...ଚୋରଙ୍କ କବଜାରେ ରାଜଧାନୀ ବିବାହ ମଣ୍ତପ

ରାଜଧାନୀରେ ପୁଣି ମାତିଲେ ମଣ୍ଡପ ଚୋର । ବିବାହ ଉତ୍ସବରେ ବରଯାତ୍ରୀ ବେଶରେ ଆସି ୯ ଲକ୍ଷରୁ ଅଧିକ ଟଙ୍କା ଓ ଅଳଙ୍କାର ଚୋରି କରିଛନ୍ତି ବଡେ ମିଆଁ-ଛୋଟେ ମିଆଁ ଗ୍ୟାଙ୍ଗ ।

Drug mafia critical
ଖୋର୍ଦ୍ଧାରେ ନିଶା ମାଫିଆକୁ ଗୁଳି

ସାମନ୍ତରାପୁରର ଠେଙ୍ଗାହାଟ ଛକରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ବ୍ରାଉନସୁଗାର ମାଫିଆ ସୋମନାଥ ଭୁଜବଳକୁ ଗୁଳିମାଡ଼ ହୋଇଛି । ପିକ୍ ଅପ୍ ଭ୍ୟାନରେ ଆସି ସଂଘବଦ୍ଧ ଭାବେ ଆସି ଏକାଧିକ ଯୁବକ ସଂପୃକ୍ତ ଡ୍ରଗ୍ସ ମାଫିଆକୁ ଗୁଳି କରିଛନ୍ତି

bride to be's jewellery and money stolen before wedding
ମୋ ପରିଶ୍ରମର ଧନ ଫେରାଇଦିଅ... ମ୍ୟାରେଜ୍‌ ପୂର୍ବରୁ କାନ୍ଦି କାନ୍ଦି ଗୁହାରି କଲେ ଯୁବତୀ

ପୋଲିସ ଉପରେ ଭରସା ଥିଲେ ବି ଚୋରି ସୁନା ଟଙ୍କା ଓ  ଚୋରକୁ କେବେ ଧରିବେ, ସେନେଇ ପୋଲିସ ଉତ୍ତର ଦେଉନଥିବା କାନ୍ଦି କାନ୍ଦି କହିଛନ୍ତି ଅଭିଯୋଗକାରିଣୀ। 

Miscreants Breakthrough Asbestos Ceiling Of Shop In Khordha
ବନ୍ଧୁକ ଦେଖାଇଲେ, ବୋମା ଫୁଟାଇଲେ...ଜୁଏଲାରୀରୁ ଲୁଟ୍‌ କଲେ

ବନ୍ଧୁକ ଦେଖାଇଲେ, ବୋମା ଫୁଟାଇ ଲୁଟ୍‌ । ଖୋର୍ଦ୍ଧା ଜିଲ୍ଲା ଧଳା ପଥର ବଜାରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଦେଖନ୍ତୁ ଲୁଟ୍‌ ସମୟର ସିସିଟିଭି ଦୃଶ୍ୟ ।

Miscreants Lift Mobile Phone From Customer In Petrol Pump In Odisha’s Baliguda
ପେଟ୍ରୋଲ ପମ୍ପରେ ଦିନ ଦ୍ୱିପ୍ରହରରେ ଚୋରି, ଚୋର ମୁହଁ ଅଛି ସିସିଟିଭିରେ

ଦିନ ବେଳେ ପେଟ୍ରୋଲ ପମ୍ପରେ ଲୋକ ଅଛନ୍ତି । ସତର୍କତାର ସହ ଚୋର ଆସିଲା । ଚୋରି କଲା । କେହି ଦେଖିପାରିଲେନି । କିନ୍ତୁ ଧରିଛି ସିସିଟିଭି ।