• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lucknow

Car Thief
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଯୋଗାଉଥିଲା ଚୋରି ଗାଡ଼ି, ମାଡ଼ି ବସିଲା ପୋଲିସ୍‌

ସାହାରା ଓଭରବ୍ରିଜ୍‌ ତଳୁ ସତ୍ୟେନ୍ଦ୍ର ସିଂ ଶେଖାୱତକୁ ଗିରଫ କରାଯାଇଥିଲା। ତା’ ନିକଟରୁ ନଗଦ ୨.୪୭ ଲକ୍ଷ ଟଙ୍କା, ମହିନ୍ଦ୍ରା ସ୍କର୍ପିଓ, ୧୧ଟି କାରର ଇଲୋକ୍ଟ୍ରୋନିକ୍‌ ଚାବି ଓ ନକଲି ନମ୍ବର ପ୍ଲେଟ୍‌ ଆଦି ଜବତ କରାଯାଇଛି।

girlfriend
ଗର୍ଲଫ୍ରେଣ୍ଡ ମାଗିଲା ୧୦ ଲକ୍ଷ, ଦେଲାନି ବୟଫ୍ରେଣ୍ଡ; ଭାଇରାଲ କରିଦେଲା ଅଶ୍ଳୀଳ ଫଟୋ

ଯୁବକଙ୍କ ଫଟୋ ବାବଦକୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରଥିଲେ ଯୁବତୀ । ହେଲେ ଯୁବକ ଟଙ୍କା ଦେଇ ନପାରିବାରୁ ଫେସ୍‌ବୁକ୍‌ରେ ଏକ ଫେକ୍‌ ଆକାଉଣ୍ଟ ଖୋଲି ଫଟୋ ଭାଇରାଲ କରିଦେଇଥିଲେ ଯୁବତୀ ।

Jogi Adityanath
ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ, ନିଜ ନାଁରେ କଲେ ୨ ନୂଆ ରେକର୍ଡ

ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଯୋଗୀଙ୍କ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅନେକ ବଲିଉଡ ଷ୍ଟାର ଓ ବିଜେପିର ହଜାର ହଜାର କର୍ମୀ ଉପସ୍ଥିତ ରହିଥିଲେ।

wine online
ଘରେ ୪ ବୋତଲରୁ ଅଧିକ ମଦ ରଖିଲେ ୬୩ ହଜାର ଫାଇନ୍‌

ଘରେ ୪ ବୋତଲରୁ ଅଧିକ ମଦ ରଖିଲେ ଆପଣଙ୍କୁ ଦେବାକୁ ପଡ଼ିବ ୬୩ ହଜାର ଟଙ୍କାର ଜୋରିମାନା ରାଶି। ଅବକାରୀ ବିଭାଗ ଚଢ଼ାଉ କରିବା ସମୟରେ ଏହା ଜଣାପଡ଼ିଲେ ଆପଣଙ୍କୁ ଫାଇନ୍‌ ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ବି ନିଆଯାଇପାରେ

Technical Institutions  Reopen
ଆଜିଠୁ ଖୋଲିଲା ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

ସ୍କୁଲ୍ ଓ କଲେଜ ପରେ ଆଜିଠୁ ଖୋଲିଲା ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଏଥିପାଇଁ କ୍ୟାମ୍ପସ୍‌କୁ ସାନିଟାଇଜ୍‌ କରାଯିବା ସହ ଛାତ୍ରଛାତ୍ରୀ ଯେଭଳି କରୋନାରେ ସଂକ୍ରମିତ ନହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲୁଥିଲେ ବି ଅଗ୍ରାଧିକାର ଭିତ୍ତିରେ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ହିଁ କ୍ଲାସ୍ ରୁମ୍ ପାଠପଢ଼ା ଲାଗି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନୁମତି ଦେଇଛି। ଏଥିପାଇଁ ଏସ୍ଓପି ମଧ୍ୟ ଜାରି ହୋଇଛି

luckdown
ଜୁଲାଇର ନୂଆ ଗାଇଡ ଲାଇନ୍

ରାଜ୍ୟ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଘୋଷଣା କରିଛନ୍ତି ମୁଖ୍ୟ ସଚିବ। ଅଗଷ୍ଟ ୧ଯାଏଁ ଜାରି ରହିବ ଲକଡାଉନ । କାଟେଗୋରୀ Aରେ ଥିବା ୨୦ ଜିଲ୍ଲା ଓ Bରେ ୧୦ ଜିଲ୍ଲାରେ କଟକଣା ପୂର୍ବପରି ବଳବତ୍ତର ରହିବ।

luckdown
କୋହଳ ହୋଇପାରେ କି କଟକଣା ?

କ’ଣ କହିବେ ମୁଖ୍ୟ ଶାସନ ସଚିବ ? ଅପରାହ୍ନ ୨.୩୦ରେ ପ୍ରେସମିଟ୍ କରିବେ ମୁଖ୍ୟ ଶାସନ ସଚିବ । କୋଭିଡ ପରିଚାଳନା ନେଇ ଆକ୍ସନ ପ୍ଲାନ୍ ଘୋଷଣା କରିପାରନ୍ତି ।

luckdown
୩ ପ୍ରତିଶତକୁ ଖସିଲାଣି ଟିପିଆର୍‌

୩ ପ୍ରତିଶତକୁ ଖସିଲାଣି ଟିପିଆରପି । ରାଜ୍ୟର ୨୬ଟି ଜିଲ୍ଲାରେ ୫ ପ୍ରତିଶତ ତଳେ ଟିଆରପି । ଅନଲକ୍ ପ୍ରକ୍ରିୟାକୁ ଗଲା ବେଳେ କଟକ ଭୁବନେଶ୍ୱର ପାଇଁ ହୋଇପାରେ ସ୍ୱତନ୍ତ୍ର ଷ୍ଟ୍ରାଟେଜି ।

Man Kills Wife
ସଇତାନ ସାଜିଲା ସ୍ୱାମୀ,ରୋଷେଇ କରିବାକୁ ମନା କରିବାରୁ ସ୍ତ୍ରୀକୁ ନିର୍ମମ ହତ୍ୟା

ରୋଷେଇ କରିବାକୁ ମନା କରିବାରୁ ସ୍ତ୍ରୀକୁ ନିର୍ମମ ହତ୍ୟା କରିଛି ସ୍ବାମୀ । ପ୍ରେମ ବିବାହର ତିନି ବର୍ଷ ପରେ ସ୍ତ୍ରୀକୁ ନିର୍ମମ ହତ୍ୟା । ହତ୍ୟା ପରେ ସ୍ତ୍ରୀର ମୃତଦେହକୁ ବେଡ୍ ଭିତରେ ଲୁଚେଇ ରଖିଥିଲା ସଇତାନ ସ୍ୱାମୀ

MURDER
ପାରିବାରିକ କଳହର କରୁଣ ପରିଣତି : ରୋଷେଇ କରିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ରୋଷେଇ କରିବାକୁ ମନା କରିବାରୁ ସୈତାନ ପାଲଟିଲା ସାତ ଜନମର ସାଥୀ । ପ୍ରେମ ବିବାହର ୩ ବର୍ଷ ପରେ ସ୍ତ୍ରୀକୁ ନିର୍ମମ ହତ୍ୟା । ସବୁ ଦିନ ଖୁସିରେ ରଖିବାର କଥା ଦେଇ ଘରକୁ ଆଣିଥିବା ଲକ୍ଷ୍ମୀକୁ ଜୀବନରୁ ମାରି ଦେବାପରେ ବେଡ୍ ଭିତରେ ଲୁଚାଇ ରଖିଥିଲା ଅଭିଯୁକ୍ତ । ଆଉ ତା’ପରେ ସହର ଛାଡ଼ି ଫେରାର ମାରିଥିଲା ସ୍ୱାମୀ । ତେବେ ଦୁଇ ଦିନ ପରେ ଘରୁ ଦୁର୍ଗନ୍ଧ ଆସିବାରୁ ପୋଲିସକୁ ସୂଚନା ଦେଇଥିଲେ ପଡ଼ୋଶୀ । ଏବେ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି ପୋଲିସ୍ । ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ।