• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lpg Price Hike

LPG Cylinder Price Hiked
ମାସ ଆରମ୍ଭରୁ ମହଙ୍ଗା ମାଡ଼: ବଢ଼ିଲା LPG ସିଲିଣ୍ଡର ଦର

ବଢ଼ିଲା LPG ସିଲିଣ୍ଡର ଦର। ଉଭୟ ଘରୋଇ ଓ କମର୍ସିଆଲ LPG ସିଲିଣ୍ଡର ଦର ବୃଦ୍ଧି ପାଇଛି।

LPG Price Hiked Again
ସାଧାରଣଜନତାଙ୍କ ଉପରେ ଆଉ ଏକ ମହଙ୍ଗା ମାଡ଼, ପୁଣି ବଢ଼ିଲା LPG ସିଲିଣ୍ଡର ଦାମ୍‌

ଘରୋଇ LPG ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବୃଦ୍ଧି ଘଟି ଥିବାବେଳେ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ରେ ୮ ଟଙ୍କା ବୃଦ୍ଧି ଘଟିଛି।

LPG Price Hike
ରୋଷେଇ ଘରକୁ ମହଙ୍ଗା ମାଡ଼, ପେଟ୍ରୋଲ, ଡିଜେଲ ସାଙ୍ଗକୁ ବଢ଼ିଲା ଏଲପିଜି ସିଲିଣ୍ଡର ଦର

ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦର । ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଲା, ଦର ବୃଦ୍ଧି ପରେ ଦିଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ଦାମ୍ ୯୪୯.୫୦ ଟଙ୍କା ପହଞ୍ଚିଛି ।

Bjd protest
ରାସ୍ତା ଉପରେ ଗାଧେଇଲେ ମୀରା

ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାରେ ଗର୍ଜିଲା ବିଜେଡି.. କୋକେଇରେ ଗ୍ୟାସ୍ ସିଲିଣ୍ଡର ବୋହି ବୋହି ନେଲେ, ମୁଖାଗ୍ନି ଦେଇ ଜାଳିଦେଲେ.. ପରେ ରାସ୍ତା ମଝିରେ ମୁଣ୍ଡରେ ପାଣି ଢାଳି ଶୁଦ୍ଧି ହେଲେ ବିଜେଡିର ମହିଳା କର୍ମୀମାନେ..

LPG Price Hike
ମୁଣ୍ଡ ଘୂରାଉଛି ମହଙ୍ଗା ଏଲପିଜି

ତୈଳ ଦରରୁ ସାମାନ୍ୟ ଆଶ୍ୱସ୍ତି ସତ୍ତ୍ୱେ ମୁଣ୍ଡ ଘୂରାଉଛି ମହଙ୍ଗା ଏଲପିଜି I ବର୍ଷକ ଭିତରେ ୩ଶହ ଟଙ୍କା ବଢ଼ି ସାରିଲାଣି ରନ୍ଧନ ଗ୍ୟାସ୍ I ଗୃହିଣୀ କହିଲେ ସାଂଘାତିକ ବିଗୁଡୁଛି ଆମ ହାଣ୍ଡିଶାଳ ବଜେଟ୍ I

LPG price hike
ପେଟ୍ରୋଲ-ଡିଜେଲ କମିଲା, LPG କେବେ..?

ତେଲ ଦରହ୍ରାସ ସାମନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ଚିନ୍ତା ବଢ଼ାଇଛି ମହଙ୍ଗା ଏଲ୍ପିଜି ଦର । ବର୍ଷକ ଭିତରେ ୩ଶହ ଟଙ୍କା ବଢ଼ିଗଲାଣି ରନ୍ଧନ ଗ୍ୟାସ୍ ଦର । ଏହାକୁ ନେଇ ଚିନ୍ତାରେ ରହିଛନ୍ତି ଗୃହିଣୀ ।

Ranendra-Pratap-Swain
‘ପେଟ୍ରୋଲ ଦରକୁ ପଲିଟିକାଲ ଟୁଲ ଭଳି ବ୍ୟବହାର କରୁଛନ୍ତି କେନ୍ଦ୍ର ସରକାର’

ପେଟ୍ରୋଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ୍ କରି କହିଛନ୍ତି ଯେ, ପେଟ୍ରୋଲ ଦରକୁ କେନ୍ଦ୍ର ସରକାର ପଲିଟିକାଲ ଟୁଲ ଭାବେ ବ୍ୟବହାର କରୁଛନ୍ତି ।

Special Story | LPG Cylinder Price Hike Burns Hole In Pockets Of Consumers
ରନ୍ଧନ ଗ୍ୟାସ ଯଦି ଏତେ ବଢ଼ିବ ଘରଣୀ ହାଣ୍ଡିଶାଳ ସମ୍ଭାଳି ପାରିବେ ତ ?

ଗତ କିଛି ମାସ ହେଲାଣି ରନ୍ଧନ ଗ୍ୟାସରେ ହିତାଧିକାରୀଙ୍କୁ ସବସିଡି ମିଲୁନାହିଁ କହିଲେ ଚଳେ। ବଜାର ଦର ଯେତିକି ଲୋକେ ପ୍ରାୟ ସେତିକିରେ କିଣୁଛନ୍ତି।