• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Left Bottom

india-railway
ଚୀନ୍ କମ୍ପାନୀ ସହ ଚୁକ୍ତି ବାତିଲ କଲା ଭାରତୀୟ ରେଲୱେ

ନୂଆଦିଲ୍ଲୀ: ଲଦାଖର ଗଲୱାନ୍ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଭାରତରେ ଏବେ ଚୀନ୍ ବିରୋଧୀ ସ୍ୱର ତେଜିବାରେ ଲାଗିଛି। ଏପରିକି କେନ୍ଦ୍ର ସରକାର ମଧ୍ୟ ଚୀନ ବିରୋଧରେ ଏବେଠାରୁ ବୟକଟ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରଥମେ ବିଏସଏନଏଲ୍ ଏବଂ ଏବେ ଭାରତୀୟ ରେଲୱେ ଚାଇନା ବିରୋଧରେ ବଡ଼ ପଦକ୍ଷେପ ଉଠାଇଛି। ଭାରତୀୟ ରେଲୱେର ଡେଡିକେଟେଡ୍ ଫ୍ରିଟ୍ କରିଡର୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଡିଏଫସିସିଆଇଏଲ୍), ବେଜିଂ ନ୍ୟାଶନାଲ୍ ରେଲୱେ ରିସର୍ଚ୍ଚ […]

susmita
ଭାଇରାଲ୍‌ ହେଉଛି ବୟଫ୍ରେଣ୍ଡଙ୍କ ସହ ସୁସ୍ମିତାଙ୍କର ଏଇ ଫଟୋ

ମୁମ୍ୱାଇ: ନିଜର ଫିଟ୍‌ନେସକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ । ବଲିଉଡ୍‌ର ଏହି ଅଭିନେତ୍ରୀ କେବେ ପୋଲ ଡ୍ୟାନ୍ସ୍‌ ତ କେବେ ଜିମ୍‌ରେ ବୟଫ୍ରେଣ୍ଡ୍‌ ରୋହମନ୍‌ଙ୍କ ସହିତ ଜିମ୍ନାଷ୍ଟିକ୍ ରିଙ୍ଗରେ ଏକ୍ସରସାଇଜ କରୁଥିବା ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସୁସ୍ମିତା, ରୋହମନ୍‌ ଓ ତାଙ୍କର ଦୁଇ ଝିଅଙ୍କ ସହିତ ଆର୍ମିନିଆରେ ଛୁଟି କାଟୁଛନ୍ତି। ଏହି ସମୟରେ ସେ ନିଜ ସୋଶାଲ ମିଡିଆରେ ଆକାଉଣ୍ଟରେ ବୟଫ୍ରେଣ୍ଡ ରୋହମନ୍‌ଙ୍କ ସହିତ ଏକ ଫଟୋ ପୋଷ୍ଟ କରିଛନ୍ତି […]

paan
ମୁଣ୍ଡ ବିନ୍ଧାରୁ ମୁକ୍ତି ଦେଇଥାଏ ପାନ, ଏହିପରି କରନ୍ତୁ ବ୍ୟବହାର

ପାନପତ୍ରରେ ଅନେକ ଭିଟାମିନ୍‌ ରହିଛି, ଯେପରିକି ଭିଟାମିନ୍‌-ସି ଓ କ୍ୟାଲ୍‌ସିୟମ। ଏହା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଜି ଆପଣଙ୍କୁ ଏହାର ଫାଇଦା ବିଷୟରେ କହିବୁ। ତା’ସହିତ ଏହାକୁ କିପରି ବ୍ୟବହାର କରିବେ, ସେ ବିଷୟରେ ବି କହିବୁ। ୧- ପାନପତ୍ର ଶ୍ୱାସ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ପାନପତ୍ରରେ କିଛି ଜୁଆଣି ମିଶାଇ ଖାଆନ୍ତୁ। ଏହା ପରେ ନଖ ଉଷୁମ ପାଣି ପିଅନ୍ତୁ। ଏହା ଆପଣଙ୍କୁ  ଶ୍ୱାସ ରୋଗ ଜନିତ ସମସ୍ୟାରୁ ଆରମ ଦେବ। […]