• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Land Scam

Hemanta Soren
ଧରା ପଡ଼ିଲା ହେମନ୍ତଙ୍କ କଳା କାରନାମା..ସତ ଖୋଲିଲା ହ୍ୱାଟସଅପ୍ ଚାଟ୍‌

ବଢ଼ିଲା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ । ଇଡି ହାତରେ ଲାଗିଲା ତାଙ୍କର ବିବାଦୀୟ ହ୍ୱାଟସଆପ୍ ଚାଟ୍ ।

land scam
ଗୋଟିଏ ମ୍ୟୁଟେସନ ନମ୍ୱରରେ ଦୁଇଟି ଜମିର ଦାଖଲ ଖାରଜ, ମିଳିଛି ପଟ୍ଟା

କନିକା ତହସିଲରେ ଜମି ଜାଲିଆତି ଅଭିଯୋଗ। ଜମିବିକ୍ରି ହୋଇଥିବା ନେଇ ମୃତ ଜମି ମାଲିକଙ୍କ ପରିବାର ଲୋକେ ଜାଣିନାହାନ୍ତି। ତହସିଲ ଅଫିସରେ ଚଞ୍ଚକତା କରାଯାଇ ୧ ଏକର ମୂଲ୍ୟବାନ ଜମିକୁ ଅନ୍ୟ ଜଣଙ୍କ ନାଁରେ ପଟ୍ଟା କରାଯାଇଥିବା ଅଭିଯୋଗ ହୋଇଛି…

Shiv Sena's Sanjay Raut Arrested
ମଧ୍ୟରାତ୍ରରେ ଗିରଫ ହେଲେ ଶିବସେନା ସାଂସଦ ସଞ୍ଜୟ ରାଉତ, ଘରୁ ୧୧ ଲକ୍ଷରୁ ଅଧିକ ଟଙ୍କା ଜବତ

ଦୀର୍ଘ ସମୟ ଧରି ପଚରାଉଚରା ପରେ ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମଧ୍ୟରାତ୍ରରେ ଗିରଫ କରିଛି। ଆଜି ସକାଳ ସାଢେ ୧୧ଟା ସମୟରେ PMLAରେ ସଞ୍ଜୟଙ୍କୁ କୋର୍ଟରେ ହାଜର କରାଯିବ।

Kiit Land Scam
କିଟ୍ ନାଁରେ ପୁଣି ସରକାରୀ ଜମି ହଡପ ଅଭିଯୋଗ: ଜଳାଶୟ ପୋତି ନିର୍ମାଣ କରୁଛି କୋଠା

ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ କିଟ୍ ବିଶ୍ୱବିଦ୍ୟାଳୟର ମାଲିକ ହୋଇଥିବାରୁ ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛି କି ପ୍ରଶାସନ?

Land Scam
ମୃତ୍ୟୁ ପରେ ଭୂତ ହୋଇ ଜମି ବିକିଦେଲେ ସୁରେନ୍ଦ୍ର, ଏବେ ପୁରା ପରିବାର ଚିନ୍ତାରେ

ଜାଲ ଆଧାର, ଜାଲ ଫଟୋ, ଜାଲ ଦସ୍ତଖତରେ ହେଲା ଜମି କିଣାବିକା ହୋଇଥିବା ଅଭିଯୋଗ ହୋଇଛି ।

Tahasildar
ଭାଇରାଲ୍ ହେଉଛି ସରକାରୀ ବାବୁଙ୍କ ଘୋଟାଲା ଗାଥା, ଦେଖନ୍ତୁ ଭିଡିଓ..

ରେଜିଷ୍ଟ୍ରି କାର୍ଯ୍ୟାଳୟରେ ନକଲି କାଗଜପତ୍ର ଚିହ୍ନଟ କରିବାର ସବୁ ସୁବିଧା ଥିଲେ ବି, ନକଲି ଲୋକଙ୍କୁ ଅସଲି ସଜାଇ, ପ୍ରଥମେ ରେଜିଷ୍ଟ୍ରି କରାଇଥିଲେ ପଦ୍ମନାଭ ପୁରୋହିତ । ତାପରେ ପାଦଟିଏ ଆଗକୁ ଯାଇ ତହସିଲଦାର, ରେଜିଷ୍ଟ୍ରି ହୋଇଥିବା ଜମି ଠାରୁ ଅଧିକ ପରିମାଣର ଜମିର ପଟ୍ଟା କରିଦେଲେ ।

Shri Jagannath Land loot
ଜଗନ୍ନାଥ ଜମିକୁ ବି ଖାଇଗଲେ

ଜଗନ୍ନାଥଙ୍କ ଜମିକୁ ନିଜ ନାଁରେ କରି ସେଥିରେ ତିଆରି କରିଦେଇଛନ୍ତି କୋଠାଘର, ପୋଖରୀ ଓ ଦୋକାନ। ସାମ୍ନାକୁ ଆସିଲା ଜମି ଜାଲିଆତିର ସଙ୍ଗୀନ ମାମଲା...

Sri Jagannath Temple Land Scam
ଜଗା ଜମି ହଡପ୍‌!

ଖୋଦ୍ ମହାପ୍ରଭୁ ଜଗନ୍ନାଥଙ୍କ ଜମି ହଡ଼ପ ଲାଗି ଚାଲିଥିଲା ଚକ୍ରାନ୍ତ । ବାଲେଶ୍ୱର ସୋରରେ ଶ୍ରୀଜିଉଙ୍କ ଜମିକୁ ହ଼ଡ଼ପ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ପରେ ଜାଗିଛି ଶ୍ରୀମନ୍ଦିର ପ୍ରଶାସନ । ଏ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର ଦୁଇ ପୂର୍ବତନ କର୍ମଚାରୀ ସାମିଲ ଥିବା ଜଣାପଡ଼ିବା ପରେ ସେମାନଙ୍କ ନାଁରେ ସୋର ଥାନାରେ ଏତଲା ହୋଇଛି ।

Dhenkanal Land Scam | Police Detain Former Additional Tehsildar, Couple
ଏଠି ସବୁ ସମ୍ଭବ ! ଜଳାଶୟ ବେଆଇନ ଭାବେ ଶାରଦ ବି ହୋଇପାରିବ

ଭୟଙ୍କର ଜମି ଦୁର୍ନୀତି! ସାନଷାଠିଏ ବାଟିଆରେ ଜମିର କିସମ ପରିବର୍ତ୍ତନ କେଳେଙ୍କାରୀ ମାମଲା I

Land Scam
ଜମି କେଳେଙ୍କାରୀ ମାମଲା: ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ଦଲାଲ ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ୍‌

ଜମି କେଳେଙ୍କାରୀ ମାମଲାରେ ଜଣେ ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଉଠାଇ ନେଲା ପୋଲିସ।ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏବାଟିଆ ଜମି କେଳେଙ୍କାରୀ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।