• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Katrina Kaif Vicky Kaushal

Katrina kaif and Vicky are so busy says don’t get to see each other
ଭିକି-କ୍ୟାଟ୍ରିନା ପରସ୍ପର ସହ ସମୟ ବିତାଇବାକୁ ପାଉ ନାହାନ୍ତି ସୁଯୋଗ; କାହିଁକି...

ଗୋଟିଏ ପଟେ କ୍ୟାଟ୍ରିନା ତାଙ୍କ କାମରେ ବ୍ୟସ୍ତ ଥିବାବେଳେ ତାଙ୍କ ସ୍ୱାମୀ ତଥା ଅଭିନେତା ଭିକି କୌଶଲ ମଧ୍ୟ ତାଙ୍କର ଆଗାମୀ ଫିଲ୍ମ୍ 'ସାମ୍ ବାହାଦୂର'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଭିକି ଏବଂ କ୍ୟାଟ୍ରିନା ପରସ୍ପର ସହ ସମୟ ବିତାଇବାକୁ ସୁଯୋଗ ପାଇ ନାହାଁନ୍ତି। କ୍ୟାଟ୍ରିନା ନିଜେ ଏହା କହିଛନ୍ତି।

Katrina Kaif ready to think about motherhood
କ୍ୟାଟ୍ରିନା କୈଫ୍‌ଙ୍କ ଖୁଲାସା; କହିଲେ କେବେ ଦେବେ ଖୁସି ଖବର

କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲଙ୍କ ପ୍ରଶଂସକମାନେ ସେମାନଙ୍କ ଠାରୁ କିଛି ଚାହାଁନ୍ତି। ଏହି ଯୋଡିଙ୍କୁ ଖୁବ ଶୀଘ୍ର ବାପାମାଆ ଭାବେ ପ୍ରଶଂସକମାନେ ଦେଖିବାକୁ ଚାହାଁନ୍ତି। ବର୍ତ୍ତମାନ କ୍ୟାଟ୍ରିନା ଗର୍ଭବତୀ ଥିବା ପ୍ରାୟତଃ ଅନୁମାନ କରାଯାଏ। ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କ୍ୟାଟ୍ରିନା କ’ଣ କୁହନ୍ତି।

Fans say Katrina Kaif destroyed her beautiful face with plastic surgeries
ପ୍ଲାଷ୍ଟିକ୍ ସର୍ଜରୀ କରି ନିଜ ଚେହେରାକୁ ନଷ୍ଟ କରିଦେଲେ କି କ୍ୟାଟ୍ରିନା...

ନିଜ ଶରୀରକୁ ଅଧିକ ଆକର୍ଷଣୀୟ କରିବାକୁ ଅନେକ କଳାକାର ପ୍ଲାଷ୍ଟିକ୍ ସର୍ଜରୀକୁ ବାଛି ନେଉଥିବା ଦେଖାଯାଏ। ଏହାକୁ ନେଇ ବେଳେ ବେଳେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିବା ମଧ୍ୟ ନଜିର ରହିଛି। ଏବେ କ୍ୟାଟ୍ରିନା କୈଫ୍ ସେହି ପ୍ରକ୍ରିୟାକୁ ଆପଣେଇ ନେଲେ କି?

Katrina Kaif said about husband Vicky Kaushal was his destiny
ବିବାହ ପାଇଁ ଭିକି କୌଶଲ ମୋ ରାଡରରେ ନଥିଲେ; କ୍ୟାଟ୍ରିନା କୈଫ୍‌

ଦୀର୍ଘ ଦିନ ଧରି ଲୁଚାଛପା ସଂପର୍କରେ ରହିଲା ପରେ ଗତ ବର୍ଷ ଡିସେମ୍ବରରେ ଭିକି କୌଶଲ-କ୍ୟାଟ୍ରିନା କୈଫ୍‌ ବିବାହ କରିଥିଲେ। ଏବେ ‘କଫି ୱିଥ୍ କରନ ସିଜନ ୭’ ରେ କ୍ୟାଟ୍ରିନା କୈଫ୍‌ ଭିକିଙ୍କୁ ନେଇ ଅନେକ ଖୁଲାସା କରିଛନ୍ତି। ସେ ତାଙ୍କ ରାଡରରେ ନଥିବା କହିବା ସହ ଆହୁରି ଅନେକ କିଛି କହିଛନ୍ତି।

vicky and katrina
ଭିକ୍ଟ୍ରିନାଙ୍କ ଗ୍ରାଣ୍ଡ ରିସେପସନ୍‌, କୋଭିଡ ନେଗେଟିଭ୍ ରିପୋର୍ଟ ବିନା ଏଣ୍ଟ୍ରୀ ନାହିଁ

ନିକଟରେ ହାତକୁ ଦିହାତ ହୋଇଛନ୍ତି ବଲିଉଡ଼ର ଷ୍ଟାର କପଲ୍ ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ରାଜସ୍ଥାନରେ ବିବାହ କରି ସାରିବା ପରେ ମୁମ୍ବାଇ ଫେରି ଆସିଛନ୍ତି ନବ ଦମ୍ପତ୍ତି ଭିକି-କ୍ୟାଟ୍ରିନା । ବର୍ତ୍ତମାନ ଦୁହେଁ ମୁମ୍ବାଇରେ ଖୁବ୍‌ ଶୀଘ୍ର ବଲିଉଡ ସେଲିବ୍ରିଟିଙ୍କୁ ଏକ ଗ୍ରାଣ୍ଡ ରିସେପସନ ପାର୍ଟିରେ ଆୟୋଜିତ କରିବାକୁ ଯାଉଛନ୍ତି ଭିକି-କ୍ୟାଟ୍ରିନା । କିନ୍ତୁ ଏହି ପାର୍ଟିରେ ସାମିଲ ହେବାକୁ ଥିବା ଅତିଥିଙ୍କୁ ଆରଟିପିସିଆର ପରୀକ୍ଷା କରିବାକୁ ପଡ଼ିବ । ଏଥିସହ କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବାକୁ ପଡ଼ିବ ।

Katrina Kaif and Vicky Kaushal
କଙ୍ଗନାଙ୍କୁ ରିଟର୍ଣ୍ଣ ଗିଫ୍ଟ ପଠେଇଲେ ଭିକ୍ଟ୍ରିନା

କଙ୍ଗନାଙ୍କୁ ରିଟର୍ଣ୍ଣ ଗିଫ୍ଟ ପଠାଇଛନ୍ତି ବଲିଉଡର ନବ ବିବାହିତ ଦମ୍ପତି ବିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ଆଉ ଏହି ଗିଫ୍ଟର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ବିକି ଓ କ୍ୟାଟ୍ରିନାଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି କଙ୍ଗନା ।

Katrina Vicky
ଆସନ୍ତା ୯ରେ ବିବାହ କରିବେ କ୍ୟାଟ୍ରିନା-ଭିକି

ଆଉ କେଇଟା ଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ କ୍ୟାଟ୍ରିନା କୈଫ ଓ ଭିକି କୌଶଲ । ଏହି ଦୁଇ ବଲିଉଡ ଷ୍ଟାର୍ ଡିସେମ୍ବର ୯ରେ ବିବାହ କରିବାକୁ ଥିବା ବେଳେ, ରାଜସ୍ଥାନ ସବାଇ ମାଧୋପୁରରେ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ତେବେ ପ୍ରତିଦିନ ଏହି ଷ୍ଟାର୍ ଯୋଡ଼ିଙ୍କ ବିବାହକୁ ନେଇ ଆସୁଛି ନୂଆ ନୂଆ ରୋଚକ କଥା ...