• translate

Tag: Icmr

Prof. Balram Bhargava
ବୁଷ୍ଟର ଡୋଜ୍ ନୁହେଁ, ସମସ୍ତଙ୍କୁ ଡବଲ ଡୋଜ୍ ଟିକା ଦିଆଯିବା ଜରୁରୀ-ICMR

ସେଭଳି ସ୍ଥିତି ଉପୁଜି ନ ଥିବାରୁ ବୁଷ୍ଟର ଡୋଜ୍ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ  । ବୁଷ୍ଟର ଡୋଜ ବଦଳରେ ସମସ୍ତେ ଯେପରି ଡବଲ ଡୋଜ୍ ଟିକା ନେଇପାରିବେ, ତା ଉପରେ ଏବେ ପ୍ରାଥମିକତା ଦିଆଯାଉଛି ।

Health and Family Director
୧୫% ଶିଶୁ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା

କରୋନାକୁ ହରେଇବାକୁ ହେଲେ ଏହାର ବ୍ରହ୍ମାସ୍ତ୍ର ହେଲା ଟିକାକରଣ। ଏହି ଟିକାକରଣ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା କଥା ଓ ସମସ୍ତ ନିୟମକୁ ମାନିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି। ଝାରସୁଗୁଡାରେ ଏକ ଟିକାକରଣ କେନ୍ଦ୍ର ପରିଦର୍ଶନରେ ଯାଇ ସ୍ୱାସ୍ଥ୍ୟମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି। 

vaccine
ଅଧିକ ଫଳପ୍ରଦ କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ୍ : କରୋନା ଟିକାକୁ ନେଇ ICMRର ନୂଆ ତଥ୍ୟ

ମହାମାରୀ ବିରୁଦ୍ଧରେ ସଞ୍ଜିବନୀ ସାଜି କରୋନା ଟିକା । ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରକୁ ଦୃଷ୍ଟିରେ ରଖି ଟିକାକୁ ସର୍ବୋତ୍ତମ ସୁରକ୍ଷା ବ୍ୟବସ୍ଥା ବୋଲି କୁହାଯାଉଛି । ଏହି କାରଣରୁ କରୋନା ଟିକା ସମ୍ବନ୍ଧରେ ବିଭିନ୍ନ ପରୀକ୍ଷାନୀରିକ୍ଷା ଜାରି ରହିଛି । ଏହି କ୍ରମରେ ବିଶ୍ୱର ଅନ୍ୟ ଦେଶମାନଙ୍କ ପରି ଟିକାକରଣର ମିଶ୍ରିତ ଡୋଜ୍ ଉପରେ ଭାରତରେ ଗବେଷଣା କରାଯାଉଛି

People Gathering
କରୋନା ରି-ଇନଫେକସନ ଓ ବ୍ରେକ୍ ଥ୍ରୁ ଇନଫେକସନକୁ ଆସିଲା ୧୦ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଟିକା ନେବା ପରେ ବି କୋଭିଡ୍‌ରେ ଆକ୍ରାନ୍ତ ହେବା ବା ବ୍ରେକ୍ ଥ୍ରୁ ଇନଫେକ୍ସନର ପ୍ରମୁଖ କାରଣ କିଏ? ଡେଲ୍ଟା ଭ୍ୟାରିଏଣ୍ଟ ଆଇସିଏମଆର ଦ୍ୱାରା କରାଯାଇଥିବା ଷ୍ଟଡିରୁ ଅନେକ ତଥ୍ୟ ସାମ୍ନାକୁ ଆସିଛି। ନଜର ପକାନ୍ତୁ ICMR ଷ୍ଟଡିର ୧୦ଟି ପଏଣ୍ଟ ଉପରେ

Lav Agrawal
ଟିକା ନେବା ପରେ ବି ଡେଲଟା ଭାରିଆଣ୍ଟ ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ

ଅନ୍ୟ ଭାରିଆଣ୍ଟ ଅପେକ୍ଷା ଡେଲଟା ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ । ICMR ପକ୍ଷରୁ କରାଯାଇଥିବା ସର୍ଭେରେ ଡେଲଟା ଅଧିକ ପ୍ରଭାବୀ ବୋଲି ସ୍ପଷ୍ଟ ହୋଇଛି ।