• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ibps Recruitment 2021

IBPS recruitment 2021
ଆଇବିପିଏସ୍ ନିଯୁକ୍ତି ୨୦୨୧: ଖାଲି ପଡିଛି ପଦବୀ,ଶୀଘ୍ର କରନ୍ତୁ ଆବେଦନ

ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (IBPS) ପକ୍ଷରୁ ବିଭିନ୍ନ ପଦବୀ ନିଯୁକ୍ତି ପାଇଁ ଆଜି ହିଁ ଆବେଦନ କରନ୍ତୁ । ବେକାର ଯୁବକ ଯୁବତୀଙ୍କ IBPS ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଆସିସ୍ଟାଣ୍ଟ ପ୍ରଫେସର,ଫାକଲ୍ଟି ରିସର୍ଚ୍ଚ ଆସୋସିଏଟ୍, ରିସର୍ଚ୍ଚ ଆସୋସିଏଟ୍,ହିନ୍ଦୀ ଅଫିସର,ଆଇଟି ଇଞ୍ଜିନିୟର,ଆଇଟି ଡାଟାବେସ୍ ଆଡମିନିଷ୍ଟ୍ରେଟର,ସଫ୍ଟୱେୟାର ଏବଂ ଟେଷ୍ଟର ଆଦି ନିଯୁକ୍ତି ପାଇଁ ପଦବୀ ଖାଲି ରହିଛି । ଏହି ପଦବୀ ପାଇଁ ଅକ୍ଟୋବର ୧ ଠାରୁ ଆବେଦନ କରିପାରିବେ ।