• translate

Tag: Health Tips

kapalbhati pranayam benefits
ଶରୀର ପାଇଁ ଯୋଗ,ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ କରନ୍ତୁ କପାଳଭାତି

ପ୍ରତିଦିନ ଯୋଗାଭ୍ୟାସ କଲେ ଶରରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୋଇଥାଏ । ତେବେ ଯୋଗ କରିବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ଯୋଗ ମଧ୍ୟରେ କପାଳଭାତି ପ୍ରାଣାୟମ ଏକ ଶକ୍ତିସାଳୀ ଉଚ୍ଚ ଉଦର ଶ୍ୱାସକ୍ରିୟା ସଂପନ୍ନ ପ୍ରାଣାୟମ ଅଟେ । କପାଳର ଅର୍ଥ ମସ୍ତିଷ୍କ ଓ ଭାତିର ଅର୍ଥ ହେଉଛି ସ୍ୱଚ୍ଛତା । ଅର୍ଥାତ କପାଳଭାତି ଏପରି ଏକ ପ୍ରାଣାୟାମ ଯାହା କରିବା ଦ୍ୱାରା ମସ୍ତିଷ୍କ ସୁସ୍ଥ, ଚିନ୍ତାମୁକ୍ତ ରହିବା ସହ ମସ୍ତିଷ୍କର କାର୍ଯ୍ୟ ସଠିକ୍ ଭାବେ ହୋଇଥାଏ ।

Benefits hibiscus for hair
କେଶ ସମସ୍ୟା ଦୂର କରେ ମନ୍ଦାର ଫୁଲ,ଜାଣିବା ଏହାର ଉପକାରିତା

ମନ୍ଦାର ଫୁଲ କେଶ ସହିତ ଯଡ଼ିତ ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ମନ୍ଦାର ଫୁଲରେ ତିଆରି ପ୍ୟାକ୍ ଲଗାଇବା ଦ୍ୱାରା କେଶ ମୂଳରୁ ମଜବୁତ ହୋଇଥାଏ । ରୁପି, କେଶ ଝଡିବା ଏବଂ କେଶ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ।

 Kitchen Spices
କେବଳ ସ୍ୱାଦ ନୁହେଁ ଭାଗ୍ୟ ପରିବର୍ତ୍ତନ କରିବ ମସଲା, ଜାଣିବା ମସଲାର ବିଶେଷତ୍ୱ

ରୋଷେଇ ଘରେ ଯେଉଁ ମସଲା ଆମେ ବ୍ୟବହାର କରୁ ବାସ୍ତୁ ଅନୁଯାୟୀ, ବିଭିନ୍ନ ମସଲା ରାଶିଫଳରେ ଅବସ୍ଥିତ ଗ୍ରହ ସହିତ ଜଡ଼ିତ ବୋଲି ବିଶ୍ୱାସ କରାଯାଏ । ତେଣୁ ଏଥି ସହ ଜଡିତ କିଛି ବିଶେଷ ଉପାୟ ଗ୍ରହଣ କରିବା ଦ୍ୱାରା, ଗ୍ରହ ଦୋଷ ଦୂର ହୋଇଥାଏ ଓ ଭାଗ୍ୟ ପରିବର୍ତ୍ତନ ହୋଇପାରିବ । ଚାଲନ୍ତୁ ଜାଣିବା ମସଲାର ବିଶେଷତ୍ୱ ବିଷୟରେ.

jamun
ଶରୀର ପାଇଁ ଲାଭଦାୟକ ଜାମୁକୋଳି

ଔଷଧୀୟ ଗୁଣରେ ଭରପୁର ଜାମୁକୋଳି । ଆୟୁର୍ବେଦ ଅନୁସାରେ ଜାମୁ କୋଳିକୁ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧ ଭାବେ ବିବେଚନା କରାଯାଏ। ଜାମୁକୋଳି ,ଏହାର ମଞ୍ଜି ,ଗଛର ଛାଲି ଓ ତାହାର ପତ୍ର ଔଷଧୀୟ ଗୁଣରେ ଭରପୁର ଅଟେ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ,ସି ଓ କେରୋଟିନ୍ ରହିଛି ।

Doctor Doctor 29 Oct 2017 | ଜାଣନ୍ତୁ ଗର୍ଭାବସ୍ଥାରେ କଣ ଖାଇବେନି | Foods To Avoid During Pregnancy

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Doctor Doctor 05 Nov 2017 | How To Avoid Fistula Disease | ଜାଣନ୍ତୁ ଭଗନ୍ଦର ରୋଗର ଚିକତ୍ସା କେମିତି କରିବେ

Doctor Doctor 25 Mar 2018 | ଦାନ୍ତ ଜନିତ ସମସ୍ୟାରୁ କେମିତି ପାଇବେ ମୁକ୍ତି

Doctor Doctor 30th Apr 2018 || Health Tips - Health News & Updates

Doctor Doctor 27th May 2018 || Health Tips & Updates

Doctor Doctor 24 Feb 2019 | Health Tips

Doctor Doctor 19 May 2019 | Discussion on Spinal Cord Disease | Dr. Amit Kumar Chanduka