• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Health Problems

Khandagiri Mela
ଖଣ୍ଡଗିରି କୁମ୍ଭମେଳାରେ ବବାଙ୍କ ଚମତ୍କାରୀ; ଫୁଙ୍କି ଦେଲେ ଫୁ ମାରୁଛି ରୋଗ !

ବୋତଲେ ପାଣି ପିଇଦେଲେ ଛୁ ମାରୁଛି ମାରାତ୍ମକ ରୋଗ। ଦେହ ଆଉଁସି ତେଲ ଘଷି ଦେଲେ ଉଭେଇ ଯାଉଛି ପୁରୁଣା ବାତ। ଖଣ୍ଡଗିରି କୁମ୍ଭମେଳାର ଏଭଳି ଚମତ୍କାରୀ ବାବା ମାନଙ୍କ ଶିବିରରେ ଲୋକଙ୍କ ଲାଗୁଛି ଗହଳି। ତେବେ ବାବା ମାନଙ୍କ ଦାବି କେତେ ସତ କେତେ ମିଛ, ତାହା ତ ଜଣାନାହିଁ।

Exercises for relief from waist pain
Health Tips: ଅଣ୍ଟାବିନ୍ଧାରୁ ଆରାମ ପାଇଁ କରନ୍ତୁ ଏହିସବୁ ବ୍ୟାୟାମ

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅଣ୍ଟା ବିନ୍ଧା ଏକ ସାଧାରଣ ସମସ୍ୟା ହୋଇଯାଇଛି। ଏହା ଯେ କେବଳ ପୀଡାର କାରଣ ହୁଏ ତା’ ନୁହେଁ ବର° ମଣିଷର ଦୈନନ୍ଦିନ ଜୀବନରେ ମଧ୍ୟ କୁପ୍ରଭାବ ପକାଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପଢନ୍ତୁ…

Malkangiri
ଗଛମୂଳେ ଏକାଠି ଚାଲିଛି ସ୍କୁଲ ଓ ମେଡିକାଲ..

ବାଃ ବାଃରେ ସରକାର। ଏଇଠି ଗୋଟିଏ ଗଛ ମୂଳେ ଚାଲିଛି ମେଡିକାଲ ସାଙ୍ଗକୁ ସ୍କୁଲ...ସବୁ ଜାଣି ଚୁପ୍‌ ବସିଛି ପ୍ରଶାସନ...

salt-1
ସାବଧାନ ! ଅଧିକ ଲୁଣ ଖାଉଛନ୍ତି କି ? ଆୟୁଷ ହାନି ହୋଇପାରେ...

ବିନା ଲୁଣରେ ଖାଦ୍ୟ ରୁଚିକର ହୋଇନଥାଏ। ଏହା ଖାଦ୍ୟକୁ ସୁସ୍ୱାଦୁ କରିଥାଏ। ଏଣୁ ଆମର ଦୈନିନ୍ଦିନ ଜୀବନରେ ଲୁଣର ଆବଶ୍ୟକତା ନିହାତି ରହିଛି । ହେଲେ  ଆପଣ ଜାଣନ୍ତି ଏହି ଦରକାରୀ ଜିନିଷ ବେଳେବେଳେ ଆମର କ୍ଷତି ମଧ୍ୟ କରିଥାଏ। ସତର୍କତାର ସହ ଏହାକୁ ବ୍ୟବହାର ନକଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ- ଆମେରିକାର ଏକ ସର୍ବେକ୍ଷଣରୁ ଜଣାପଡିଛି ଯେଉଁ ଲୋକମାନେ ପ୍ରତିଦିନ ଦରକାରରୁ ଅଧିକ ଲୁଣ ଖାଇଥାନ୍ତି, ତାଙ୍କର ଆୟୁଷ କମିଯାଏ। […]