• translate

Tag: Gst

Finance Minister Nirmala Sitharaman
ମହଙ୍ଗା ହେବ ଆଇସ୍‌କ୍ରିମ ଖାଇବା, ଜୋମାଟୋ ଓ ସ୍ୱିଗିରୁ ଅର୍ଡର କରିବା

:ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର GST କାଉନସିଲ ବୈଠକ ପରେ ଅନେକ ବଡ ନିଷ୍ପତ୍ତିର ଘୋଷଣା କରିଛନ୍ତି। ଅନେକ ଜିନିଷରୁ ଜିଏସ୍‌ଟି ହ୍ରାସ କରାଯାଇଛି। ଅନେକ ଜିନିଷ ଉପରେ ଜିଏସ୍‌ଟି ବଢିଛି।

petroll
“ଜିଏସଟି ଅନ୍ତର୍ଭୁକ୍ତ ହେବନି ପେଟ୍ରୋଲ, ଡିଜେଲ”

ବର୍ତ୍ତମାନ ପାଇଁ ଜିଏସଟି ଅନ୍ତର୍ଭୁକ୍ତ ହେବନି ପେଟ୍ରୋଲ, ଡିଜେଲ ଓ ଅନ୍ୟ ପେଟ୍ରୋଲିୟମଜାତ ସାମଗ୍ରୀ। ଆଜି ବସିଥିବା ଜିଏସଟି କାଉନସିଲର ୪୫ତମ ବୈଠକରେ ଏହି ପ୍ରସ୍ତାବକୁ ରାଜ୍ୟମାନେ ଜୋରଦାର ବିରୋଧ କରିଥିଲେ। ଏପରିକି ଏହି ପ୍ରସ୍ତାବ ଉପରେ ଆଲୋଚନା ଲାଗି ରାଜି ବି ହୋଇନଥିଲେ

nirmala-sitharaman.
ରେମଡେସିଭିର ଉପରୁ କମିଲା, ବ୍ଲାକ୍‌ ଫଙ୍ଗସ୍‌ ଔଷଧ ଉପରୁ ହଟିଲା GST

ନୂଆଦିଲ୍ଲୀ: କରୋନା ପାଇଁ ବ୍ୟବହୃତ ଔଷଧ ରେମଡେସିଭିର ଉପରୁ କମିଲା ଜିଏସ୍‌ଟି । ରେମଡେସିଭିର୍ ଉପରୁ GST ୧୨%ରୁ ୫%କୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଆଜି ୪୪ତମ GST କାଉନସିଲ ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର…