ଦୁର୍ଘଟଣାରେ ଜଣେ ଆହତ, ଗ୍ୟାସ୍ ଲିକ୍ ହୋଇନଥିବା ସୂଚନା Apr 2, 2018 କଟକ: କଟକ ମଧୁପାଟଣା ଛକରେ ଓଲଟିଲା ଗ୍ୟାସ ଟାଙ୍କର। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଆହତ ହୋଇଛନ୍ତି।…