• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fishermen

Fishing
ଆଜିଠୁ ଓଡିଶା ଉପକୂଳରେ ୬୧ ଦିନ ଯାଏଁ ମାଛଧରା ବନ୍ଦ

କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ କରାଯାଇଛି। ଓଡିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗୁଞ୍ଜାମ, କୁଜଙ୍ଗ, ବାଲୁଗାଁ, ବାଲେଶ୍ବର, ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି କରାଯାଇଛି।

Corruption
ଡଙ୍ଗା, ଜାଲ ଓ ଇଞ୍ଜିନରେ ହେରାଫେରି.. ହାତଗୁଞ୍ଜା ଦେଲେ ଆକାଉଣ୍ଟକୁ ଆସୁଛି ଟଙ୍କା !

୧୫ ବର୍ଷ ତଳୁ ମୃତ୍ୟୁ ଘଟିଥିବା ରତ୍ନାକର ତରାଇଙ୍କ ନାଁ ହିତାଧିକାରୀ ତାଲିକାରେ ରହିଛି.. ରତ୍ନାକରଙ୍କ ଭଳି ଅନେକ ଭୂତ ହିତାଧିକାରୀ ରହିଛନ୍ତି.. ହେଲେ ପ୍ରକୃତ ମତ୍ସ୍ୟଜୀବୀଙ୍କୁ ମିଳୁନି ଲୋନ୍ ଆଉ ସବସିଡି ।

Olive Ridley
ବିଭାଗୀୟ ଅଧିକାରୀଙ୍କ ସୁରକ୍ଷା ଢିଲା

କେଳୁଣୀ ମୁହାଣରୁ ଦେବୀନାଶୀ ଆଇଲାଣ୍ଡ ପାଖାପାଖି ୨୦ କିମି ଯାଏ ନିୟମ ବଳବତ୍ତର..ତଥାପି ସମୁଦ୍ରର ଅତି କୂଳକୁ ଆସୁଛି ବଡବଡ ଟ୍ରଲର

Fishermen catch huge fish weighing around 30 kilos from river
ନଦୀରେ ବନ୍ଧା ହୋଇ ରହିଛି ଏତେ ବଡ଼ ମାଛ, ନା ବିକ୍ରି କରି ହେଉଛି ନା ଘରେ ରଖି ହେଉଛି...

ବୈତରଣୀ ନଦୀରେ ମତ୍ସଜୀବୀଙ୍କ ଜାଲରେ ପଡିଛି ବିରାଟ କାୟ ‘କଳା ସାରାଣ୍ଟ’ ମାଛ। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।

Missing Boat
ପାରାଦୀପ ସମୁଦ୍ରରେ ୧୩ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା

ଉଦ୍ଧାର କରିବା ପାଇଁ କୁଜଙ୍ଗ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ କୋଷ୍ଟଗାର୍ଡ ଏବଂ ମେରାଇନ ପୁଲିସର ସହାୟତା ଲୋଡିଛନ୍ତି।

Fishermen in Ganjam awaiting for compensation after fishing banned for Olive Ridley protection
କଇଁଛ ଆମ ଭଗବାନ,କଇଁଛ ଆମ ମାଆ

କଇଁଛଙ୍କ ଅଣ୍ଡା ପାଇଁ ସମୁଦ୍ରରେ ଦିନରାତି ଡ୍ୟୁଟି କରୁଛନ୍ତି ୧୫ ଜଣିଆ ଟିମ୍‌। ସମୁଦ୍ର ଉପରେ ରହିଛି ତୀକ୍ଷ୍ଣ ନଜର। ମେସିନ୍‌ ବୋଟ୍‌ ଯାଉନି କି ଟ୍ରଲର ଷ୍ଟାର୍ଟ ହେଉନି। ସେପଟେ ସରକାରୀ ସହାୟତାକୁ ଅପେକ୍ଷା କରିବା ସହିତ କଇଁଛଙ୍କୁ ମାଆ କହୁଛନ୍ତି ମତ୍ସଜୀବୀ...

Fishermen Return To Chilika For Fishing
ଚଳଞ୍ଚଚଞ୍ଚଳ ହୋଇଉଠିଛି ଚିଲିକା

୩ ଦିନ ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି ଚିଲିକା । ଜୱାଦ ପାଇଁ ବନ୍ଦ ଥିବା ମତ୍ସ୍ୟଜୀବୀ ପୁଣି ଥରେ ଆରମ୍ଭ କରିଛନ୍ତି ନିଜ ଜୀବିକା । ଶୁଣନ୍ତୁ କଣ ରହିଛି ମତ୍ସ୍ୟଜୀବୀଙ୍କର ପ୍ରତିକ୍ରିୟା ।

Cyclone Jawad Alert Restricts Fishermen In Puri District From Entering Into Water
ପୁରୀରେ ଲ୍ୟାଣ୍ଡଫଲ ହେବା ପରେ ଆତଙ୍କିତ ସମୁଦ୍ରକୂଳିଆ ଲୋକେ

ମାଡ଼ି ଆସୁଛି ବାତ୍ୟା...ପୁରୀରେ ଲ୍ୟାଣ୍ଡଫଲ ହେବା ପରେ ଆତଙ୍କିତ ସମୁଦ୍ରକୂଳିଆ ଲୋକେ...ଦେଖନ୍ତୁ ପେଣ୍ଠକଟାରେ କେମିତି ଗର୍ଜନ କରୁଛି ସମୁଦ୍ର

Cyclone Jawad Alert Sounded For Balugoan Fishermen, Restricted From Entering Into Waters
ଡଙ୍ଗା ଆଣିଲୁ କିନ୍ତୁ ରଖିବୁ କେଉଁଠି?

ବାତ୍ୟା ଆସୁଛି, ସମୁଦ୍ର ଭିତରକୁ ଯାଉନାହାନ୍ତି ମତ୍ସଜୀବୀ...ବାଲୁଙ୍ଗାରେ ଡଙ୍ଗାକୁ ସୁରକ୍ଷିତ ଭାବରେ ରଖୁଛନ୍ତି ଧୀବର

Giant Fish Weighing 78 KGs, Worth Rs 36 Lakh Caught By Fishermen
ଗଭୀର ସମୁଦ୍ରରୁ ଧରାହେଲା ବିରଳ ପ୍ରଜାତିର ମାଛ; ଦାମ୍‌ ୩୫ ଲକ୍ଷ

ହୀରା ଦରଠୁ ବି ଅଧିକ ଦାମୀ ମାଛର ଦାମ୍ । ଗଭୀର ସମୁଦ୍ରରୁ ଧରା ହୋଇଛି ୩୫ ଲକ୍ଷର ମାଛ । ପଶ୍ଚିମବଙ୍ଗର ଦକ୍ଷିଣ ପ୍ରଗଣା ଜିଲ୍ଲା ସୁନ୍ଦରବନ ଅଞ୍ଚଳରୁ ଏହି ତେଲିଆ ମାଛଟି ଧରା ହୋଇଛି ।

Giant Fish Weighing 78 KGs, Worth Rs 36 Lakh Caught By Fishermen
ମାଛର ଦାମ ଶୁଣିଲେ ହୋଇଯିବେ ଆବା କାବା

ଗୋଟିଏ ତେଲିଆ ମାଛର ଦାମ୍ ୩୬ ଲକ୍ଷ ଟଙ୍କା। ପଶ୍ଚିମବଙ୍ଗର ଦକ୍ଷିଣ ପ୍ରଗଣା ଜିଲ୍ଲା ସୁନ୍ଦରବନ ଅଞ୍ଚଳରୁ ଏହି ମାଛ ମିଳିଛି। ଯାହାର ଓଜନ ପ୍ରାୟ ୮୦ କିଲୋଗ୍ରାମ୍।

Indian Coast Guards Rescue 11 Fishermen From Stranded Fishing Boat In BoB
ସମୁଦ୍ରରେ ଫସିଥିବା ୧୧ ମତ୍ସ୍ୟଜୀବୀ ଉଦ୍ଧାର

ସମୁଦ୍ରରେ ଫସିଥିବା ୧୧ ମତ୍ସ୍ୟଜୀବୀ ଉଦ୍ଧାର। ସାଗର ଦୀପ ପାଖରୁ ଉଦ୍ଧାର କଲେ ଭାରତୀୟ କୋଷ୍ଟଗାର୍ଡ

800 Kg Fish
ସମୁଦ୍ରକୁ ମାଛ ଧରିବାକୁ ଯାଇଥିବାବେଳେ ମତ୍ସଜୀବୀଙ୍କ ଜାଲରେ ପଡ଼ିଲା ଏହି ବିଶାଳକାୟ ଜୀବ, ପରେ ଜଣାପଡ଼ିଲା...

ସମୁଦ୍ରରୁ ଅନେକ ରହସ୍ୟମୟ ଜୀବ ଠାବ ହେବା ଘଟଣା ସାମ୍ନାକୁ ଆସିଛି। ଏଭଳି ରହସ୍ୟମୟ ଜୀବ ଦୁନିଆ ସାମ୍ନାକୁ ହଠାତ୍‌ ଆସିଥାନ୍ତି, ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥାଏ। ଏମିତି କିଛି ଘଟଣା ପଞ୍ଚିମବଙ୍ଗ କୋଲକାତାରରେ ଘଟିଛି। 

Fishery
ସମୁଦ୍ର ଭିତରେ ଅକାତକାତ ଜଳରେ ମାଛଚାଷ

ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଏହି ପାଇଲଟ ପ୍ରୋଜେକ୍ଟ  ବାଲେଶ୍ୱରରେ ଆରମ୍ଭ ହୋଇଛି। ତେବେ ପ୍ରକଳ୍ପ ପାଇଁ ଚଳିତବର୍ଷ ପ୍ରାୟ ୨ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ଓଡିଶାର ମତ୍ସ୍ୟଜୀବୀମାନେ ବେଶ ଲାଭବାନ ହୋଇପାରିବେ। ଆଗ୍ରାହୀ ଚାଷୀଙ୍କୁ ତାଲିମ ସହ ୬୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ମଧ୍ୟ ସରକାର ଯୋଗାଇବେ।